"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୨୪ କ ଧାଡ଼ି:
|align="left"|୨୦୧୦
|}
 
==କ୍ଲବ ସମ୍ଵନ୍ଧୀୟ ଅନ୍ୟ ରେକର୍ଡ ଓ ପରିସଂଖ୍ୟାନ==
[[File:Javier Zanetti FC Internazionale.jpg|thumb|upright|ୟାଭିଏର୍ ଜାନେଟ୍ଟି ଇଣ୍ଟର ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି]]
ୟାଭିଏର୍ ଜାନେଟ୍ଟି ଇଣ୍ଟର ମିଲାନ ଫୁଟବଲ କ୍ଲବ ଦଳ ପାଇଁ ସର୍ବାଧିକ ୮୫୮ଟି ମ୍ୟାଚରେ ଏବଂ ସିରି ଏ ଲିଗରେ ୬୧୮ଟି ମ୍ୟାଚରେ ଖେଳିଛନ୍ତି । ଉଭୟ ତାଙ୍କ ନାମରେ ରହିଥିବା ରେକର୍ଡ । ଜ୍ୟୁସେପ୍ ମେଆଜ୍ଜା ଇଣ୍ଟରମିଲାନ କ୍ଲବ ପକ୍ଷରୁ ସର୍ବକାଳୀନ ସର୍ବାଧିକ ଗୋଲ କରିଥିବା ଖେଳାଳି । ସେ ୪୦୮ଟି ମ୍ୟାଚରେ ୨୮୪ଟି ଗୋଲ କରିଛନ୍ତି ।<ref name=recordholders>{{cite web |url=http://archivio.inter.it/cgi-bin/primatisti?L=en |title=record holders |publisher=inter.it |access-date=8 March 2013 |archive-url=https://web.archive.org/web/20130225180743/http://archivio.inter.it/cgi-bin/primatisti?L=en |archive-date=25 February 2013 |url-status=live }}</ref> ତାଙ୍କ ପଛକୁ ଆଲେସାନ୍ଦ୍ରୋ ଆଲ୍ଟୋବେଲି ୪୬୬ଟି ମ୍ୟାଚରେ ୨୦୯ଟି ଗୋଲ କରି ଦ୍ଵିତୀୟ ସ୍ଥାନରେ ଏବଂ ରୋବେର୍ତ୍ତୋ ବୋନିନସେଗ୍ନା ୨୮୧ଟି ମ୍ୟାଚରେ ୧୭୧ଟି ଗୋଲ କରି ତୃତୀୟ ସ୍ଥାନରେ ରହିଛନ୍ତି । ଇଣ୍ଟର ମିଲାନ କ୍ଲବରେ ସର୍ବାଧିକ ସମୟ ୯ ବର୍ଷ ପାଇଁ ହେଲେନିଓ ହେରେରା ପ୍ରଶିକ୍ଷକ ଦାୟିତ୍ତ୍ଵ ବହନ କରିଥିଲେ । ତାଙ୍କ କାର୍ଯ୍ୟକାଳରେ ଇଣ୍ଟର କ୍ଲବ ୩ ଥର ଶୁଡେଟି, ୨ ଥର ୟୁରୋପୀୟ କପ ଓ ୨ ଥର ଅନ୍ତଃ-ମହାଦେଶୀୟ କପରେ ବିଜୟ ଲାଭ କରିଛି । ଇଣ୍ଟର ପାଇଁ ହୋଜେ ମୌରିନ୍ୟୋ ଅନ୍ୟତମ ସଫଳ ପରିଚାଳକ ଥିଲେ ଯାହାଙ୍କ କାର୍ଯ୍ୟକାଳରେ ଦଳ ୨୦୦୮-୦୯ ସିରି ଏ ଓ ସୁପରକୋପା ଇଟାଲିଆନାରେ ବିଜୟ, ୨୦୦୯-୧୦ ଇଟାଲୀରେ ଜାତୀୟ ତ୍ରି-ବିଜୟ ଏବଂ ୨୦୧୦ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।
 
== ଆହୁରି ଦେଖନ୍ତୁ ==