"ଦୁଃଶୀଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଲିଙ୍କ ତିଆରି
୧ କ ଧାଡ଼ି:
{{prettyurl|Duhsala}}
'''ଦୁଃଶୀଳା''' ହେଉଛନ୍ତି [[ଧୃତରାଷ୍ଟ୍ର (ମହାଭାରତ)|ଧୃତରାଷ୍ଟ୍ର]] ଏବଂ [[ଗାନ୍ଧାରୀ (ମହାଭାରତ)|ଗାନ୍ଧାରୀ]]<nowiki></nowiki>ଙ୍କ ଏକମାତ୍ର କନ୍ୟା ତଥା ଏକଶତ କୌରବଙ୍କ[[କୌରବ]]<nowiki></nowiki>ଙ୍କ ଏକମାତ୍ର ଭଉଣୀ ।<ref name="googlebooks">{{cite web |last1=Shalom |first1=Naama |title=Re-ending the Mahabharata: The Rejection of Dharma in the Sanskrit Epic |url=https://books.google.co.in/books?id=y9aEDgAAQBAJ&q=Duhsala&pg=PA191&redir_esc=y#v=snippet&q=Duhsala&f=false |website=www.books.google.co.in |publisher=SUNY Press |accessdate=4 January 2021 |language=en |date=27 March 2017}}</ref> ଦୁଃଶୀଳାଙ୍କ ପୁଅର ନାମ ସୁରଥ ଥିଲା । କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିରଙ୍କ ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ ବେଳେ ଅର୍ଜୁନ ଯେତେବେଲେ ଆଶୀର୍ବାଦ ପାଇବା ପାଇଁ ସିନ୍ଧୁ ରାଜ୍ୟରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଦୁଃଶୀଳାଙ୍କ ନାତିଙ୍କ ସହ ଯୁଦ୍ଧ କରିବାକୁ ପଡିଥିଲା । ଅର୍ଜୁନ ସର୍ବଦା ଦୁର୍ଯ୍ୟୋଧନଙ୍କ ଭଉଣୀକୁ ତାଙ୍କ ନିଜ ଭଉଣୀ ଭାବରେ ବିବେଚନା କରୁଥିଲେ । ତେଣୁ ସେ ଯୁଦ୍ଧପରେ ସୁରଥଙ୍କ ପୁତ୍ରକୁ ଜୀବନ ଦାନ କରି ଆଗକୁ ଚାଲିଯାଇଥିଲେ ।
 
ସେ ସିନ୍ଧୁ ନରେଶ [[ଜୟଦ୍ରଥ]]<nowiki></nowiki>ଙ୍କୁ ବିବାହ କରିଥିଲେ ଯାହାଙ୍କୁ ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ବଧ କରିଥିଲେ । ପାଣ୍ଡବ ମାନଙ୍କର ବନବାସ ସମୟରେ ଏକଦା ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ପରିଚୟ ଜାଣିବା ପରେ ତାଙ୍କ ରୂପରେ ମୁଗ୍ଧ ହେଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବ ମାନେ ତାଙ୍କ ଆଶ୍ରମକୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମଙ୍କୁ ଆଦେଶ ଦେଲେ । ଉଭୟ ଯାଇ ଜୟଦ୍ରଥଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ତାଙ୍କୁ ଯୁଧିଷ୍ଠିରଙ୍କ ସମୀପକୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଃଶୀଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।<ref name="indianmirror">{{cite web |title=STORIES OF MAHABHARATHA - THE ABDUCTION OF DRAUPADI |url=https://www.indianmirror.com/history/mahabharatha/abduction-of-draupadi.html |website=www.indianmirror.com |accessdate=4 January 2021}}</ref>   
"https://or.wikipedia.org/wiki/ଦୁଃଶୀଳା"ରୁ ଅଣାଯାଇଅଛି