"ଇଣ୍ଟର ମିଲାନ ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେNo edit summary
ଟିକେNo edit summary
 
ଇଣ୍ଟର ନିଜର ଘର ମ୍ୟାଚ୍ ସାନ୍ ସିରୋ ଷ୍ଟାଡିୟମରେ ଖେଳିଥାଏ । ଉଭୟ ଇଣ୍ଟର ଓ ମିଲାନ ସହରରେ ଥିବା ଏହାର ପ୍ରତିଦ୍ଵନ୍ଦୀ ଏସି ମିଲାନ କ୍ଲବ ସାନ୍ ସିରୋକୁ ନିଜର ଘର ମ୍ୟାଚ ପାଇଁ ବ୍ୟବହାର କରନ୍ତି । ୮୦,୦୧୮ ଦର୍ଶକ ବସିପାରୁଥିବା ସାନ୍ ସିରୋ ଇଟାଲୀୟ ଫୁଟବଲରେ ସର୍ବବୃହତ ଷ୍ଟାଡିୟମ୍ ।<ref name="sansirosize">{{cite web|title=Struttura|url=http://www.sansiro.net/struttura.asp|publisher=[[San Siro]]|access-date=4 October 2010|language=it|url-status=dead|archive-url=https://web.archive.org/web/20100612094451/http://sansiro.net/struttura.asp|archive-date=12 June 2010}}</ref> ଏସି ମିଲାନ ଫୁଟବଲ କ୍ଲବ ଓ ୟୁଭେଣ୍ଟସ୍ ଏଫ୍‍ସି କ୍ଲବ ହେଉଛନ୍ତି ଇଣ୍ଟର ମିଲାନ କ୍ଲବର ପାରମ୍ପରିକ ପ୍ରତିଦ୍ଵନ୍ଦୀ । ଏମାନଙ୍କ ସହିତ ଇଣ୍ଟର ଦଳ ଯଥାକ୍ରମେ ଡର୍ବି ଡେଲା ମାଡୋନିନା ଓ ଡର୍ବି ଡି’ଇଟାଲିଆରେ ପ୍ରତିଦ୍ଵନ୍ଦିତା କରିଥାଏ । ଏସି ମିଲାନ ଓ ଇଣ୍ଟର ମିଲାନର ପ୍ରତିଦ୍ୱନ୍ଦିତା ଇଟାଲୀରେ ଖୁବ୍ ଲୋକପ୍ରିୟ ।<ref>{{cite web|url=http://www.theroar.com.au/2010/01/26/is-this-the-greatest-derby-in-the-world/|title=Is this the greatest derby in world sports?|publisher=Theroar.com.au|date=26 January 2010|access-date=28 September 2011|archive-url=https://web.archive.org/web/20111020204305/http://www.theroar.com.au/2010/01/26/is-this-the-greatest-derby-in-the-world/|archive-date=20 October 2011|url-status=live}}</ref> ୧୯୧୯ ମସିହା ବେଳକୁ ଇଣ୍ଟରର ଘର ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ ଏବଂ ବିଶ୍ଵରେ ଷଷ୍ଠ ସର୍ବାଧିକ ରହିଥିଲା ।<ref>{{cite web|url=https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|title=Best supported clubs who attract more than a million fans every season|date=31 March 2019|website=talkSPORT|access-date=29 May 2019|archive-url=https://web.archive.org/web/20190629131419/https://talksport.com/football/477635/best-supported-clubs-aggregate-attendance-celtic-liverpool-manchester-united/|archive-date=29 June 2019|url-status=live}}</ref> ଇଟାଲୀୟ ଓ ବିଶ୍ଵ ବ୍ୟବସାୟିକ ଫୁଟବଲରେ ଇଣ୍ଟର ମିଲାନ ଏକ ମୂଲ୍ୟବାନ ଦଳ ।<ref name="Football Team Valuations">{{cite news|url=https://www.forbes.com/pictures/mlm45eigjk/14-inter-milan/|title=The World's Most Valuable Soccer Teams|date=17 April 2013|work=Forbes|access-date=13 July 2013|archive-url=https://web.archive.org/web/20130704152116/http://www.forbes.com/pictures/mlm45eigjk/14-inter-milan/|archive-date=4 July 2013|url-status=live}}</ref>
==ପ୍ରାରମ୍ଭିକ ଇତିହାସ (୧୯୦୮-୧୯୬୭)==
[[File:Internazionale1910Scudetto.jpg|thumb|୧୯୧୦ ମସିହା ଇଣ୍ଟର ଦଳ]]
 
{| border=0
|-
| valign=top |
{{quote|1="''Questa notte splendida darà i colori al nostro stemma: il nero e l'azzurro sullo sfondo d'oro delle stelle. Si chiamerà Internazionale, perchè noi siamo fratelli del mondo.''" |2=9 March 1908, Milan<ref>{{cite web|url=http://www.inter.it/it/news/61746|title=Qualcosa di speciale? La patch 105|language=it|website=inter.it|access-date=18 September 2014|archive-url=https://web.archive.org/web/20150402094227/http://www.inter.it/it/news/61746|archive-date=2 April 2015|url-status=live}}</ref>}}
| valign=top |
{{quote|1="''ଆଜିର ଏହି ମନୋରମ ରାତ୍ରି ଆମକୁ ଆମର ଦଳୀୟ ଚିହ୍ନର ରଙ୍ଗ ପ୍ରଦାନ କରିଛି : କଳା-ନୀଳ ରଙ୍ଗ ଏକ ତାରକାପୂର୍ଣ୍ଣ ପୃଷ୍ଠଭୂମିରେ ଦୃଶ୍ୟମାନ । ଆମେ ଇଣ୍ଟରନ୍ୟାସନାଲ ବୋଲାଇବା, କାରଣ ଆମେ ସମଗ୍ର ବିଶ୍ଵ ସହ ଭ୍ରାତୃତ୍ଵ ଭାବନା ରଖୁ ।''" |2=ତା ୦୯-୦୨-୧୯୦୮ରିଖ, ମିଲାନ}}
|}
 
ମତଭେଦ ଯୋଗୁଁ ତତ୍କାଳୀନ ‘‘ମିଲାନ କ୍ରିକେଟ୍ ଓ ଫୁଟବଲ’’ (ବର୍ତ୍ତମାନ ସମୟର ଏସି ମିଲାନ) କ୍ଲବଠାରୁ ବିଚ୍ଛିନ୍ନ ହୋଇ ୧୯୦୮ ମସିହା ମାର୍ଚ୍ଚ ୯ ତାରିଖ ଦିନ ''ଫୁଟବଲ କ୍ଲୁବ ଇଣ୍ଟରନାଜିଓନାଲେ'' ସୃଷ୍ଟି ହୋଇଥିଲା । ଏହି କ୍ଲବର ସଂସ୍ଥାପକମାନଙ୍କ ଇଚ୍ଛା ଥିଲା ଯେ ତାଙ୍କ କ୍ଲବ ଇଟାଲୀୟ ସହିତ ବିଦେଶୀ ଖେଳାଳୀଙ୍କୁ କୌଣସି ଆରକ୍ଷଣ ନିୟମର ଅନୁସରଣ ନକରି ଦଳରେ ଖେଳିବାର ସୁଯୋଗ ଦେବ । ଏହି କାରଣରୁ କ୍ଲବର ନାମ ଇଣ୍ଟରନ୍ୟାସନାଲ (ଅନ୍ତର୍ଜାତୀୟ) ବୋଲି ରଖାଯାଇଥିଲା । ୧୯୧୦ ଓ ୧୯୨୦ ମସିହାରେ ଇଣ୍ଟର କ୍ଲବ ନିଜର ପ୍ରଥମ ଓ ଦ୍ଵିତୀୟ ଚାମ୍ପିୟନ୍‍ସିପ୍ ଜିତିଥିଲା । ୧୯୧୦ରେ ପ୍ରଥମ ଥର ଚାମ୍ପିୟନ୍ ହୋଇଥିବା ଇଣ୍ଟର ଦଳର ଅଧିନାୟକ ଓ ପ୍ରଶିକ୍ଷକ ଭିର୍ଜିଲିଓ ଫୋସାଟି [[ପ୍ରଥମ ବିଶ୍ୱଯୁଦ୍ଧ|ପ୍ରଥମ ବିଶ୍ଵଯୁଦ୍ଧ]]<nowiki/>ରେ ଇଟାଲୀୟ ସେନା ପକ୍ଷରୁ ଯୁଦ୍ଧ କରିବା ସମୟରେ ପ୍ରାଣ ହରାଇଥିଲେ । ୧୯୨୨ ମସିହାରେ ଇଣ୍ଟର କ୍ଲବ ସର୍ବୋଚ୍ଚ ଫୁଟବଲ ଲିଗରେ ଅଯୋଗ୍ୟ ଘୋଷିତ ହୋଇ ନିମ୍ନ ସ୍ତରକୁ ଅବନତି ପାଇବାର ଅତି ନିକଟତର ଥିଲା, କିନ୍ତୁ ଶେଷ ଦୁଇ ପ୍ଲେ-ଅଫ୍ ମ୍ୟାଚ ଜିତି ସର୍ବୋଚ୍ଚ ସ୍ତରରେ ଖେଳିବାକୁ ସମର୍ଥ ହୋଇଥିଲା ।
 
୬ ବର୍ଷ ପରେ ଫାସିବାଦୀ ସରକାର ସମୟରେ ଇଣ୍ଟର କ୍ଲବକୁ ବାଧ୍ୟ କରି ''ଉନିଓନେ ସ୍ପୋର୍ଟିଭା ମିଲାନିଜ୍ (Unione Sportiva Milanese, ମିଲାନ କ୍ରୀଡ଼ା ସଂଘ)''ରେ ବିଲୟ କରି ଦିଆଗଲା ଓ ଏହାର ନାମ ''ସୋଶିଏଟା ସ୍ପୋର୍ଟିଭା ଆମ୍ଵ୍ରୋସିଆନା'' ବୋଲି ରଖାଯାଇଥିଲା ।<ref>{{cite web|url=http://www.inter.it/en/societa/storia.html|publisher=FC Internazionale Milano|title=Storia|access-date=6 September 2007|archive-url=https://web.archive.org/web/20100130141713/http://www.inter.it/en/societa/storia.html|archive-date=30 January 2010|url-status=live}}</ref> ୧୯୨୮-୨୯ କ୍ରୀଡ଼ାବର୍ଷରେ ଏହି ଫୁଟବଲ ଦଳ ମିଲାନର ପ୍ରାଦେଶିକ ଧ୍ଵଜା ଓ ରାଜସଙ୍କେତରୁ ଅନୁପ୍ରାଣିତ ହୋଇ ଲାଲ କ୍ରଶ୍ ଚିହ୍ନ ଥିବା ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିଥିଲା । ୧୯୨୯ ମସିହାରେ କ୍ଲବର ନୂଆ ଅଧ୍ୟକ୍ଷ ଓରେଷ୍ଟେ ସିମୋନୋଟି ଏହି କ୍ଲବର ନାମ ପରିବର୍ତ୍ତନ କରି ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା (Associazione Sportiva Ambrosiana)'' ରଖିଲେ ଏବଂ ଦଳ ପୂର୍ବେ ବ୍ୟବହାର କରି ଆସୁଥିବା କଳା-ନୀଳ ପୋଷାକର ପ୍ରଚଳନ କରାଇଲେ । କିନ୍ତୁ ଦଳର ସମର୍ଥକମାନେ ସେହି ସମୟରେ ମଧ୍ୟ ଦଳକୁ ''ଇଣ୍ଟର'' ବୋଲି ହିଁ କହୁଥିଲେ । ୧୯୩୧ ମସିହାରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପାଇବା ପରେ ପୋଜ୍ଜାନି ଅଂଶୀଦାରମାନଙ୍କ ଚାପର ବଶବର୍ତ୍ତୀ ହୋଇ କ୍ଲବର ନାମ ''ଆସୋସିଆଜିଓନେ ସ୍ପୋର୍ଟିଭା ଆମ୍ଵ୍ରୋସିଆନା - ଇଣ୍ଟର'' ବୋଲି ରଖିଥିଲେ ।
[[File:Giuseppe Meazza 1935.jpg|thumb|upright|left|ନିଜ ପ୍ରଥମ କ୍ରୀଡ଼ାବର୍ଷ ୧୯୨୯-୩୦ରେ ସିରି ଏ ଲିଗରେ ଜ୍ୟୁସେପ୍ ମେଆଜ୍ଜା ୩୧ଟି ଗୋଲ କରିଥିଲେ ଯାହାକି ଏକ ରେକର୍ଡ]]
 
ଜ୍ୟୁସେପ୍ ମେଆଜ୍ଜାଙ୍କ ନେତୃତ୍ଵରେ ୧୯୩୮-୩୯ କ୍ରୀଡ଼ାବର୍ଷରେ ଇଣ୍ଟର ଦଳ ନିଜର ପ୍ରଥମ କୋପା ଇଟାଲିଆ ଟ୍ରଫି ଜିତିଥିଲା । ସାନ୍ ସିରୋ ଷ୍ଟାଡିୟମର ପଞ୍ଜୀକୃତ ନାମ “ଷ୍ଟାଡିଓ ଜ୍ୟୁସେପ୍ ମେଆଜ୍ଜା” ତାଙ୍କରି ସମ୍ମାନରେ ରଖାଯାଇଛି । ୧୯୪୦ ମସିହାରେ ମେଆଜ୍ଜା ଆହତ ହେବା ସତ୍ତ୍ୱେ ଇଣ୍ଟର ଦଳ ନିଜର ପଞ୍ଚମ ଚାମ୍ପିୟନ୍‍ସିପ୍ ଜିତିଥିଲା । [[ଦ୍ଵିତୀୟ ବିଶ୍ଵଯୁଦ୍ଧ]]ର ସମାପ୍ତି ପରେ କ୍ଲବ ପୁଣି ନିଜର ପୂର୍ବ ମୂଳନାମ ଫେରି ପାଇଲା । ୧୯୫୩ ଓ ୧୯୫୪ ମସିହାରେ ଇଣ୍ଟର ଦଳ ନିଜର ଷଷ୍ଠ ଓ ସପ୍ତମ ଚାମ୍ପିୟନ୍‍ସିପ୍ ଜିତିଥିଲା ।
 
=== ଗ୍ରାଣ୍ଡେ ଇଣ୍ଟର (୧୯୬୦-୧୯୬୭) ===
୧୯୬୦ ମସିହାରେ ହେଲେନିଓ ହେରେରା [[ବାର୍ସେଲୋନା ଫୁଟବଲ କ୍ଲବ|ଏଫ୍‍ସି ବାର୍ସେଲୋନା]] ଛାଡ଼ି ଇଣ୍ଟର କ୍ଲବରେ ପରିଚାଳକ ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ସେ ମିଡ୍-ଫିଲ୍‍ଡର୍ ଲୁଇ ସୁଆରେଜ୍‍ଙ୍କୁ (୧୯୩୫ ମସିହାରେ ଜାତ ଫୁଟବଲ ଖେଳାଳି) ଇଣ୍ଟର ଦଳକୁ ଆଣିଥିଲେ । ସୁଆରେଜ ସେହି ବର୍ଷ ବାର୍ସେଲୋନା ପକ୍ଷରୁ ଲା ଲିଗା ଓ ଫେୟାର୍ସ କପରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ବିବେଚିତ ହୋଇଥିଲେ । ହେରେରାଙ୍କ ଆଗମନ ପରେ ଇଣ୍ଟର ମିଲାନ ୟୁରୋପର ଏକ ମହାନ ଦଳରେ ପରିଣତ ହୋଇଥିଲା । ସେ ଇଣ୍ଟରରେ ୫-୩-୨"''ଭେରୌ''" ("ଦୁଆର କବଜା") ଖେଳାଳି ସଜ୍ଜାର ପ୍ରଚଳନ କରାଇଲେ ଯାହା ପ୍ରତ୍ୟାକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରୁଥିଲା । କାର୍ଲ ରାପାନ୍ ନାମକ ଜଣେ ଅଷ୍ଟ୍ରୀୟ ପ୍ରଶିକ୍ଷକ ''କାଟେନାଚ୍ଚିଓ (catenaccio)'' ସଜ୍ଜା ରଣନୀତିର ପ୍ରୟୋଗ କରୁଥିଲେ । ଏହି ବ୍ୟବସ୍ଥା ଅନୁଯାୟୀ ଗୋଲକିପର ସମ୍ମୁଖରେ ୪ ଜଣ ସ୍ଥାୟୀ ପ୍ରତିରକ୍ଷକ (ଡିଫେଣ୍ଡର୍) ରହୁଥିଲେ ଯେଉଁମାନେ ପ୍ରତିପକ୍ଷ ଆକ୍ରମଣକାରୀଙ୍କୁ (ଫରୱାର୍ଡ) ମ୍ୟାନ୍-ଟୁ-ମ୍ୟାନ୍ ମାର୍କିଂ ଯୋଗେ ଅଟକାଇବାକୁ ଚେଷ୍ଟା କରୁଥିଲେ । ମଝି ପଡ଼ିଆରେ ଆଉ ଜଣେ ପ୍ଲେମେକର୍ ଖେଳାଳି ରହି ଦୁଇ ଡେଣାର ଖେଳାଳିଙ୍କ (ୱିଂଗର୍) ସହଯୋଗରେ ବଲ ପାସ୍ କରି ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି କରୁଥିଲେ । ହେରେରା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଦୁଇ ସେଣ୍ଟର-ବ୍ୟାକ୍‍ଙ୍କ ପଛରେ ‘‘ସ୍ଵିପର୍’’ ବା ‘‘ଲିବେରୋ’’ ବୋଲାଉଥିବା ଆଉ ଜଣେ ପଞ୍ଚମ ପ୍ରତିରକ୍ଷକ ରଖିଲେ । ଲିବେରୋ ସ୍ଥାନର ଖେଳାଳି ମୁକ୍ତ ଭାବେ ଖେଳୁଥିଲା ଓ ସେଣ୍ଟର୍-ବ୍ୟାକ୍‍ଙ୍କୁ ପ୍ରତିହତ କରି ଆଗକୁ ବଢ଼ୁଥିବା ଆକ୍ରମଣକାରୀକୁ ଅଟକାଇବାରେ ଉପଯୋଗୀ ହେଉଥିଲା । ଇଣ୍ଟର ଦଳ ସିରି ଏ ଲିଗରେ ହେରେରାଙ୍କ ପ୍ରଥମ କ୍ରୀଡ଼ାବର୍ଷରେ ତୃତୀୟ ସ୍ଥାନ, ଦ୍ଵିତୀୟ କ୍ରୀଡ଼ାବର୍ଷରେ ଦ୍ଵିତୀୟ ସ୍ଥାନ ଅକ୍ତିଆର କରିବା ପରେ ତୃତୀୟ ବର୍ଷ ବିଜୟୀ ହୋଇଥିଲା । ତା’ ପରେ ୧୯୬୪ ଓ ୧୯୬୫ ମସିହାରେ ୟୁଇଫା ଚାମ୍ପିୟନ୍ସ ଲିଗରେ ବିଜୟୀ ହେବା ପରେ ହେରେରାଙ୍କୁ "''ଇଲ୍ ମାଗୋ''" ("ଜାଦୁଗର") ଉପାଧି ଦିଆଯାଇଥିଲା । ହେରେରାଙ୍କ ଖେଳାଳି ସଜ୍ଜା ଅନୁସାରେ ଆକ୍ରମଣକାରୀ ଫୁଲ୍‍ବ୍ୟାକ୍ ସ୍ଥାନରେ ତାର୍ଚିସିଓ ବୁର୍ଗନିଶ ଓ ଜିଆଚିନ୍ତୋ ଫାଚ୍ଚେଟି; ସ୍ଵିପର୍ ସ୍ଥାନରେ ଆର୍ମାଣ୍ଡୋ ପିଚ୍ଚି, ପ୍ଲେମେକର୍ ସ୍ଥାନରେ ସୁଆରେଜ୍, ହାଏର୍ ଡା କୋଷ୍ଟା ୱିଂଗର୍ ସ୍ଥାନରେ, ମାରିଓ କୋର୍ସୋ ବାମ ମିଡ୍‍ଫିଲ୍‍ଡର୍ ଭାବରେ ଓ ସାଣ୍ଡ୍ରୋ ମାଜ୍ଜୋଲା ଇନ୍‍ସାଇଡ୍‍-ଡାହାଣ ସ୍ଥାନରେ ରହି ଖେଳୁଥିଲେ ।<ref name="Helenio Herrera: More than just catenaccio">{{cite web|url=https://www.fifa.com/fifa-tournaments/players-coaches/people=61622/profile.html|title=Helenio Herrera: More than just catenaccio|website=www.fifa.com|publisher=FIFA|access-date=10 September 2014|archive-url=https://web.archive.org/web/20170116143638/http://www.fifa.com/fifa-tournaments/players-coaches/people=61622/profile.html|archive-date=16 January 2017|url-status=live}}</ref><ref>{{cite web|url=https://www.fifa.com/world-match-centre/news/newsid/707/431/index.html|title=Mazzola: Inter is my second family|publisher=FIFA|access-date=11 September 2014|archive-url=https://web.archive.org/web/20141009215949/http://www.fifa.com/world-match-centre/news/newsid/707/431/index.html|archive-date=9 October 2014|url-status=live}}</ref><ref name=leggenda>{{cite web|url=http://www.inter.it/it/societa/storia2005-2.html |title=La leggenda della Grande Inter|trans-title=The legend of the Grande Inter|publisher=Inter.it|language=it|access-date=10 September 2014 |url-status=dead|archive-url=https://web.archive.org/web/20121019213304/http://www.inter.it/it/societa/storia2005-2.html|archive-date=19 October 2012}}</ref><ref name=sempreinter>{{cite web|url=http://www.sempreinter.com/2012/10/15/la-grande-inter-helenio-herrera-1910-1997-il-mago/|title=La Grande Inter: Helenio Herrera (1910–1997) – "Il Mago"|publisher=Sempre Inter|language=it|access-date=10 September 2014|archive-url=https://web.archive.org/web/20140911110359/http://www.sempreinter.com/2012/10/15/la-grande-inter-helenio-herrera-1910-1997-il-mago/|archive-date=11 September 2014|url-status=live}}</ref><ref>{{cite web|url=http://bleacherreport.com/articles/1606149-great-team-tactics-breaking-down-helenio-herreras-la-grande-inter|title=Great Team Tactics: Breaking Down Helenio Herrera's 'La Grande Inter'|work=Bleacher Report|access-date=10 September 2014|archive-url=https://web.archive.org/web/20141220192454/http://bleacherreport.com/articles/1606149-great-team-tactics-breaking-down-helenio-herreras-la-grande-inter|archive-date=20 December 2014|url-status=live}}</ref><ref name=Obituary>{{cite news |url=https://www.independent.co.uk/news/obituaries/obitaury-helenio-herrera-1293412.html |title=Obituary: Helenio Herrera – Obituaries, News |work=The Independent |location=UK |first=Norman |last=Fox |date=11 November 1997 |access-date=22 April 2011 |archive-url=https://web.archive.org/web/20100303163359/http://www.independent.co.uk/news/obituaries/obitaury-helenio-herrera-1293412.html |archive-date=3 March 2010 |url-status=live }}</ref>
[[File:Sandro mazzola inter.jpg|thumb|upright|୧୯୬୦ ଦଶନ୍ଧିର ପ୍ରସିଦ୍ଧ "ଲା ଗ୍ରାଣ୍ଡେ ଇଣ୍ଟର" ଦଳର ଖେଳାଳି ସାଣ୍ଡ୍ରୋ ମାଜ୍ଜୋଲା]]
 
୧୯୬୪ ମସିହାରେ ଇଣ୍ଟର ଦଳ [[ବୋରୁସିଆ ଡୋର୍ଟମୁଣ୍ଡ]] ଦଳକୁ ହରାଇ ୟୁରୋପୀୟ କପ ଫାଇନାଲରେ ପ୍ରବେଶ କରିଥିଲା । ଇଣ୍ଟର ଦଳ ସେ ସମୟରେ ୯ରୁ ୭ଟି ଫାଇନାଲ ଖେଳି ଉନ୍ନତ ଫର୍ମରେ ଥିବା [[ରିଆଲ ମାଦ୍ରିଦ]] ବିପକ୍ଷରେ ଫାଇନାଲ ଖେଳିଥିଲା । ମାଜ୍ଜୋଲାଙ୍କ ଦୁଇଟି ଗୋଲ ସହାୟତାରେ ଇଣ୍ଟର ମିଲାନ ଫାଇନାଲରେ ୩-୧ ଗୋଲରେ ବିଜୟୀ ହୋଇଥିଲା । ପରେ ଇଣ୍ଟର ଦଳ ଇଣ୍ଡିପେଣ୍ଡିଏଣ୍ଟେ ବିପକ୍ଷରେ ଅନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଥିଲା । ୧୯୬୫ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ ବେନ୍‍ଫିସିଆ ଫୁଟବଲ ଦଳକୁ ଏବଂ ହାଏର୍‍ଙ୍କ ଗୋଲ ଯୋଗୁଁ ଅନ୍ତଃ-ମହାଦେଶୀୟ କପରେ ଇଣ୍ଡିପେଣ୍ଡିଏଣ୍ଟେକୁ ପରାସ୍ତ କରିଥିଲା । ୧୯୬୭ ମସିହା ବେଳକୁ ହାଏର୍ କ୍ଲବରୁ ବିଦାୟ ନେଇଥିଲେ ଓ ସୁଆରେଜ୍ ଆହତ ଥିଲେ । ସେହି ବର୍ଷ ୟୁରୋପୀୟ କପ ଫାଇନାଲରେ ଇଣ୍ଟର ଦଳ [[ସେଲ୍‍ଟିକ୍ ଏଫ୍‍ସି]]ଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା । ଏହି ସମୟରେ କ୍ଲବର ନାମ ''ଫୁଟବଲ କ୍ଲୁବ୍ ଇଣ୍ଟରନାଜିଓନାଲେ ମିଲାନୋ''କୁ ପରିବର୍ତ୍ତିତ କରାଯାଇଥିଲା ।
 
 
==ପୋଷାକ ଯୋଗାଣକାରୀ ଓ ପ୍ରାୟୋଜକ==
{| class="wikitable" style="text-align: center"
|-
!ସମୟ
!କିଟ୍ ନିର୍ମାତା
!ପୋଷାକ ପ୍ରାୟୋଜକ
|-
|୧୯୭୯-୧୯୮୧
|rowspan=2|ପ୍ୟୁମା
|
|-
|୧୯୮୧-୧୯୮୨
|ଇନ୍ନୋ-ହିଟ୍
|-
|୧୯୮୨-୧୯୮୬
|ମେକସ୍ପୋର୍ଟ୍
|rowspan=3|ମିସୁରା
|-
|୧୯୮୬-୧୯୮୮
|ଲେ କୋକ୍ ସ୍ପୋର୍ଟିଫ୍
|-
|୧୯୮୮-୧୯୯୧
| ଉଃଲସ୍ପୋର୍ଟ୍
|-
|୧୯୯୧-୧୯୯୨
|rowspan=3|ଉମ୍ଵ୍ରୋ
| ଫିଟ୍‍ଗାର୍
|-
| ୧୯୯୨-୧୯୯୫
|ସିଜାରେ ଫିଓରୁଚ୍ଚି
|-
|୧୯୯୫-୧୯୯୮
| rowspan=2|ପିରେଲି
|-
|୧୯୯୮-୨୦୧୬
| rowspan=2|ନାଇକି
|-
| ୨୦୧୬–
|{{unbulleted list|ପିରେଲି (ପ୍ରକୃତ ମ୍ୟାଚ ପୋଷାକ)|ସୁନିଂଗ୍ ଡଟ୍ କମ୍ (ପ୍ରଶିକ୍ଷଣ ପୋଷାକ)<ref>{{cite press release|url=http://www.inter.it/it/news/77843|title=Comunicato di FC Internazionale Milano|date=20 December 2016|access-date=15 July 2017|work=inter.it|publisher=FC Internazionale Milano|language=it|archive-url=https://web.archive.org/web/20170716075644/http://www.inter.it/it/news/77843|archive-date=16 July 2017|url-status=dead}}</ref>}}
|}
 
== ଆହୁରି ଦେଖନ୍ତୁ ==
== ଅନ୍ୟାନ୍ୟ ଲିଂକ୍ ==
{{Commons category|FC Internazionale Milano}}
{{Wikinews category|FC Internazionale Milano}}
 
* {{Official website}} {{in lang|it|en|es|ja|zh|id}}
* [http://www.legaseriea.it/en/serie-a/teams/inter FC Internazionale Milano] at [[Serie A]] {{in lang|en|it}}
* [https://www.uefa.com/teamsandplayers/teams/club=50138/profile/index.html FC Internazionale Milano] at [[UEFA]]
୩,୧୪୧

ଗୋଟି ସମ୍ପାଦନା