"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୫୨ କ ଧାଡ଼ି:
[[File:Maradona Barcelona shirt.jpg|thumb|right|ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ]]
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।<ref>Dobson, Stephen; Goddard, John A. p. 180</ref> କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।<ref>Spaaij, Ramón pp. 291–292</ref>
[[File:Cruyff_a_la_banqueta_del_Camp_Nou.jpg|thumb|left|200px|ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରଏଫ୍କ୍ରାଫ୍]]
୧୯୮୮ ମସିହାରେ ୟୋହାନ କ୍ରଏଫ୍କ୍ରାଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।<ref>{{cite web|last=Duff |first=Alex |url=https://www.bloomberg.com/apps/news?pid=newsarchive&sid=aoCiLlYsuvL8 |title=Barcelona Emulates 'Dream Team' to Win European Title |publisher=Bloomberg |date=18 May 2006 |access-date=5 October 2010 |url-status=dead |archive-url=https://web.archive.org/web/20121105120217/http://www.bloomberg.com/apps/news?pid=newsarchive&sid=aoCiLlYsuvL8 |archive-date=5 November 2012 }}</ref> କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।<ref>{{cite book
| last1 =Barend
| first1 = Frits
୬୫ କ ଧାଡ଼ି:
 
ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।<ref>{{cite news|url=http://www.timesonline.co.uk/tol/sport/football/european_football/article5950195.ece |author=Hawkey, Ian |work=The Times |access-date=30 July 2010|title=Novelty factor adds spice to clash of giants|date=22 March 2009 | location=London}}</ref>
କ୍ରଏଫଙ୍କକ୍ରାଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରଏଫଙ୍କକ୍ରାଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରଏଫ୍କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରଏଫଙ୍କକ୍ରାଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>
 
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ ଫୁଟବଲ କ୍ଲବ|ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
୨୪୬ କ ଧାଡ଼ି:
* ସ୍ୟୁଟାଟ ଏସ୍ପୋର୍ଟିଭା ହୋଆନ୍ ଗାମ୍ପର୍ (ବାର୍ସେଲୋନା ଫୁଟବଲ କ୍ଲବ୍‍ର ପ୍ରଶିକ୍ଷଣ ପଡ଼ିଆ)
* ଲା ମାସିଆ (ତରୁଣ ଖେଳାଳିଙ୍କ ଆବାସ ସ୍ଥାନ)
* ଏସ୍ତାଦି ୟୋହାନ୍ କ୍ରଏଫ୍କ୍ରାଫ୍ (ଅତିରିକ୍ତ ଦଳ ଓ ମହିଳା ଦଳଙ୍କ ଘର ମ୍ୟାଚ୍ ପଡ଼ିଆ)
* ପାଲାଉ ବ୍ଲାଉଗ୍ରାନା (ବାର୍ସେଲୋନା ଫୁଟବଲ କ୍ଲବର ଇଣ୍ଡୋର୍ ଷ୍ଟାଡ଼ିୟମ୍)
* ପାଲାଉ ବ୍ଲାଉଗ୍ରାନା ୨ (ବାର୍ସେଲୋନା ଫୁଟବଲ କ୍ଲବର ଦ୍ୱିତୀୟ ଇଣ୍ଡୋର୍ ଷ୍ଟାଡ଼ିୟମ୍)