"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
 
ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।<ref>{{cite news|url=http://www.timesonline.co.uk/tol/sport/football/european_football/article5950195.ece |author=Hawkey, Ian |work=The Times |access-date=30 July 2010|title=Novelty factor adds spice to clash of giants|date=22 March 2009 | location=London}}</ref>
କ୍ରାଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରାଫଙ୍କ ସମୟରେ ବାର୍ସେଲୋନା ଟି୧୧ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରାଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>
 
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ ଫୁଟବଲ କ୍ଲବ|ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>