"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪ କ ଧାଡ଼ି:
'''ବାର୍ସେଲୋନା ଫୁଟବଲ କ୍ଲବ୍''' ବା '''ଫୁଟବଲ କ୍ଲବ୍ ବାର୍ସେଲୋନା''' (ସ୍ପେନୀୟ ଭାଷାରେ '''Futbol Club Barcelona''') [[ସ୍ପେନ|ସ୍ପେନର]] ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ '''ବାର୍ସା''', '''ଏଫ୍‍ସିବି''' ବା କେବଳ '''ବାର୍ସେଲୋନା''' ବୋଲି କୁହନ୍ତି ।
 
୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳୀଖେଳାଳି ମିଶି ଏହି କ୍ଲବ୍‍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - ''"ମେସ୍ କୋ ଉନ୍ କ୍ଲୁବ୍ (Més que un club)"'' (ଅର୍ଥାତ୍ - ''"କେବଳ କ୍ଲବ୍‍ଠାରୁ ଆହୁରି ଅଧିକ"'') । ବାର୍ସେଲୋନା ଫୁଟବଲ କ୍ଲବ୍‍ର ସମର୍ଥକମାନେ ଏହି କ୍ଲବ୍ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବ୍‍‍ମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହି କ୍ଲବ୍‍ର ବ୍ୟାବସାୟିକ ମୂଲ୍ୟ ପ୍ରାୟ ୪୦୬ କୋଟି ଆମେରିକୀୟ ଡଲାର୍ ଓ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ତାଲିକାରେ ଏହାର ସ୍ଥାନ ଚତୁର୍ଥ । ଏହି କ୍ଲବ୍‍ର ବାର୍ଷିକ ଆୟ ୮୪୦.୮ କୋଟି ୟୁରୋ ହୋଇଥିବାରୁ ଡେଲୋଏ ଫୁଟବଲ ମନି ଲିଗ୍ ଏହାକୁ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ବୋଲି ମାନ୍ୟତା ଦେଇଥିଲା ।<ref>{{cite magazine|date=12 June 2018|title=The World's Most Valuable Soccer Teams|url=https://www.forbes.com/sites/mikeozanian/2018/06/12/the-worlds-most-valuable-soccer-teams-2018/|magazine=Forbes}}</ref><ref>{{cite web|url=https://www2.deloitte.com/uk/en/pages/sports-business-group/articles/deloitte-football-money-league.html|title=Deloitte Football Money League 2020|date=30 January 2020|publisher=Deloitte}}</ref> ହାଉମେ ପିକାସ୍ ଓ ଜୋସେଫ୍ ମାରିଆ ଏସ୍ପିନାସଙ୍କ ଲିଖିତ "କାଣ୍ଟ୍ ଡେଲ୍ ବାର୍ସା (Cant del Barça)" ଏହି କ୍ଲବ୍‍ର ଦଳୀୟ ଗୀତ (ଆନ୍ଥେମ୍) ।<ref>{{cite web|url=https://www.fcbarcelona.com/club/identity/card/the-anthems|title=The history of the Barça anthems|publisher=FC Barcelona|access-date=24 September 2017}}</ref> ସାଧାରଣତଃ ବାର୍ସେଲୋନା ଫୁଟବଲ ଦଳର ଖେଳାଳୀମାନେଖେଳାଳିମାନେ ନୀଳ ଓ ଲାଲ୍ ପଟି ପଡ଼ିଥିବା ପୋଷାକ ପିନ୍ଧି ଖେଳୁଥିବାରୁ ଏହି କ୍ଲବ୍‍ର ଆଉ ଏକ ଡାକ ନାମ ହେଲା ''ବ୍ଲାଉଗ୍ରାନା (Blaugrana)'' (ବ୍ଲାଉ – ନୀଳ, ଗ୍ରାନା – ରକ୍ତ ପରି ଲାଲ) ।
 
ସ୍ପେନର ଘରୋଇ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୭୪ ଥର ବିଭିନ୍ନ ଟ୍ରଫି ଜିତିଛି : ୨୬ ଥର ''ଲା ଲିଗା'', ୩୦ ଥର ''କୋପା ଡେଲ୍ ରେ'', ୧୩ ଥର ''ସୁପରକୋପା ଡି ଇସ୍ପାନା'', ୩ ଥର ''କୋପା ଇଭା ଦୁଆର୍ତେ'', ଏବଂ ୨ ଥର ''କୋପା ଡେ ଲା ଲିଗା'' । ଅନ୍ତର୍ଜାତୀୟ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୨୦ ଥର ବିଭିନ୍ନ ଟ୍ରଫି ଜିତିଛି : ୫ ଥର ''ୟୁଇଫା ଚାମ୍ପିୟନ୍ସ ଲିଗ'', ୪ ଥର ''ୟୁଇଫା କପ୍ ୱିନର୍ସ କପ'', ୫ ଥର ''ୟୁଇଫା ସୁପର କପ'', ୩ ଥର ''ଇଣ୍ଟର୍-ସିଟିସ୍ ଫେୟାର୍ସ କପ'' ଓ ୩ ଥର ''ଫିଫା କ୍ଲବ୍ ବିଶ୍ୱକପ'' ।<ref name="Football Europe: FC Barcelona">{{cite web|url=http://en.archive.uefa.com/footballeurope/club=50080/domestic.html|title=Football Europe: FC Barcelona|publisher=UEFA|access-date=4 May 2009|url-status=dead|archive-url=https://web.archive.org/web/20100603054639/http://en.archive.uefa.com/footballeurope/club%3D50080/domestic.html|archive-date=3 June 2010}}</ref> ୧୯୯୭, ୨୦୦୯, ୨୦୧୧, ୨୦୧୨ ଓ ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ଫୁଟବଲ ଇତିହାସ ଓ ପରିସଂଖ୍ୟାନ ସଂଘ (International Federation of Football History & Statistics)ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ତରର ଶ୍ରେଷ୍ଠ କ୍ଲବ୍ ତାଲିକାରେ ବାର୍ସେଲୋନା ଫୁଟବଲ କ୍ଲବ୍‍ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଥିଲା ।<ref>{{cite web|url=http://www.iffhs.de/former-results/|title=FORMER RESULTS|publisher=International Federation of Football History & Statistics|access-date=16 December 2014}}</ref><ref>{{cite web|url=http://iffhs.de/club-world-ranking-2015/|title=Club World Ranking 2015|publisher=International Federation of Football History & Statistics|access-date=7 January 2015}}</ref> ୨୦୧୬ ମସିହାରେ ଏହା ୟୁଇଫା କ୍ଲବ୍ ତାଲିକାରେ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା ।<ref>{{cite web|url=http://www.uefa.com/memberassociations/uefarankings/club/|title=UEFA Club Rankings 2016|publisher=UEFA|access-date=5 June 2016}}</ref> ସ୍ପେନର ଆଉ ଏକ ଫୁଟବଲ କ୍ଲବ୍ [[ରିଆଲ ମାଦ୍ରିଦ]] ହେଉଛି ବାର୍ସେଲୋନା ଫୁଟବଲ ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ମଧ୍ୟରେ ହେଉଥିବା ଫୁଟବଲ ମ୍ୟାଚକୁ ''ଏଲ୍ କ୍ଲାସିକୋ (El Clásico)'' ବୋଲି କୁହାଯାଇଥାଏ ।
 
ବିଶ୍ୱର ବହୁ ଦେଶରେ ବାର୍ସେଲୋନା ଫୁଟବଲ ଦଳର ସମର୍ଥକ ରହିଛନ୍ତି ଏବଂ ସାମାଜିକ ମାଧ୍ୟମରେ ଏହାର ଅନୁସରଣକାରୀଙ୍କ (ଫଲୋଅର୍) ସଂଖ୍ୟା ସମସ୍ତ ଖେଳର ଦଳଙ୍କ ମଧ୍ୟରେ ସର୍ବାଧିକ ।<ref name="Social media">[http://www.marca.com/en/2014/11/13/en/football/barcelona/1415913827.html "Barça, the most loved club in the world"]. ''Marca''. Madrid. Retrieved 15 December 2014.</ref><ref>{{cite news|url=http://www.straitstimes.com/the-big-story/social-media-awards/story/social-star-awards-2013-list-winners-20130523|title=Barcelona wins Social Star Award for 'Most Popular Sports Team'|work=The Straits Times|archive-url=https://web.archive.org/web/20131103223605/http://www.straitstimes.com/the-big-story/social-media-awards/story/social-star-awards-2013-list-winners-20130523|archive-date=3 November 2013|url-status=dead}}</ref> ବାର୍ସେଲୋନା ଫୁଟବଲ କ୍ଲବର ଖେଳାଳୀମାନେଖେଳାଳିମାନେ ୧୨ ଥର ବଲୁନ୍ ଡି’ଓର୍ ଓ ୭ ଥର ଫିଫା ୱଲ୍ଡ ପ୍ଲେୟର୍ ଅଫ୍ ଦ ଇୟର୍ ସମ୍ମାନ ଲାଭ କରିଛନ୍ତି । ରୋନାଲ୍ଡୋ (ବ୍ରାଜିଲ), ରୋନାଲ୍ଡିନୋ, ରିଭାଲ୍ଡୋ, ରୋମାରିଓ ପ୍ରଭୃତି ପ୍ରଖ୍ୟାତ ଖେଳାଳୀଖେଳାଳି ବାର୍ସେଲୋନା କ୍ଲବ୍ ପାଇଁ ଖେଳିଛନ୍ତି । ୨୦୧୦ ମସିହାରେ ବାର୍ସେଲୋନା କ୍ଲବ୍‍ର ତରୁଣ ଦଳରୁ ତିନି ଜଣ ଖେଳାଳୀଖେଳାଳି [[ଲିଓନେଲ୍ ମେସି]], ଆଣ୍ଡ୍ରେଆସ୍ ଇନିଏସ୍ତା ଓ ଜାଭି ବାର୍ସେଲୋନା ମୁଖ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷର ଫିଫା ବେଲୁନ୍ ଡି’ଓର୍ ସମ୍ମାନ ହାସଲ କରିଥିଲେ । ଗୋଟିଏ ଫୁଟବଲ ଦଳରୁ ୩ ଜଣ ପାଇବା ଘଟଣା ପୂର୍ବରୁ କେବେ ହୋଇନଥିଲା । ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା ଖେଳାଳୀମାନେଖେଳାଳିମାନେ ୮ ଥର “ୟୁରୋପୀୟ ଗୋଲ୍ଡେନ୍ ସୁ” ପୁରସ୍କାର ମଧ୍ୟ ଜିତିଛନ୍ତି ।
 
ବାର୍ସେଲୋନା ଫୁଟବଲ କ୍ଲବ୍, ରିଆଲ୍ ମାଦ୍ରିଦ୍ ଓ ଆଥଲେଟିକ୍ ବିଲ୍‍ବାଓ – ଏହି ତିନି କ୍ଲବ୍ ମିଶି ଲା ଲିଗା ପ୍ରିମେରା ଡିଭିଜନ୍ ପ୍ରତିଷ୍ଠା କରିଥିଲେ ଏବଂ ଏମାନେ ୧୯୨୯ରେ ଆରମ୍ଭ ହୋଇଥିବା ଲା ଲିଗାରେ ଆଜି ଯାଏଁ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛନ୍ତି । ୨୦୦୯ ମସିହାରେ ପ୍ରଥମ ସ୍ପେନୀୟ କ୍ଲବ୍ ଦଳ ଭାବେ ଲା-ଲିଗା, କୋପା ଡେଲ୍ରେ ଓ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତି ମହାଦେଶୀୟ ତ୍ରି-ବିଜୟୀ ଦଳ ହୋଇଥିଲା । ସେହି ବର୍ଷ ବାର୍ସେଲୋନା କ୍ଲବ୍ ଦଳ ସୁପର୍‍କୋପା ଡି ଇସ୍ପାନା, ୟୁଇଫା ସୁପର କପ ଓ ଫିଫା କ୍ଲବ୍ ବିଶ୍ୱକପ ଜିତି ସେ ବର୍ଷର ୬ରୁ ୬ଟି ପ୍ରତିଯୋଗିତାରେ ବିଜୟ ଗୌରବ ଲାଭ କରିଥିବା ସ୍ପେନର ପ୍ରଥମ ଫୁଟବଲ କ୍ଲବ୍ ହୋଇଥିଲା ।<ref name="fcbarcelona7">{{cite web|url=http://arxiu.fcbarcelona.cat/web/english/club/historia/records/rec_colectius.html|title=FC Barcelona Records|date=12 January 2012|publisher=FC Barcelona|access-date=12 January 2012}}</ref> ୨୦୧୧ରେ ବାର୍ସେଲୋନା କ୍ଲବ୍ ପୁଣି ୟୁରୋପୀୟ ଚାମ୍ପିୟନ୍ ହେବା ସହ ୫ଟି ଟ୍ରଫି ଜିତିଥିଲା । ପେପ୍ ଗାର୍ଡିଓଲା ମୁଖ୍ୟ ପ୍ରଶିକ୍ଷକ ଥିବା ସମୟରେ ୪ ବର୍ଷରୁ କମ୍ ସମୟରେ ବାର୍ସେଲୋନା କ୍ଲବ୍ ୧୪ଟି ଟ୍ରଫି ଜିତିଥିବାରୁ କେହି କେହି ସେ କାଳର ଦଳକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଦଳ ବୋଲି ମଧ୍ୟ କୁହନ୍ତି ।<ref>{{cite news|url=http://worldsport.blogs.cnn.com/2011/12/23/is-this-barcelona-team-the-best-of-all-time/|title=Is this Barcelona team the best of all time?|date=23 December 2011|publisher=CNN}}</ref><ref name="Ferguson">{{cite news|url=https://www.theguardian.com/football/blog/2013/may/24/great-european-cup-teams-barcelona|title=The great European Cup teams: Barcelona 2009–2011|date=25 October 2015|newspaper=The Guardian|location=London}}</ref><ref>{{cite web|title=Who's the Greatest of Them All? Barcelona!|url=http://mag.newsweek.com/2011/06/03/is-barcelona-the-greatest-soccer-team-ever.html|work=Newsweek|date=25 October 2015|url-status=dead|archive-url=https://web.archive.org/web/20160304211416/http://mag.newsweek.com/2011/06/03/is-barcelona-the-greatest-soccer-team-ever.html|archive-date=4 March 2016}}</ref> ୬-ଜୁନ-୨୦୧୫ ମସିହାରେ ପଞ୍ଚମ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତିଥିଲା । ଏଥି ସହିତ ବାର୍ସେଲୋନା ଦଳ ବିଶ୍ୱର ପ୍ରଥମ ୟୁରୋପୀୟ ଦଳ ଭାବେ ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ ଜିତିବାର ଗୌରବ ମଧ୍ୟ ଲାଭ କରିଥିଲା । ୨୦୧୮ ମସିହା ନଭେମ୍ବରରେ ଏହାର ପ୍ରମୁଖ ଦଳର ପରିଚାଳନା ପାଇଁ ୧୩ କୋଟି ଆମେରିକୀୟ ଡଲାରରୁ ଅଧିକ ବ୍ୟୟ କରିଥିଲା ଯାହା ଅନ୍ୟ କ୍ରୀଡ଼ା କ୍ଲବ୍‍ମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।<ref name="Highest">{{cite web|url=https://www.theguardian.com/football/2018/nov/25/barcelona-team-average-10m-year-wages-sporting-intelligence|title=Barcelona become first sports team to average £10m a year in wages|newspaper=The Guardian|access-date=28 November 2018}}</ref><ref name="Highest paid">{{cite web|url=https://www.businessinsider.in/Barcelona-tops-the-2018-list-of-the-highest-paid-sports-teams-in-the-world-with-13-8-million-average-annual-salary/articleshow/66835942.cms|title=Barcelona tops the 2018 list of the highest-paid sports teams in the world with $13.8 million average annual salary|website=Business Insider|access-date=28 November 2018}}</ref>
୧୬ କ ଧାଡ଼ି:
[[File:Futbol club barcelona - notas de sport.jpg|thumb|250px|ବାର୍ସେଲୋନାରେ କିଛି ଫୁଟବଲ ମ୍ୟାଚ ଆୟୋଜନ କରିବା ପାଇଁ ଗାମ୍ପର୍‍ଙ୍କ ଖବରକାଗଜ ବିଜ୍ଞାପନ । ଫୁଟବଲ ଭଲ ପାଉଥିବା ଲୋକେ ତାଙ୍କୁ ଯୋଗାଯୋଗ କରନ୍ତୁ ବୋଲି ଏଥିରେ କୁହାଯାଇଛି<ref name="Ball, Phil p. 89"/>]]
 
ବାର୍ସେଲୋନାରେ ଏକ ଫୁଟବଲ କ୍ଲବ୍ ଗଢ଼ିବାର ଉଦ୍ଦେଶ୍ୟ ନେଇ ହୋଆନ ଗାମ୍ପର ୧୮୯୯ ମସିହା ଅକ୍ଟୋବର ୨୨ ତାରିଖରେ ଲୋସ୍ ଡେପୋର୍ଟେସରେ ଏକ ବିଜ୍ଞାପନ ଦେଇଥିଲେ । ତାଙ୍କ ବିଜ୍ଞାପନ ପଢ଼ି ଲୋକେ ଆଗ୍ରହୀ ହେବାରୁ ନଭେମ୍ବର ୨୯ ତାରିଖରେ ଏକ ବୈଠକ ରଖାଗଲା । ୱାଲ୍‍ଟର୍ ୱାଇଲ୍‍ଡ୍, ଲୁଇ ଡି’ଓସୋ, ବାର୍ତ୍ତୋମ୍ୟୁ ଟେରାଡାସ, ଓଟ୍ଟୋ କୁଞ୍ଜଲ୍, ଓଟ୍ଟୋ ମାୟର୍, ଏନ୍ରିକ୍ ଡୁକାଲ, ପେରେ କାବୋଟ, କାର୍ଲେସ୍ ପୁୟୋଲ୍, ଜୋସେଫ୍ ଲୋବେଟ, ଜନ୍ ପାର୍ସନ୍ସ, ୱିଲିୟମ୍ ପାର୍ସନ୍ସ ଆଦି ୧୧ ଜଣ ଖେଳାଳୀଖେଳାଳି ଏହି ବୈଠକରେ ଯୋଗ ଦେଇଥିଲେ । ଏହିଠାରୁ ବାର୍ସେଲୋନା କ୍ଲବର ଜନ୍ମ ହୋଇଥିଲା ।<ref name="Ball, Phil p. 89">Ball, Phil p. 89.</ref>
 
[[File:Vitrina-1.v1311695239.jpg|thumb|right|250px|୧୯୦୩ ମସିହା ବାର୍ସେଲୋନା ଦଳ]]
୩୨ କ ଧାଡ଼ି:
 
==ଆଧୁନିକ ଯୁଗ (୧୯୭୮ରୁ ବର୍ତ୍ତମାନ)==
[[File:La Masia (Can Planas) (Barcelona) - 1.jpg|thumb|right|ଯୁବ ଖେଳାଳୀଙ୍କଖେଳାଳିଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ୧୭୦୨ ମସିହାର ଏକ ପୁରାତନ ଅଟ୍ଟାଳିକାରେ ୧୯୭୯ ମସିହାରେ ଲା ମାସିଆର ସ୍ଥାପନା କରାଗଲା<ref>{{cite book |last=Lowe |first=Sid |title=Fear and Loathing in La Liga: Barcelona vs Real Madrid (Page 373)|year=2013 |publisher=Random House |isbn=978-02-2409-178-7 |url=https://books.google.com/books?id=2l6zHv_reuUC&pg=PA373}}</ref><ref>{{Cite news|last=Rogers |first=Iain |url=http://uk.reuters.com/article/idUKTRE59L02D20091022 |title=Barca talent farm marks 30 years of success |agency=Reuters |date=22 October 2009|newspaper=Reuters }}</ref>]]
 
ସ୍ପେନ ୧୯୭୪ ମସିହାରେ ଗଣତନ୍ତ୍ର ହେବା ପରେ ୧୯୭୮ ମସିହାରେ ଜୋସେଫ୍ ଲୁଇ ନୁନ୍ୟେଜ୍ ବାର୍ସେଲୋନା କ୍ଲବ୍‍ର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ହୋଇଥିଲେ । ନିଜ ୨୨ ବର୍ଷର କାର୍ଯ୍ୟକାଳରେ ବାର୍ସେଲୋନାକୁ ଏକ ବିଶ୍ଵ ସ୍ତରୀୟ କ୍ଲବରେ ରୂପାନ୍ତରିତ କରିବା ପାଇଁ ନୁନ୍ୟେଜ୍ ସ୍ଥାୟିତ୍ଵ ପାଇଁ ଚେଷ୍ଟା କଲେ । ସେ ଖେଳାଳୀଙ୍କଖେଳାଳିଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳୀଙ୍କଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।<ref name="fcbarcelona4">{{cite web |url=http://www.fcbarcelona.com/web/english/club/historia/etapes_historia/etapa_4.html |archive-url=https://archive.today/20121204143800/http://www.fcbarcelona.com/web/english/club/historia/etapes_historia/etapa_4.html |url-status=dead |archive-date=4 December 2012 |title=History part IV |publisher=FC Barcelona |access-date=15 March 2010 }}</ref><ref>Ball, Phil p. 85</ref>
{{football squad on pitch|align=left
| GK = '''ଜୁବିଜାରେଟା (ଅ)'''
୪୯ କ ଧାଡ଼ି:
| caption = ୧୯୯୨ ୟୁରୋପୀୟ କପ ଫାଇନାଲ ପ୍ରାରମ୍ଭିକ ସଂରଚନା
}}
୧୯୭୯ ମସିହା ମଇ ୧୬ ତାରିଖରେ ବାର୍ସେଲୋନା ଦଳ ଫୋର୍ଚ୍ୟୁନା ଡୁସେଲଡୋର୍ଫ ଦଳକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ୟୁଇଫା କପ ୱିନର୍ସ କପ ଜିତିଥିଲେ । ସେହି ବର୍ଷ ନୁନ୍ୟେଜ୍ ପ୍ରତିଭାବାନ ଯୁବ ଖେଳାଳୀଙ୍କଖେଳାଳିଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ବାର୍ସେଲୋନାର ଲା ମାସିଆ ଅନୁଷ୍ଠାନର ସ୍ଥାପନା କରିଥିଲେ ।<ref>{{cite web|url=http://www.fcbarcelona.com/web/english/club/club_avui/territori_barca/la_Masia/lamasia.html |title=La Masia |access-date=30 July 2010 |publisher=FC Barcelona |url-status=dead |archive-url=http://arquivo.pt/wayback/20091003171950/http://www.fcbarcelona.com/web/english/club/club_avui/territori_barca/la_Masia/lamasia.html |archive-date= 3 October 2009 }}</ref>
[[File:Maradona Barcelona shirt.jpg|thumb|right|ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ]]
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।<ref>Dobson, Stephen; Goddard, John A. p. 180</ref> କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।<ref>Spaaij, Ramón pp. 291–292</ref>
[[File:Cruyff_a_la_banqueta_del_Camp_Nou.jpg|thumb|left|200px|ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରଏଫ୍]]
୧୯୮୮ ମସିହାରେ ୟୋହାନ କ୍ରଏଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।<ref>{{cite web|last=Duff |first=Alex |url=https://www.bloomberg.com/apps/news?pid=newsarchive&sid=aoCiLlYsuvL8 |title=Barcelona Emulates 'Dream Team' to Win European Title |publisher=Bloomberg |date=18 May 2006 |access-date=5 October 2010 |url-status=dead |archive-url=https://web.archive.org/web/20121105120217/http://www.bloomberg.com/apps/news?pid=newsarchive&sid=aoCiLlYsuvL8 |archive-date=5 November 2012 }}</ref> କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳୀଙ୍କୁଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।<ref>{{cite book
| last1 =Barend
| first1 = Frits
୬୭ କ ଧାଡ଼ି:
କ୍ରଏଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରଏଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରଏଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରଏଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>
 
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳୀମାନଙ୍କଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳୀଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳୀଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
[[File:Centenari Logotip.JPG|thumb|left|220px|ବାର୍ସେଲୋନାର ଶତ-ବାର୍ଷିକୀ ଫଳକ]]
{{football squad on pitch|align=right
୮୧ କ ଧାଡ଼ି:
| RW = '''ଗ୍ୟୁଲି''']]
| CF = '''ଏଟୋ''']]
| caption = ୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀଖେଳାଳି ସଜ୍ଜା
}}
{{multiple image|align=left
| footer = ଗାର୍ଡିଓଲାଙ୍କ ଟିକି-ଟାକା ଶୈଳୀରେ ଆନ୍ଦ୍ରେଆସ୍ ଇନିଏସ୍ତା (ବାମ) ଏବଂ ଜାଭି (ଡାହାଣ) ନାମକ ଦୁଇ ଖେଳାଳୀଙ୍କଖେଳାଳିଙ୍କ ମିଡ୍‍-ଫିଲ୍‍ଡ୍ ଯୋଡ଼ି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ<ref>{{cite news |first=David |last=Pleat |title=Middle men to the fore in dictating the rhythm with care |url=https://www.theguardian.com/sport/blog/2009/may/28/barcelona-manchester-united-david-pleat-chalkboard |newspaper=The Guardian |location=London |date=28 May 2009 |access-date=21 January 2016}}</ref>
| width =
| image1 = Andrés Iniesta - 001.jpg
୧୦୫ କ ଧାଡ଼ି:
| RW = '''ମେସି'''
| CF = '''ଏଟୋ'''
| caption = ୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀଖେଳାଳି ସଜ୍ଜା
}}
ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳୀଖେଳାଳି ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ଵନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍‍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ଵାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।<ref>Ball, Phil. p. 19</ref>
 
ଏହା ପର ତିନିବର୍ଷ ବାର୍ସେଲୋନା ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । ଏହାର ପ୍ରଶିକ୍ଷକ ଓ ପରିଚାଳକ ବାରମ୍ଵାର ବଦଳିଥିଲେ । ଭାନ୍ ଗାଲ୍‍ଙ୍କ ପରେ ଲୋରେଞ୍ଜୋ ସେରା ଫେରର୍, କାର୍ଲେସ୍ ରେକ୍ସାକ୍ ବାର୍ସେଲୋନାର ପରିଚାଳକ ପଦବୀ ମଣ୍ଡନ କରିଥିଲେ । ତା’ ପରେ ଭାନ୍ ଗାଲ୍ ବାର୍ସେଲୋନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ତଥାପି ବାର୍ସେଲୋନାର ପ୍ରଦର୍ଶନ ଆହୁରି ନିମ୍ନ ମାନର ରହିଲା । ଏହା ପରେ ଭାନ୍ ଗାଲ୍ ଇସ୍ତଫା ଦେଲେ ଓ ରାଡୋମିର ଆଣ୍ଟିଚ୍‍ଙ୍କୁ ଦାୟିତ୍ତ୍ଵ ଦିଆଗଲା । ଖରାପ ପ୍ରଦର୍ଶନ ବଜାୟ ରହିବାରୁ ଆଣ୍ଟିଚ୍ ଓ ବାର୍ସେଲୋନା ଅଧ୍ୟକ୍ଷ ହୋଆନ୍ ଗାଷ୍ପାର୍ଟ ଦଳରୁ ବିଦାୟ ନେଲେ ।<ref>Ball, Phil. pp. 109–110</ref>
 
ଏହା ପରେ ହୋଆନ ଲାପୋର୍ତା ବାର୍ସେଲୋନାର ଅଧ୍ୟକ୍ଷ ଓ ପୂର୍ବରୁ ଏସି ମିଲାନ ଓ ଓଲନ୍ଦାଜ ଜାତୀୟ ଫୁଟବଲ ଦଳର ପ୍ରଶିକ୍ଷକ ରହିଆସିଥିବା ଫ୍ରାଂକ୍ ରିକାର୍ଡଙ୍କୁ ବାର୍ସେଲୋନାର ପରିଚାଳକ ଭାର ମିଳିଲା । ସେପଟେ ବାର୍ସେଲୋନା ରୋନାଲ୍ଡିନୋ, ଡେକୋ, ସାମୁଏଲ୍ ଏଟୋ, ହେନେରିକ୍ ଲାର୍ସନ, ରାଫାଏଲ୍ ମାର୍କ୍ଵେଜ୍ ପରି ଅନ୍ତର୍ଜାତୀୟ ଏବଂ କାର୍ଲେସ୍ ପୁୟୋଲ୍, ଆନ୍ଦ୍ରେଆସ୍ ଇନିଏସ୍ତା, ଜାଭି, ଭିକ୍ଟର୍ ଭାଲ୍ଡେସ୍ ପରି ସ୍ପେନୀୟ ଖେଳାଳୀଙ୍କୁଖେଳାଳିଙ୍କୁ ନେଇ ଏକ ସୁଦୃଢ଼ ଦଳ ଗଠନ କଲା । ୨୦୦୪-୦୫ ମସିହାର ସୁପରକୋପା ଡି ଇସ୍ପାନା ଓ ଲା ଲିଗା ଜିତିବାରେ ବାର୍ସେଲୋନା ସଫଳ ହେଲା । ଫିଫା ୱଲ୍ଡ୍ ପ୍ଲେୟର୍ ଅଫ୍ ଦ ଇୟର୍ ପାଇଁ ରୋନାଲ୍ଡିନୋ ଓ ଏଟୋଙ୍କୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସର୍ବାଧିକ ଭୋଟ୍ ମିଳିଥିଲା ।<ref>{{cite news|url=http://news.bbc.co.uk/sport2/hi/football/4486166.stm |title=Ronaldinho wins world award again |work=BBC Sport |date=19 December 2005 |access-date=11 August 2010}}</ref> ୨୦୦୩ ମସିହାରେ ରୋନାଲ୍ଡିନୋଙ୍କ ଆଗମନ ବାର୍ସେଲୋନା ଦଳରେ ଏକ ନୂତନ ଆଶା ସଞ୍ଚାର କରାଇଥିଲା ।<ref>{{cite news|url=https://www.fcbarcelona.com/football/first-team/news/2013-2014/when-barca-got-their-smile-back-documentary-about-ronaldinho |title='When Barça got their smile back' – documentary about Ronaldinho|publisher=FC Barcelona |date=9 September 2013}}</ref><ref>{{cite news|url=https://www.theguardian.com/football/2004/feb/09/europeanfootball.sport |title=Ronaldinho brings smile to Barca's face |newspaper=The Guardian |location=London |date=9 February 2004}}</ref>
 
୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ଵନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦେଇଥିଲେ ।<ref>{{cite news|url=https://www.independent.co.uk/sport/football/european/real-madrid-0-barcelona-3-bernabeu-forced-to-pay-homage-as-ronaldinho-soars-above-the-galacticos-516202.html|title=Real Madrid 0 Barcelona 3: Bernabeu forced to pay homage as Ronaldinho soars above the galacticos |work=The Independent|date=21 November 2005 |access-date=11 August 2010 | location=London | first=Patrick | last=McCurdy}}</ref> ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍‍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।<ref>{{cite news|url=http://news.bbc.co.uk/sport2/hi/football/europe/4773353.stm |title=Barcelona 2–1 Arsenal |work=BBC Sport |date=17 May 2006 |access-date=11 August 2010}}</ref>
 
ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳୀଙ୍କଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।<ref>{{cite news|url=http://news.bbc.co.uk/sport2/hi/football/africa/6353861.stm |title=Barcelona will not punish Eto'o |work=BBC Sport |date=14 February 2007 |access-date=11 August 2010}}</ref> ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ତ୍ଵ ପ୍ରଦାନ କରାଯାଇଥିଲା ।<ref name="FC Barcelona">{{cite web|url=http://www.fcbarcelona.com/web/english/noticies/destacades/n080508104104.html|archive-url=https://archive.today/20121204141033/http://www.fcbarcelona.com/web/english/noticies/destacades/n080508104104.html|url-status=dead|archive-date=4 December 2012|title=Rijkaard until 30 June; Guardiola to take over|date=8 May 2008|access-date=8 May 2009|publisher=FC Barcelona}}</ref>
 
ଗାର୍ଡିଓଲାଙ୍କ ଚାରିବର୍ଷ କାଳରେ ବାର୍ସେଲୋନା ଫୁଟବଲ କ୍ଲବ୍ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ୨୦୦୮ରୁ ୨୦୧୨ ବାର୍ସେଲୋନା ସମର୍ଥକମାନେ ‘‘ଗାର୍ଡିଓଲା ଯୁଗ’’ ବୋଲି କୁହନ୍ତି । ନିଜ ଖେଳିବା ସମୟରେ ବାର୍ସେଲୋନାର ଯୁବ ଏକାଡେମୀରେ ଶିଖିଥିବା ଓ ବର୍ତ୍ତମାନ ଫୁଟବଲ ମହଲରେ ପ୍ରସିଦ୍ଧ ଟିକି-ଟାକା ଶୈଳୀକୁ ଗାର୍ଡିଓଲା ପ୍ରୟୋଗ କରାଇଥିଲେ । ରୋନାଲ୍ଡିନୋ ଏବଂ ଡେକୋଙ୍କୁ ବିକି ଗାର୍ଡିଓଲା ଜାଭି, ଇନିଏସ୍ତା ଓ ମେସିଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ।
୧୨୨ କ ଧାଡ଼ି:
[[File:FC Barcelona Team 2, 2011.jpg|thumb|left|୨୦୧୧ ଫିଫା କ୍ଲବ୍ ବିଶ୍ଵକପ ବିଜେତା ବାର୍ସେଲୋନା ଦଳ]]
 
ଲାପୋର୍ତାଙ୍କ ପରେ ସାଣ୍ଡ୍ରୋ ରୋସେଲ୍ ବାର୍ସେଲୋନାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।<ref>{{cite web|url=http://www.fcbarcelona.com/web/english/club/historia/presidents/sandrorosell.html|archive-url=https://archive.today/20120903143210/http://www.fcbarcelona.com/web/english/club/historia/presidents/sandrorosell.html|url-status=dead|archive-date=3 September 2012|title=Sandro Rosell i Feliu (2010–)|work=FC Barcelona|publisher=FC Barcelona|access-date=5 June 2011}}</ref> ରୋସେଲ୍ ୪ କୋଟି ୟୁରୋ ମୂଲ୍ୟରେ ଭାଲେନ୍ସିଆ ଦଳରୁ ଡେଭିଡ୍ ଭିୟା<ref>{{cite web|url=http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|archive-url=https://archive.today/20120802164009/http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|url-status=dead|archive-date=2 August 2012|title=Barca agree Villa move with Valencia|date=19 May 2010 |publisher=FC Barcelona|access-date=4 June 2011}}</ref> ଏବଂ ୧.୯ କୋଟି ୟୁରୋ ମୂଲ୍ୟରେ ଲିଭର୍‍ପୁଲ୍ ଦଳରୁ ଜାଭିଅର୍ ମାଶେରାନୋଙ୍କୁ<ref>{{cite web|url=http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|archive-url=https://archive.today/20120731104643/http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|url-status=dead|archive-date=31 July 2012|title=Deal with Liverpool to sign Mascherano|date=27 August 2010 |publisher=FC Barcelona|access-date=4 June 2011}}</ref> କ୍ରୟ କରିଥିଲେ । [[ଦକ୍ଷିଣ ଆଫ୍ରିକା]]ରେ ଖେଳା ଯାଇଥିବା ୨୦୧୦ ଫିଫା ବିଶ୍ଵକପରେ ବାର୍ସେଲୋନାର ଲା ମାସିଆରୁ ପ୍ରଶିକ୍ଷିତ ଯୁବ ଖେଳାଳୀଙ୍କଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସ୍ପେନ ଜାତୀୟ ଫୁଟବଲ ଦଳ ବିଶ୍ଵବିଜୟୀ ହୋଇପାରିଥିଲା ।<ref>{{cite news |url=https://www.telegraph.co.uk/sport/football/teams/spain/7895208/World-Cup-2010-Spains-battle-won-on-the-playing-fields-of-Barcelona.html |title=World Cup 2010: Spain's battle won on the playing fields of Barcelona |newspaper=The Daily Telegraph |location=London |date=17 July 2010}}</ref> ୨୦୧୦ ନଭେମ୍ଵରର ଏଲ୍ କ୍ଲାସିକୋରେ ବାର୍ସେଲୋନା ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହି ବର୍ଷ ବଲୁନ୍ ଡି’ଓର୍ ପୁରସ୍କାର ମେସି, ଇନିଏସ୍ତା ଓ ଜାଭିଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନି ଜଣ ଖେଳାଳୀଖେଳାଳି ଏକଦା ଲା ମାସିଆର ଛାତ୍ର ଥିଲେ ।<ref>{{cite web |url=https://www.fifa.com/ballondor/archive/edition=1999902010/news/newsid=1362416/ |title=Messi, Marta, Mourinho and Neid crowned as the best of 2010 |date=10 January 2011 |publisher=FIFA |access-date=10 January 2012}}</ref>
{{multiple image|align=left
| footer = ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ବାର୍ସେଲୋନାର ଦୁର୍ଦ୍ଧର୍ଷ ତ୍ରୟ-ଆକ୍ରମଣକାରୀ ମେସି, ସୁଆରେଜ୍ ଓ ନେମାରଙ୍କୁ ଏମ୍‍ଏସ୍‍ଏନ୍ (MSN) କୁହାଯାଉଥିଲା
୧୪୯ କ ଧାଡ଼ି:
| RW = '''ମେସି'''
| CF = '''ସୁଆରେଜ୍'''
| caption = ୨୦୧୫ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀଖେଳାଳି ସଜ୍ଜା
}}
ଏହି କାଳରେ ବାର୍ସେଲୋନା ଫୁଟବଲ କ୍ଲବର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା :
୧୬୦ କ ଧାଡ଼ି:
ସେ ସମୟର ବାର୍ସେଲୋନା କ୍ଲବ ଦଳକୁ ବହୁ କ୍ରୀଡ଼ା ବିଶେଷଜ୍ଞ ବିଶ୍ଵର ଶ୍ରେଷ୍ଠ ଫୁଟବଲ ଦଳ ବୋଲି କହିଛନ୍ତି । ୨୦୧୧ ମସିହାର ସୌରେୟସ୍ ୱଲ୍ଡ ସ୍ପୋର୍ଟ୍ସ ଏୱାର୍ଡ୍‍ର “ଟିମ୍ ଅଫ୍ ଦ ଇୟର୍” ସମ୍ମାନ ବାର୍ସେଲୋନା ଜିତିଥିଲା ।<ref>{{Cite web | url = https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | publisher = FC Barcelona | access-date = 24 October 2017 | title = Laureus Award tops off a year of recognition | first = Anna | last = Segura | date = 7 February 2012 | url-status=live | archive-url = https://web.archive.org/web/20171024154021/https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | archive-date = 24 October 2017 }}</ref>
 
୨୦୧୧-୧୨ କ୍ରୀଡ଼ାବର୍ଷରେ ଚେଲ୍‍ସି ଏଫ୍‍ସି ଦଳଠାରୁ ଚାମ୍ପିୟନ୍ସ ଲିଗ୍ ସେମି-ଫାଇନାଲରେ ପରାସ୍ତ ହେବା ପରେ ଗାର୍ଡିଓଲାଙ୍କ ଖେଳାଳୀଖେଳାଳି ଚୟନ ଏବଂ ରଣନୀତିର ସମାଲୋଚନା କରାଯାଇଥିଲା ।<ref>{{cite web|url=http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|title=Barca 'not tired' on MSN Video|publisher=MSN|access-date=29 November 2012|archive-url=https://web.archive.org/web/20130507135809/http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|archive-date=7 May 2013|url-status=dead}}</ref><ref>{{cite news| url=https://www.telegraph.co.uk/sport/football/competitions/champions-league/9230314/Pep-Guardiolas-reign-in-Spain-was-coming-to-an-end-according-to-all-the-signs.html |newspaper=The Daily Telegraph |location=London | first=Pete | last=Jenson | title=Pep Guardiola's reign in Spain was coming to an end, according to all the signs | date=26 April 2012}}</ref> ଟିଟୋ ଭିଲାନୋୱାଙ୍କୁ ଗାର୍ଡିଓଲାଙ୍କ ପରବର୍ତ୍ତୀ ପରିଚାଳକ ଭାବେ ନିଯୁକ୍ତି ଦିଆଗଲା ଓ ଗାର୍ଡିଓଲା ବିଦାୟ ନେଇଥିଲେ ।<ref>{{cite web|url=http://soccernet.espn.go.com/news/story/_/id/1055094/pep-guardiola-to-part-company-with-barcelona---reports?cc=5901 |title=Pep Guardiola to part company with Barcelona – reports|publisher=ESPN FC |date=26 April 2012 |access-date=29 November 2012}}</ref><ref>{{cite news| url=https://www.telegraph.co.uk/sport/football/teams/chelsea/9222641/Barcelona-v-Chelsea-Pep-Guardiola-keeps-calm-as-Nou-Camp-critics-question-selection-and-tactics.html |newspaper=The Daily Telegraph |location=London | title=Barcelona v Chelsea: Pep Guardiola keeps calm as Nou Camp critics question selection and tactics | date=24 April 2012}}</ref>
 
୨୦୧୪ରୁ ୨୦୧୬ କାଳରେ ଜୋସେଫ୍ ମାରିଆ ବାର୍ଟୋମ୍ୟୁ ଅଧ୍ୟକ୍ଷ ଦାୟିତ୍ତ୍ଵ ବହନ କରିଥିଲେ ଓ ବାର୍ସେଲୋନା ସମର୍ଥକ ଏହି ସମୟକୁ ବାର୍ଟୋମ୍ୟୁ ଯୁଗ ବୋଲି କହିଥାନ୍ତି ।
୨୩୭ କ ଧାଡ଼ି:
୧୯୨୨ ମସିହାରେ ବାର୍ସେଲୋନା ଫୁଟବଲ କ୍ଲବ୍‍ର ସମର୍ଥକଙ୍କ ସଂଖ୍ୟା ୨୦୦୦୦ରୁ ଅଧିକ ହୋଇ ସାରିଥିଲା । ସେମାନେ କ୍ଲବ୍‍କୁ ଅର୍ଥ ଋଣ ଆକାରରେ ଦେବାରୁ କ୍ଲବ୍ ନିଜ ପାଇଁ କ୍ୟାମ୍ପ୍ ଡେ ଲେସ୍ କୋର୍ଟ୍ସ ନାମକ ଏକ ବୃହତ୍ତର ଷ୍ଟାଡ଼ିୟମ୍‍ର ନିର୍ମାଣ କରାଇବାକୁ ସମର୍ଥ ହୋଇଥିଲା । ଏହି ପଡ଼ିଆର ଦର୍ଶକ କ୍ଷମତା ପ୍ରଥମେ ୨୦୦୦୦ ଥିଲା । ସ୍ପେନ ଗୃହଯୁଦ୍ଧ ପରେ ବାର୍ସେଲୋନା କ୍ଲବ୍‍ର ସମର୍ଥକ ଓ ଏହାର ମ୍ୟାଚରେ ଦର୍ଶକ ସଂଖ୍ୟା ପ୍ରତି ବର୍ଷ ବଢ଼ିବାକୁ ଲାଗିଲା । ତେଣୁ ଷ୍ଟାଡ଼ିୟମରେ ଅନେକ ନୂତନ ନିର୍ମାଣ କରାଇବାକୁ ପଡ଼ିଲା । ୧୯୪୪ ମସିହାରେ ଗ୍ରାଣ୍ଡ୍ ଷ୍ଟାଣ୍ଡ୍, ୧୯୪୬ରେ ଦକ୍ଷିଣ ଷ୍ଟାଣ୍ଡ୍ ଓ ୧୯୫୦ ମସିହାରେ ଉତ୍ତର ଷ୍ଟାଣ୍ଡ୍ ପ୍ରଭୃତିରେ ଦର୍ଶକ କ୍ଷମତା ବଢ଼ାଇବା ପାଇଁ ନୂତନ ନିର୍ମାଣ କରାଗଲା । ସବୁ ନିର୍ମାଣ ପରେ ଲେସ୍ କୋର୍ଟ୍ସର ଦର୍ଶକ ଧାରଣ କ୍ଷମତା ପ୍ରାୟ ୬୦୦୦୦ ହୋଇ ଆସିଥିଲା ।<ref name="fcbarcelona6">{{cite web|url=http://www.fcbarcelona.cat/web/english/club/club_avui/territori_barca/CampNou/intro_historica.html |archive-url=https://archive.today/20120801083203/http://www.fcbarcelona.cat/web/english/club/club_avui/territori_barca/CampNou/intro_historica.html |url-status=dead |archive-date=1 August 2012 |title=Brief history of Camp Nou |publisher=FC Barcelona |access-date=30 July 2010}}</ref>
 
ଏତେ ନିର୍ମାଣ ପରେ ଲେସ୍ କୋର୍ଟ୍ସରେ ଆଉ ଅଧିକ ସମ୍ପ୍ରସାରଣ ପାଇଁ ସ୍ଥାନ ରହିଲା ନାହିଁ । ୧୯୪୮ ଓ ୧୯୪୯ ମସିହାରେ ଦୁଇ ବର୍ଷ କ୍ରମାଗତ ଲା ଲିଗାରେ ବିଜୟ ହାସଲ କରିବା ପରେ ଏବଂ କ୍ଲବ୍ ସେ ସମୟରେ ଫୁଟବଲ ଖେଳାଳୀଖେଳାଳି ଲାଜଲୋ କୁବାଲା (ଯିଏ ୨୫୬ ମ୍ୟାଚରେ ୧୯୬ଟି ଗୋଲ କରିଥିଲେ) ବାର୍ସେଲୋନା ଦଳରେ ଯୋଗ ଦେବା ପରେ ବାର୍ସେଲୋନାର ମ୍ୟାଚ୍ ସବୁ ଦେଖିବାକୁ ଆହୁରି ଅଧିକ ଦର୍ଶକ ଆସିବାକୁ ଲାଗିଲେ ।<ref name="fcbarcelona6"/><ref>Farred, Grant. p. 124.</ref><ref>Eaude, Michael. p. 104.</ref> ଆଉ ଏକ ନୂତନ ଷ୍ଟାଡ଼ିୟମ୍ ନିର୍ମାଣ କରିବାକୁ କ୍ଲବ୍ ଯୋଜନା କରିବା ଆରମ୍ଭ କଲା ।<ref name="fcbarcelona6"/> ୧୯୫୪ ମସିହା ମାର୍ଚ୍ଚ ୨୮ ତାରିଖରେ ୬୦୦୦୦ ବାର୍ସେଲୋନା ସମର୍ଥକଙ୍କ ସମ୍ମୁଖରେ କ୍ୟାମ୍ପ୍ ନୋଉର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ବାର୍ସେଲୋନାର ଆର୍ଚ୍‍ବିଶପ୍ ଗ୍ରେଗୋରିଓ ମୋଡ୍ରେଗୋଙ୍କ ଆଶୀର୍ବାଦ ନେଇ ଓ ଗଭର୍ଣ୍ଣର ଫେଲିପେ ଆସେଡୋ କୋଲୁଂଗାଙ୍କ ପୃଷ୍ଠପୋଷକତାରେ ନୂଆ ଷ୍ଟାଡ଼ିୟମ୍‍ର ଶିଳାନ୍ୟାସ କରାଗଲା । ତିନି ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଲା ଏବଂ ୧୯୫୭ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ସମାପ୍ତ ହୋଇଥିଲା । ଏଥିପାଇଁ ୨୮.୮ କୋଟି ସ୍ପେନୀୟ ପେସେଟା ଖର୍ଚ୍ଚ କରାଯାଇଥିଲା ଯାହା ପୂର୍ବ ବ୍ୟୟ ଅଟକଳରୁ ୩୩୬% ଅଧିକ ଥିଲା ।<ref name="fcbarcelona6"/>
 
[[File:2014. Més que un club. Camp Nou. Barcelona B38.jpg|right|thumb|alt=The words "Més que un club" are painted in yellow on the blue seats of the stadium|କ୍ୟାମ୍ପ୍ ନୋଉର ଗୋଟିଏ ପଟର ଷ୍ଟାଣ୍ଡରେ ବାର୍ସେଲୋନା କ୍ଲବ୍‍ର ଆଦର୍ଶ ବାକ୍ୟ ''"ମେସ୍ କୋ ଉନ୍ କ୍ଲୁବ୍"'' ଲେଖାଅଛି ।]]
୨୪୫ କ ଧାଡ଼ି:
ବାର୍ସେଲୋନା ଫୁଟବଲ କ୍ଲବ୍ ଅଧୀନରେ ଆଉ କିଛି ଅଟ୍ଟାଳିକା ଓ ପଡ଼ିଆ ବା ଷ୍ଟାଡ଼ିୟମ୍ ମଧ୍ୟ ରହିଛି :<ref>{{cite web|url=http://www.fcbarcelona.cat/web/castellano/noticies/club/temporada09-10/07/n090728107768.html |archive-url=https://web.archive.org/web/20090731095844/http://www.fcbarcelona.cat/web/castellano/noticies/club/temporada09-10/07/n090728107768.html |url-status=dead |archive-date=31 July 2009 |title=El proyecto Barça Parc, adelante |access-date=28 July 2009 |year=2009 |language=es |publisher=FC Barcelona}}</ref>
* ସ୍ୟୁଟାଟ ଏସ୍ପୋର୍ଟିଭା ହୋଆନ୍ ଗାମ୍ପର୍ (ବାର୍ସେଲୋନା ଫୁଟବଲ କ୍ଲବ୍‍ର ପ୍ରଶିକ୍ଷଣ ପଡ଼ିଆ)
* ଲା ମାସିଆ (ତରୁଣ ଖେଳାଳୀଙ୍କଖେଳାଳିଙ୍କ ଆବାସ ସ୍ଥାନ)
* ଏସ୍ତାଦି ୟୋହାନ୍ କ୍ରଏଫ୍ (ଅତିରିକ୍ତ ଦଳ ଓ ମହିଳା ଦଳଙ୍କ ଘର ମ୍ୟାଚ୍ ପଡ଼ିଆ)
* ପାଲାଉ ବ୍ଲାଉଗ୍ରାନା (ବାର୍ସେଲୋନା ଫୁଟବଲ କ୍ଲବର ଇଣ୍ଡୋର୍ ଷ୍ଟାଡ଼ିୟମ୍)
୩୦୮ କ ଧାଡ଼ି:
୨୦୧୫ ମସିହାରେ ବାର୍ସେଲୋନା କ୍ଲବ ଦଳକୁ ନାଇନ୍ ଭେଲ୍ୟୁସ୍ କପ (Nine Values Cup) ସମ୍ମାନ ମିଳିଥିଲା । ଏହା ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଅନ୍ତର୍ଜାତୀୟ ସାମାଜିକ କାର୍ଯ୍ୟକ୍ରମଦ୍ୱାରା ଦିଆ ଯାଉଥିବା ଏକ ସମ୍ମାନ ।<ref>{{Cite web|date=2016-04-11|title=Футбол и вечные ценности|url=https://www.sport-express.ru/football/reviews/987619/|access-date=2020-11-14|website=sport-express.ru|language=ru}}</ref>
 
== ବାର୍ସେଲୋନା ଫୁଟବଲ କ୍ଲବ୍ ଖେଳାଳୀଖେଳାଳି ==
ସ୍ପେନୀୟ ଦଳମାନଙ୍କରେ ସର୍ବାଧିକ ୩ ଜଣ ଅଣ-ୟୁରୋପୀୟ ନାଗରିକ ଖେଳାଳୀଖେଳାଳି ଖେଳିବାର ନିୟମ ରହିଛି । ତେଣୁ ଦଳରେ ପ୍ରାଥମିକ ଭାବେ ଅଧିକ ୟୁରୋପୀୟ ଖେଳାଳୀଖେଳାଳି ରହିଥାନ୍ତି । ଦଳରେ ଅନେକ ଅଣ-ୟୁରୋପୀୟ ଖେଳାଳୀଖେଳାଳି ମଧ୍ୟ ରହିଥାନ୍ତି ଯେଉଁମାନେ ୟୁରୋପୀୟ ସଂଘର କୌଣସି ଏକ ଦେଶ ଓ ନିଜ ଦେଶର ଦ୍ୱୈତ ନାଗରିକତା ଗ୍ରହଣ କରିଥାନ୍ତି । କୋଟୋନୁ ଚୁକ୍ତି ଅନ୍ତର୍ଭୁକ୍ତ ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶର ଖେଳାଳୀମାନେଖେଳାଳିମାନେ କୋଲ୍‍ପାକ୍ ନିୟମାବଳୀ ଅନୁସାରେ ସ୍ପେନୀୟ କ୍ଲବରେ ଖେଳିପାରିବେ ଓ ସେମାନଙ୍କୁ ଅଣ-ୟୁରୋପୀୟ ଖେଳାଳୀଖେଳାଳି ଭାବେ ଗଣନା କରାଯାଏ ନାହିଁ ।
<gallery mode="packed">
ଫାଇଲ:2016-17 FC Barcelona at the Match of Champions.jpg|୨୦୧୬-୧୭ ବାର୍ସେଲୋନା ଦଳ