"ବିଦୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
 
୮ କ ଧାଡ଼ି:
 
== ପଶାଖେଳ ==
ବିଦୁର ଯୁଧିଷ୍ଠିରଙ୍କୁ ପଶା ଖେଳରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଏହି ପ୍ରୟାସର କୌଣସି ଲାଭ ହୋଇ ନଥିଲା । ରାଜକୁମାର ବିକର୍ଣ୍ଣ ବ୍ୟତୀତ ଏକମାତ୍ର ବିଦୁର ହିଁ କୌରବ ରାଜସଭାରେ ଦ୍ରୌପଦୀଙ୍କ ଅପମାନକୁ ବିରୋଧ କରିଥିଲେ । ସେହି ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ବିଦୁରଙ୍କୁ ଭର୍ତ୍ସନା କରି ତାଙ୍କୁ କୃତଘ୍ନ ବୋଲି କହିଥିଲେ । ଦୁର୍ଯ୍ୟୋଧନ କକା ବିଦୁରଙ୍କୁ ଅପମାନିତ ଅକରନ୍ତେ, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ଭର୍ତ୍ସନା କରିବାକୁ ଯାଉଥିଲେ, କିନ୍ତୁ ଅତୀତରେ ଜଣେ ଅନ୍ଧ ରାଜା ହୋଇପାରିବ ନାହିଁ ବୋଲି ବିଦୁର କହିଥିବା କଥା ମନେ ପକାଇ ସେ ଦୁର୍ଯୋଧନଙ୍କୁ ଭର୍ତ୍ସନା କରିବା ବଦଲରେ ତାଙ୍କୁ ମାତ୍ର ରାଜ୍ୟର ମନ୍ତ୍ରୀଙ୍କୁ ଅପମାନିତ ନ କରିବାକୁ ତାଗିଦ କରି ଛାଡିଦେଇଥିଲେ । ଏହା ଘଟଣା ଯୋଗୁଁ ହିଁ ପରବର୍ତ୍ତୀ ସମୟରେ ବିଦୁର କୌରବଙ୍କ ସହ ସହ ସମ୍ପର୍କ ଛିନ୍ନ କରି କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭରେ ପାଣ୍ଡବଙ୍କ ପକ୍ଷ ରଖିଥିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, [[କୃପାଚାର୍ଯ୍ୟ]], କର୍ଣ୍ଣ ଇତ୍ୟାଦିଙ୍କ ଯେପରି ହସ୍ତିନାପୁର କିମ୍ବା ଦୁର୍ଯ୍ୟୋଧନଙ୍କ ପ୍ରତି ଆନୁଗତ୍ୟ ଥିଲା, ବିଦୁରର କିନ୍ତୁ ଆନୁଗତ୍ୟ ଥିଲା କେବଳ ତାଙ୍କ ପରିବାର ପ୍ରତି । ଧୃତରାଷ୍ଟ୍ର ଏହି ସମ୍ପର୍କକୁ ସ୍ୱୀକାର କରୁନଥିବା ଶୁଣିବା ପରେ ବିଦୁର ଧର୍ମ ଏବଂ ପାଣ୍ଡବଙ୍କ ପକ୍ଷ ନେବାକୁ ବାଧ୍ୟ ହୋଇଥିଲେ ।<ref name="vyasaonline">{{cite web |title=Disagreement between Dhritarashtra and Vidura – Vyasa Mahabharata |url=http://www.vyasaonline.com/2018/04/04/disagreement-between-dhritarashtra-and-vidura/mahabharata/ |website=www.vyasaonline.com |accessdate=17 December 2020}}</ref>
 
== ଅତିଥି ରୂପେ କୃଷ୍ଣ ==
"https://or.wikipedia.org/wiki/ବିଦୁର"ରୁ ଅଣାଯାଇଅଛି