"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୦ କ ଧାଡ଼ି:
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳୀମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳୀ ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳୀ ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
[[File:Centenari Logotip.JPG|thumb|left|220px|ବାର୍ସେଲୋନାର ଶତ-ବାର୍ଷିକୀ ଫଳକ]]
ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳୀ ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ଵନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍‍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ଵାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।<ref>Ball, Phil. p. 19</ref>
 
ଏହା ପର ତିନିବର୍ଷ ବାର୍ସେଲୋନା ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । ଏହାର ପ୍ରଶିକ୍ଷକ ଓ ପରିଚାଳକ ବାରମ୍ଵାର ବଦଳିଥିଲେ । ଭାନ୍ ଗାଲ୍‍ଙ୍କ ପରେ ଲୋରେଞ୍ଜୋ ସେରା ଫେରର୍, କାର୍ଲେସ୍ ରେକ୍ସାକ୍ ବାର୍ସେଲୋନାର ପରିଚାଳକ ପଦବୀ ମଣ୍ଡନ କରିଥିଲେ । ତା’ ପରେ ଭାନ୍ ଗାଲ୍ ବାର୍ସେଲୋନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ତଥାପି ବାର୍ସେଲୋନାର ପ୍ରଦର୍ଶନ ଆହୁରି ନିମ୍ନ ମାନର ରହିଲା । ଏହା ପରେ ଭାନ୍ ଗାଲ୍ ଇସ୍ତଫା ଦେଲେ ଓ ରାଡୋମିର ଆଣ୍ଟିଚ୍‍ଙ୍କୁ ଦାୟିତ୍ତ୍ଵ ଦିଆଗଲା । ଖରାପ ପ୍ରଦର୍ଶନ ବଜାୟ ରହିବାରୁ ଆଣ୍ଟିଚ୍ ଓ ବାର୍ସେଲୋନା ଅଧ୍ୟକ୍ଷ ହୋଆନ୍ ଗାଷ୍ପାର୍ଟ ଦଳରୁ ବିଦାୟ ନେଲେ ।<ref>Ball, Phil. pp. 109–110</ref>
 
ଏହା ପରେ ହୋଆନ ଲାପୋର୍ତା ବାର୍ସେଲୋନାର ଅଧ୍ୟକ୍ଷ ଓ ପୂର୍ବରୁ ଏସି ମିଲାନ ଓ ଓଲନ୍ଦାଜ ଜାତୀୟ ଫୁଟବଲ ଦଳର ପ୍ରଶିକ୍ଷକ ରହିଆସିଥିବା ଫ୍ରାଂକ୍ ରିକାର୍ଡଙ୍କୁ ବାର୍ସେଲୋନାର ପରିଚାଳକ ଭାର ମିଳିଲା । ସେପଟେ ବାର୍ସେଲୋନା ରୋନାଲ୍ଡିନୋ, ଡେକୋ, ସାମୁଏଲ୍ ଏଟୋ, ହେନେରିକ୍ ଲାର୍ସନ, ରାଫାଏଲ୍ ମାର୍କ୍ଵେଜ୍ ପରି ଅନ୍ତର୍ଜାତୀୟ ଏବଂ କାର୍ଲେସ୍ ପୁୟୋଲ୍, ଆନ୍ଦ୍ରେଆସ୍ ଇନିଏସ୍ତା, ଜାଭି, ଭିକ୍ଟର୍ ଭାଲ୍ଡେସ୍ ପରି ସ୍ପେନୀୟ ଖେଳାଳୀଙ୍କୁ ନେଇ ଏକ ସୁଦୃଢ଼ ଦଳ ଗଠନ କଲା । ୨୦୦୪-୦୫ ମସିହାର ସୁପରକୋପା ଡି ଇସ୍ପାନା ଓ ଲା ଲିଗା ଜିତିବାରେ ବାର୍ସେଲୋନା ସଫଳ ହେଲା । ଫିଫା ୱଲ୍ଡ୍ ପ୍ଲେୟର୍ ଅଫ୍ ଦ ଇୟର୍ ପାଇଁ ରୋନାଲ୍ଡିନୋ ଓ ଏଟୋଙ୍କୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସର୍ବାଧିକ ଭୋଟ୍ ମିଳିଥିଲା ।<ref>{{cite news|url=http://news.bbc.co.uk/sport2/hi/football/4486166.stm |title=Ronaldinho wins world award again |work=BBC Sport |date=19 December 2005 |access-date=11 August 2010}}</ref> ୨୦୦୩ ମସିହାରେ ରୋନାଲ୍ଡିନୋଙ୍କ ଆଗମନ ବାର୍ସେଲୋନା ଦଳରେ ଏକ ନୂତନ ଆଶା ସଞ୍ଚାର କରାଇଥିଲା ।<ref>{{cite news|url=https://www.fcbarcelona.com/football/first-team/news/2013-2014/when-barca-got-their-smile-back-documentary-about-ronaldinho |title='When Barça got their smile back' – documentary about Ronaldinho|publisher=FC Barcelona |date=9 September 2013}}</ref><ref>{{cite news|url=https://www.theguardian.com/football/2004/feb/09/europeanfootball.sport |title=Ronaldinho brings smile to Barca's face |newspaper=The Guardian |location=London |date=9 February 2004}}</ref>
 
{{football squad on pitch|align=right
| GK = '''ଭାଲଡେସ୍'''
Line ୯୦ ⟶ ୮୪:
| caption = ୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀ ସଜ୍ଜା
}}
୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ଵନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦେଇଥିଲେ ।<ref>{{cite news|url=https://www.independent.co.uk/sport/football/european/real-madrid-0-barcelona-3-bernabeu-forced-to-pay-homage-as-ronaldinho-soars-above-the-galacticos-516202.html|title=Real Madrid 0 Barcelona 3: Bernabeu forced to pay homage as Ronaldinho soars above the galacticos |work=The Independent|date=21 November 2005 |access-date=11 August 2010 | location=London | first=Patrick | last=McCurdy}}</ref> ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍‍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।<ref>{{cite news|url=http://news.bbc.co.uk/sport2/hi/football/europe/4773353.stm |title=Barcelona 2–1 Arsenal |work=BBC Sport |date=17 May 2006 |access-date=11 August 2010}}</ref>
 
ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳୀଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।<ref>{{cite news|url=http://news.bbc.co.uk/sport2/hi/football/africa/6353861.stm |title=Barcelona will not punish Eto'o |work=BBC Sport |date=14 February 2007 |access-date=11 August 2010}}</ref> ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ତ୍ଵ ପ୍ରଦାନ କରାଯାଇଥିଲା ।<ref name="FC Barcelona">{{cite web|url=http://www.fcbarcelona.com/web/english/noticies/destacades/n080508104104.html|archive-url=https://archive.today/20121204141033/http://www.fcbarcelona.com/web/english/noticies/destacades/n080508104104.html|url-status=dead|archive-date=4 December 2012|title=Rijkaard until 30 June; Guardiola to take over|date=8 May 2008|access-date=8 May 2009|publisher=FC Barcelona}}</ref>
 
{{multiple image|align=left
| footer = ଗାର୍ଡିଓଲାଙ୍କ ଟିକି-ଟାକା ଶୈଳୀରେ ଆନ୍ଦ୍ରେଆସ୍ ଇନିଏସ୍ତା (ବାମ) ଏବଂ ଜାଭି (ଡାହାଣ) ନାମକ ଦୁଇ ଖେଳାଳୀଙ୍କ ମିଡ୍‍-ଫିଲ୍‍ଡ୍ ଯୋଡ଼ି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ<ref>{{cite news |first=David |last=Pleat |title=Middle men to the fore in dictating the rhythm with care |url=https://www.theguardian.com/sport/blog/2009/may/28/barcelona-manchester-united-david-pleat-chalkboard |newspaper=The Guardian |location=London |date=28 May 2009 |access-date=21 January 2016}}</ref>
Line ୧୦୪ ⟶ ୯୪:
| alt2 =
}}
 
ଗାର୍ଡିଓଲାଙ୍କ ଚାରିବର୍ଷ କାଳରେ ବାର୍ସେଲୋନା ଫୁଟବଲ କ୍ଲବ୍ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ୨୦୦୮ରୁ ୨୦୧୨ ବାର୍ସେଲୋନା ସମର୍ଥକମାନେ ‘‘ଗାର୍ଡିଓଲା ଯୁଗ’’ ବୋଲି କୁହନ୍ତି । ନିଜ ଖେଳିବା ସମୟରେ ବାର୍ସେଲୋନାର ଯୁବ ଏକାଡେମୀରେ ଶିଖିଥିବା ଓ ବର୍ତ୍ତମାନ ଫୁଟବଲ ମହଲରେ ପ୍ରସିଦ୍ଧ ଟିକି-ଟାକା ଶୈଳୀକୁ ଗାର୍ଡିଓଲା ପ୍ରୟୋଗ କରାଇଥିଲେ । ରୋନାଲ୍ଡିନୋ ଏବଂ ଡେକୋଙ୍କୁ ବିକି ଗାର୍ଡିଓଲା ଜାଭି, ଇନିଏସ୍ତା ଓ ମେସିଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ।
 
{{football squad on pitch|align=right
| GK = '''ଭାଲ୍ଡେସ୍'''
Line ୧୧୯ ⟶ ୧୦୬:
| RW = '''ମେସି'''
| CF = '''ଏଟୋ'''
 
| caption = ୨୦୦୬ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀ ସଜ୍ଜା
}}
ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳୀ ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ଵନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍‍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ଵାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।<ref>Ball, Phil. p. 19</ref>
 
ଏହା ପର ତିନିବର୍ଷ ବାର୍ସେଲୋନା ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । ଏହାର ପ୍ରଶିକ୍ଷକ ଓ ପରିଚାଳକ ବାରମ୍ଵାର ବଦଳିଥିଲେ । ଭାନ୍ ଗାଲ୍‍ଙ୍କ ପରେ ଲୋରେଞ୍ଜୋ ସେରା ଫେରର୍, କାର୍ଲେସ୍ ରେକ୍ସାକ୍ ବାର୍ସେଲୋନାର ପରିଚାଳକ ପଦବୀ ମଣ୍ଡନ କରିଥିଲେ । ତା’ ପରେ ଭାନ୍ ଗାଲ୍ ବାର୍ସେଲୋନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ତଥାପି ବାର୍ସେଲୋନାର ପ୍ରଦର୍ଶନ ଆହୁରି ନିମ୍ନ ମାନର ରହିଲା । ଏହା ପରେ ଭାନ୍ ଗାଲ୍ ଇସ୍ତଫା ଦେଲେ ଓ ରାଡୋମିର ଆଣ୍ଟିଚ୍‍ଙ୍କୁ ଦାୟିତ୍ତ୍ଵ ଦିଆଗଲା । ଖରାପ ପ୍ରଦର୍ଶନ ବଜାୟ ରହିବାରୁ ଆଣ୍ଟିଚ୍ ଓ ବାର୍ସେଲୋନା ଅଧ୍ୟକ୍ଷ ହୋଆନ୍ ଗାଷ୍ପାର୍ଟ ଦଳରୁ ବିଦାୟ ନେଲେ ।<ref>Ball, Phil. pp. 109–110</ref>
ଆଥଲେଟିକ୍ ବିଲବାଓକୁ ୪-୧, ଏଲ୍ କ୍ଲାସିକୋରେ ରିଆଲ ମାଦ୍ରିଦକୁ ୬-୨ ଏବଂ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍‍କୁ ୨-୦ ଗୋଲରେ ପରାସ୍ତ କରି ବାର୍ସେଲୋନା ଯଥାକ୍ରମେ ୨୦୦୯ କୋପା ଡେଲ୍ ରେ, ୨୦୦୮-୦୯ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।<ref>{{cite web|url=http://soccernet.espn.go.com/columns/story?id=646187&sec=europe&root=europe&&cc=5739|title=One title closer to the treble|date=14 May 2009|publisher=ESPN|first=Eduardo|last=Alvarez|access-date=30 May 2009}}</ref><ref>{{cite news|url=http://news.bbc.co.uk/sport2/hi/football/europe/8060878.stm|title=Barcelona 2–0 Man Utd|date=27 May 2009|work=BBC Sport|access-date=30 May 2009}}</ref><ref>{{cite web|url=http://www.thesportreview.com/tsr/2009/05/pep-guardiola-barcelona/|title=Pep Guardiola's love affair with Barça continues|date=19 May 2009|publisher=Thesportreview.com|access-date=31 May 2009}}</ref> ୨୦୦୯ରେ ଆଥଲେଟିକ୍ ବିଲବାଓକୁ ହରାଇ ସୁପରକୋପା ଡି ଇସ୍ପାନା<ref>{{Cite news|title=Messi leads Barcelona to Spanish Supercup win |publisher=CNN Sports Illustrated. Associated Press |date=23 August 2009 |url=http://sports.sportsillustrated.cnn.com/gold/story.asp?i=20090823224656240000201 |access-date=25 December 2009 |url-status=dead |archive-url=https://web.archive.org/web/20110708171500/http://sports.sportsillustrated.cnn.com/gold/story.asp?i=20090823224656240000201 |archive-date=8 July 2011 }}</ref>, ଏଫ୍‍ସି ଶାଖ୍‍ତାର ଡୋନେସ୍କକୁ ହରାଇ ୨୦୦୯ ୟୁଇଫା ସୁପରକପ<ref>{{cite web|url=http://www.fcbarcelona.cat/web/english/futbol/temporada_09-10/arxiu_partits/supercopa_europa/final/jornada01/Barcelona_Shakhtar_Donetsk/partit.html |archive-url=https://archive.today/20120729184706/http://www.fcbarcelona.cat/web/english/futbol/temporada_09-10/arxiu_partits/supercopa_europa/final/jornada01/Barcelona_Shakhtar_Donetsk/partit.html |url-status=dead |archive-date=29 July 2012 |title=Barcelona vs Shakhtar Donetsk |publisher=FC Barcelona |access-date=13 March 2010}}</ref> ମଧ୍ୟ ବାର୍ସେଲୋନା ଦଳ ଜିତିଥିଲା । ୨୦୦୯ର ଫିଫା କ୍ଲବ ବିଶ୍ଵକପ ମଧ୍ୟ ବାର୍ସେଲୋନା ନିଜ ନାମରେ କରିନେଇଥିଲା ।<ref>{{cite news| url = http://news.bbc.co.uk/sport2/hi/football/8422908.stm | title = Barcelona beat Estudiantes to win the Club World Cup |work=BBC Sport | date = 19 December 2009|access-date=14 April 2010}}</ref>
[[File:FC Barcelona Team 2, 2011.jpg|thumb|left|୨୦୧୧ ଫିଫା କ୍ଲବ୍ ବିଶ୍ଵକପ ବିଜେତା ବାର୍ସେଲୋନା ଦଳ]]
 
ଏହା ପରେ ହୋଆନ ଲାପୋର୍ତା ବାର୍ସେଲୋନାର ଅଧ୍ୟକ୍ଷ ଓ ପୂର୍ବରୁ ଏସି ମିଲାନ ଓ ଓଲନ୍ଦାଜ ଜାତୀୟ ଫୁଟବଲ ଦଳର ପ୍ରଶିକ୍ଷକ ରହିଆସିଥିବା ଫ୍ରାଂକ୍ ରିକାର୍ଡଙ୍କୁ ବାର୍ସେଲୋନାର ପରିଚାଳକ ଭାର ମିଳିଲା । ସେପଟେ ବାର୍ସେଲୋନା ରୋନାଲ୍ଡିନୋ, ଡେକୋ, ସାମୁଏଲ୍ ଏଟୋ, ହେନେରିକ୍ ଲାର୍ସନ, ରାଫାଏଲ୍ ମାର୍କ୍ଵେଜ୍ ପରି ଅନ୍ତର୍ଜାତୀୟ ଏବଂ କାର୍ଲେସ୍ ପୁୟୋଲ୍, ଆନ୍ଦ୍ରେଆସ୍ ଇନିଏସ୍ତା, ଜାଭି, ଭିକ୍ଟର୍ ଭାଲ୍ଡେସ୍ ପରି ସ୍ପେନୀୟ ଖେଳାଳୀଙ୍କୁ ନେଇ ଏକ ସୁଦୃଢ଼ ଦଳ ଗଠନ କଲା । ୨୦୦୪-୦୫ ମସିହାର ସୁପରକୋପା ଡି ଇସ୍ପାନା ଓ ଲା ଲିଗା ଜିତିବାରେ ବାର୍ସେଲୋନା ସଫଳ ହେଲା । ଫିଫା ୱଲ୍ଡ୍ ପ୍ଲେୟର୍ ଅଫ୍ ଦ ଇୟର୍ ପାଇଁ ରୋନାଲ୍ଡିନୋ ଓ ଏଟୋଙ୍କୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସର୍ବାଧିକ ଭୋଟ୍ ମିଳିଥିଲା ।<ref>{{cite news|url=http://news.bbc.co.uk/sport2/hi/football/4486166.stm |title=Ronaldinho wins world award again |work=BBC Sport |date=19 December 2005 |access-date=11 August 2010}}</ref> ୨୦୦୩ ମସିହାରେ ରୋନାଲ୍ଡିନୋଙ୍କ ଆଗମନ ବାର୍ସେଲୋନା ଦଳରେ ଏକ ନୂତନ ଆଶା ସଞ୍ଚାର କରାଇଥିଲା ।<ref>{{cite news|url=https://www.fcbarcelona.com/football/first-team/news/2013-2014/when-barca-got-their-smile-back-documentary-about-ronaldinho |title='When Barça got their smile back' – documentary about Ronaldinho|publisher=FC Barcelona |date=9 September 2013}}</ref><ref>{{cite news|url=https://www.theguardian.com/football/2004/feb/09/europeanfootball.sport |title=Ronaldinho brings smile to Barca's face |newspaper=The Guardian |location=London |date=9 February 2004}}</ref>
ଲାପୋର୍ତାଙ୍କ ପରେ ସାଣ୍ଡ୍ରୋ ରୋସେଲ୍ ବାର୍ସେଲୋନାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।<ref>{{cite web|url=http://www.fcbarcelona.com/web/english/club/historia/presidents/sandrorosell.html|archive-url=https://archive.today/20120903143210/http://www.fcbarcelona.com/web/english/club/historia/presidents/sandrorosell.html|url-status=dead|archive-date=3 September 2012|title=Sandro Rosell i Feliu (2010–)|work=FC Barcelona|publisher=FC Barcelona|access-date=5 June 2011}}</ref> ରୋସେଲ୍ ୪ କୋଟି ୟୁରୋ ମୂଲ୍ୟରେ ଭାଲେନ୍ସିଆ ଦଳରୁ ଡେଭିଡ୍ ଭିୟା<ref>{{cite web|url=http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|archive-url=https://archive.today/20120802164009/http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|url-status=dead|archive-date=2 August 2012|title=Barca agree Villa move with Valencia|date=19 May 2010 |publisher=FC Barcelona|access-date=4 June 2011}}</ref> ଏବଂ ୧.୯ କୋଟି ୟୁରୋ ମୂଲ୍ୟରେ ଲିଭର୍‍ପୁଲ୍ ଦଳରୁ ଜାଭିଅର୍ ମାଶେରାନୋଙ୍କୁ<ref>{{cite web|url=http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|archive-url=https://archive.today/20120731104643/http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|url-status=dead|archive-date=31 July 2012|title=Deal with Liverpool to sign Mascherano|date=27 August 2010 |publisher=FC Barcelona|access-date=4 June 2011}}</ref> କ୍ରୟ କରିଥିଲେ । [[ଦକ୍ଷିଣ ଆଫ୍ରିକା]]ରେ ଖେଳା ଯାଇଥିବା ୨୦୧୦ ଫିଫା ବିଶ୍ଵକପରେ ବାର୍ସେଲୋନାର ଲା ମାସିଆରୁ ପ୍ରଶିକ୍ଷିତ ଯୁବ ଖେଳାଳୀଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସ୍ପେନ ଜାତୀୟ ଫୁଟବଲ ଦଳ ବିଶ୍ଵବିଜୟୀ ହୋଇପାରିଥିଲା ।<ref>{{cite news |url=https://www.telegraph.co.uk/sport/football/teams/spain/7895208/World-Cup-2010-Spains-battle-won-on-the-playing-fields-of-Barcelona.html |title=World Cup 2010: Spain's battle won on the playing fields of Barcelona |newspaper=The Daily Telegraph |location=London |date=17 July 2010}}</ref> ୨୦୧୦ ନଭେମ୍ଵରର ଏଲ୍ କ୍ଲାସିକୋରେ ବାର୍ସେଲୋନା ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହି ବର୍ଷ ବଲୁନ୍ ଡି’ଓର୍ ପୁରସ୍କାର ମେସି, ଇନିଏସ୍ତା ଓ ଜାଭିଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନି ଜଣ ଖେଳାଳୀ ଏକଦା ଲା ମାସିଆର ଛାତ୍ର ଥିଲେ ।<ref>{{cite web |url=https://www.fifa.com/ballondor/archive/edition=1999902010/news/newsid=1362416/ |title=Messi, Marta, Mourinho and Neid crowned as the best of 2010 |date=10 January 2011 |publisher=FIFA |access-date=10 January 2012}}</ref>
 
ଏହି କାଳରେ ବାର୍ସେଲୋନା ଫୁଟବଲ କ୍ଲବର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା :
* ଲା ଲିଗା ଟ୍ରଫି (୨୦୧୦-୧୧ କ୍ରୀଡ଼ାବର୍ଷ)ରେ ବିଜୟ<ref>[http://news.bbc.co.uk/sport2/hi/football/13368064.stm Barcelona secure La Liga Spanish title hat-trick] BBC Sport. Retrieved 30 May 2011.</ref>
* ୨୦୧୧ କୋପା ଡେଲ୍ ରେ ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ଓ ରିଆଲ ମାଦ୍ରିଦ ନିକଟରୁ ୦-୧ ଗୋଲରେ ପରାଜୟ<ref>[http://www.skysports.com/football/match_report/0,19764,11065_3365041,00.html Madrid clinch Copa del Rey] {{webarchive|url=https://web.archive.org/web/20110423012003/http://www.skysports.com/football/match_report/0%2C19764%2C11065_3365041%2C00.html |date=23 April 2011 }} Sky Sports. Retrieved 30 May 2011.</ref>
* ମ୍ୟାଞ୍ଚେଷ୍ଟ ୟୁନାଇଟେଡ଼୍‍କୁ ୩-୧ରେ ହରାଇ ୨୦୧୧ ୟୁଇଫା ଚାମ୍ପିୟନ୍ସ ଲିଗ<ref>{{cite news|url=http://news.bbc.co.uk/sport2/hi/football/13576522.stm |title=Barcelona 3–1 Man Utd |author=Phil McNulty|date=28 May 2011|work=BBC Sport |access-date=30 May 2011}}</ref>
* ୨୦୧୧ ମସିହାରେ ଲା ମାସିଆ ଛାତ୍ର ସେସ୍କ ଫାବ୍ରେଗାସ୍ ବାର୍ସେଲୋନା ଦଳରେ ସାମିଲ ହୋଇଥିଲେ । ଦଳକୁ ସେହି ବର୍ଷ ସ୍ପେନୀୟ ସୁପର କପରେ ରିଆଲ ମାଦ୍ରିଦ ବିରୁଦ୍ଧରେ ଜିତିବାରେ ସେ ସାହାଯ୍ୟ କରିଥିଲେ ।<ref>{{cite news |url=http://www.marca.com/2011/08/17/futbol/equipos/barcelona/1313608792.html |title=El Barça iguala en títulos al Real Madrid |newspaper=Marca (newspaper) |location=Madrid |access-date=18 August 2011}}</ref> ମେସି ଓ ଫାବ୍ରେଗାସ୍‍ଙ୍କ ଗୋଲ ବଳରେ ବାର୍ସେଲୋନା ସେହି ବର୍ଷ ୟୁଇଫା ସୁପର କପରେ ପୋର୍ତୋକୁ ୨-୦ ଗୋଲରେ ହରାଇଥିଲା ।<ref>{{cite news |url=http://www.sport.es/es/noticias/barca/2011/08/27/barca-madrid/1131109.shtml |title=El club azulgrana ya tiene más títulos que el Real |newspaper=Sport |location=Madrid |access-date=27 August 2011 |url-status=dead |archive-url=https://web.archive.org/web/20120110150632/http://www.sport.es/es/noticias/barca/2011/08/27/barca-madrid/1131109.shtml |archive-date=10 January 2012 }}</ref>
* ୨୦୧୧ ମସିହା ଡିସେମ୍ଵର ମାସରେ ବାର୍ସେଲୋନା ଫିଫା କ୍ଲବ ବିଶ୍ଵକପରେ ସାଣ୍ଟୋସକୁ ୪-୦ରେ ହରାଇ ବିଜୟୀ ହୋଇଥିଲା ।<ref>{{cite web|url=http://www.fcbarcelona.com/football/first-team/detail/article/santos-fcb-legendary-barca-0-4|title=SANTOS-FCB: Legendary Barça (0–4)|date=18 December 2011|work=FC Barcelona|access-date=18 December 2011|archive-url=https://web.archive.org/web/20111222010356/http://www.fcbarcelona.com/football/first-team/detail/article/santos-fcb-legendary-barca-0-4|archive-date=22 December 2011|url-status=dead}}</ref> ଏଥି ସହିତ ଗାର୍ଡିଓଲାଙ୍କ ପରିଚାଳନାରେ ଦଳ ଖେଳିଥିବା ୧୬ଟି ପ୍ରତିଯୋଗିତାରୁ ୧୩ଟି ଟ୍ରଫି ଜିତିଥିଲା ।<ref>{{cite web|url=http://www.fcbarcelona.com/football/first-team/detail/article/guardiola-winning-13-out-of-16-titles-is-only-possible-when-you-have-a-competitive-mentality|title=Guardiola: "Winning 13 out of 16 titles is only possible when you have a competitive mentality"|date=18 December 2011|work=FC Barcelona|access-date=18 December 2011|archive-url=https://web.archive.org/web/20120108011751/http://www.fcbarcelona.com/football/first-team/detail/article/guardiola-winning-13-out-of-16-titles-is-only-possible-when-you-have-a-competitive-mentality|archive-date=8 January 2012|url-status=dead}}</ref><ref>{{cite web|url=https://www.fifa.com/clubworldcup/matches/round=257437/match=300180901/summary.html|title=Santos humbled by brilliant Barcelona|date=18 December 2011|publisher=FIFA|access-date=18 December 2011}}</ref> ୨୦୧୧-୧୨ କୋପା ଡେଲ୍ ରେ ଗାର୍ଡିଓଲାଙ୍କ ପରିଚାଳିତ ବାର୍ସେଲୋନା ଦଳର ଚତୁର୍ଦ୍ଦଶ ଟ୍ରଫି ଥିଲା ।<ref>{{cite news|title=Pep Guardiola's 14 trophies at Barcelona – in pictures|url=https://www.theguardian.com/football/gallery/2012/apr/27/pep-guardiola-barcelona |newspaper=The Guardian |location=London |date=25 October 2015}}</ref>
 
୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ଵନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦେଇଥିଲେ ।<ref>{{cite news|url=https://www.independent.co.uk/sport/football/european/real-madrid-0-barcelona-3-bernabeu-forced-to-pay-homage-as-ronaldinho-soars-above-the-galacticos-516202.html|title=Real Madrid 0 Barcelona 3: Bernabeu forced to pay homage as Ronaldinho soars above the galacticos |work=The Independent|date=21 November 2005 |access-date=11 August 2010 | location=London | first=Patrick | last=McCurdy}}</ref> ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍‍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।<ref>{{cite news|url=http://news.bbc.co.uk/sport2/hi/football/europe/4773353.stm |title=Barcelona 2–1 Arsenal |work=BBC Sport |date=17 May 2006 |access-date=11 August 2010}}</ref>
ସେ ସମୟର ବାର୍ସେଲୋନା କ୍ଲବ ଦଳକୁ ବହୁ କ୍ରୀଡ଼ା ବିଶେଷଜ୍ଞ ବିଶ୍ଵର ଶ୍ରେଷ୍ଠ ଫୁଟବଲ ଦଳ ବୋଲି କହିଛନ୍ତି । ୨୦୧୧ ମସିହାର ସୌରେୟସ୍ ୱଲ୍ଡ ସ୍ପୋର୍ଟ୍ସ ଏୱାର୍ଡ୍‍ର “ଟିମ୍ ଅଫ୍ ଦ ଇୟର୍” ସମ୍ମାନ ବାର୍ସେଲୋନା ଜିତିଥିଲା ।<ref>{{Cite web | url = https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | publisher = FC Barcelona | access-date = 24 October 2017 | title = Laureus Award tops off a year of recognition | first = Anna | last = Segura | date = 7 February 2012 | url-status=live | archive-url = https://web.archive.org/web/20171024154021/https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | archive-date = 24 October 2017 }}</ref>
 
ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳୀଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।<ref>{{cite news|url=http://news.bbc.co.uk/sport2/hi/football/africa/6353861.stm |title=Barcelona will not punish Eto'o |work=BBC Sport |date=14 February 2007 |access-date=11 August 2010}}</ref> ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ତ୍ଵ ପ୍ରଦାନ କରାଯାଇଥିଲା ।<ref name="FC Barcelona">{{cite web|url=http://www.fcbarcelona.com/web/english/noticies/destacades/n080508104104.html|archive-url=https://archive.today/20121204141033/http://www.fcbarcelona.com/web/english/noticies/destacades/n080508104104.html|url-status=dead|archive-date=4 December 2012|title=Rijkaard until 30 June; Guardiola to take over|date=8 May 2008|access-date=8 May 2009|publisher=FC Barcelona}}</ref>
୨୦୧୧-୧୨ କ୍ରୀଡ଼ାବର୍ଷରେ ଚେଲ୍‍ସି ଏଫ୍‍ସି ଦଳଠାରୁ ଚାମ୍ପିୟନ୍ସ ଲିଗ୍ ସେମି-ଫାଇନାଲରେ ପରାସ୍ତ ହେବା ପରେ ଗାର୍ଡିଓଲାଙ୍କ ଖେଳାଳୀ ଚୟନ ଏବଂ ରଣନୀତିର ସମାଲୋଚନା କରାଯାଇଥିଲା ।<ref>{{cite web|url=http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|title=Barca 'not tired' on MSN Video|publisher=MSN|access-date=29 November 2012|archive-url=https://web.archive.org/web/20130507135809/http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|archive-date=7 May 2013|url-status=dead}}</ref><ref>{{cite news| url=https://www.telegraph.co.uk/sport/football/competitions/champions-league/9230314/Pep-Guardiolas-reign-in-Spain-was-coming-to-an-end-according-to-all-the-signs.html |newspaper=The Daily Telegraph |location=London | first=Pete | last=Jenson | title=Pep Guardiola's reign in Spain was coming to an end, according to all the signs | date=26 April 2012}}</ref> ଟିଟୋ ଭିଲାନୋୱାଙ୍କୁ ଗାର୍ଡିଓଲାଙ୍କ ପରବର୍ତ୍ତୀ ପରିଚାଳକ ଭାବେ ନିଯୁକ୍ତି ଦିଆଗଲା ଓ ଗାର୍ଡିଓଲା ବିଦାୟ ନେଇଥିଲେ ।<ref>{{cite web|url=http://soccernet.espn.go.com/news/story/_/id/1055094/pep-guardiola-to-part-company-with-barcelona---reports?cc=5901 |title=Pep Guardiola to part company with Barcelona – reports|publisher=ESPN FC |date=26 April 2012 |access-date=29 November 2012}}</ref><ref>{{cite news| url=https://www.telegraph.co.uk/sport/football/teams/chelsea/9222641/Barcelona-v-Chelsea-Pep-Guardiola-keeps-calm-as-Nou-Camp-critics-question-selection-and-tactics.html |newspaper=The Daily Telegraph |location=London | title=Barcelona v Chelsea: Pep Guardiola keeps calm as Nou Camp critics question selection and tactics | date=24 April 2012}}</ref>
 
ଗାର୍ଡିଓଲାଙ୍କ ଚାରିବର୍ଷ କାଳରେ ବାର୍ସେଲୋନା ଫୁଟବଲ କ୍ଲବ୍ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ୨୦୦୮ରୁ ୨୦୧୨ ବାର୍ସେଲୋନା ସମର୍ଥକମାନେ ‘‘ଗାର୍ଡିଓଲା ଯୁଗ’’ ବୋଲି କୁହନ୍ତି । ନିଜ ଖେଳିବା ସମୟରେ ବାର୍ସେଲୋନାର ଯୁବ ଏକାଡେମୀରେ ଶିଖିଥିବା ଓ ବର୍ତ୍ତମାନ ଫୁଟବଲ ମହଲରେ ପ୍ରସିଦ୍ଧ ଟିକି-ଟାକା ଶୈଳୀକୁ ଗାର୍ଡିଓଲା ପ୍ରୟୋଗ କରାଇଥିଲେ । ରୋନାଲ୍ଡିନୋ ଏବଂ ଡେକୋଙ୍କୁ ବିକି ଗାର୍ଡିଓଲା ଜାଭି, ଇନିଏସ୍ତା ଓ ମେସିଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ।
୨୦୧୪ରୁ ୨୦୧୬ କାଳରେ ଜୋସେଫ୍ ମାରିଆ ବାର୍ଟୋମ୍ୟୁ ଅଧ୍ୟକ୍ଷ ଦାୟିତ୍ତ୍ଵ ବହନ କରିଥିଲେ ଓ ବାର୍ସେଲୋନା ସମର୍ଥକ ଏହି ସମୟକୁ ବାର୍ଟୋମ୍ୟୁ ଯୁଗ ବୋଲି କହିଥାନ୍ତି ।
[[File:Luis Suarez FCB 2014.jpg|thumb|left|upright|ବାର୍ସେଲୋନାର ତତ୍କାଳୀନ ଦୁର୍ଦ୍ଧର୍ଷ ତ୍ରୟ-ଆକ୍ରମଣକାରୀ ମେସି, ସୁଆରେଜ୍ ଓ ନେମାରଙ୍କୁ ଏମ୍‍ଏସ୍‍ଏନ୍ (MSN) କୁହାଯାଉଥିଲା]]
୨୦୧୩-୧୪ କ୍ରୀଡ଼ାବର୍ଷର ୟୁଇଫା ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଓ ଆଥଲେଟିକୋ ମାଦ୍ରିଦ ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ଅମିମାଂଶିତ ରହିବା ପରେ ଆଥଲେଟିକୋକୁ ବିଜୟୀ ଘୋଷିତ କରାଯାଇଥିଲା ।<ref>{{cite news|last=Martin|first=Richard|title=Barcelona 1 Atletico Madrid 1, La Liga: match report|url=https://www.telegraph.co.uk/sport/football/competitions/la-liga/10838338/Barcelona-v-Atletico-Madrid-La-Liga-live.html|access-date=17 May 2014 |newspaper=The Daily Telegraph |location=London |date=17 May 2014}}</ref> ବାର୍ସେଲୋନା ଦଳ ୨୦୧୪-୧୫ କ୍ରୀଡ଼ାବର୍ଷର ଲା ଲିଗା, କୋପା ଡେଲ୍ ରେ ଏବଂ ଚାମ୍ପିୟନ୍ସ ଲିଗରେ ବିଜୟୀ ହୋଇଥିଲା ।<ref name="second treble">[http://www.espnfc.com/blog/the-match/60/post/2479474/johan-cruyffs-influence-barcelona-win-champions-league "Johan Cruyff's influence endures as Barcelona complete the 'double-treble"]. ''ESPN FC''. Retrieved 8 June 2015.</ref><ref>{{cite web|url=http://www.fcbarcelona.com/football/first-team/detail/article/title-league-champions-fcbarcelona-atletico-madrid-2014-15|title=Barcelona are La Liga Champions|publisher=FC Barcelona|date=17 May 2015|access-date=17 May 2015|archive-url=https://web.archive.org/web/20150519225125/http://www.fcbarcelona.com/football/first-team/detail/article/title-league-champions-fcbarcelona-atletico-madrid-2014-15|archive-date=19 May 2015|url-status=dead}}</ref><ref>{{cite web|url=http://www.fcbarcelona.com/football/first-team/detail/article/fc-barcelona-s-seventh-league-title-in-ten-years|title=Seventh La Liga title in last ten years|publisher=FC Barcelona|date=17 May 2015|access-date=17 May 2015|archive-url=https://web.archive.org/web/20150519110212/http://www.fcbarcelona.com/football/first-team/detail/article/fc-barcelona-s-seventh-league-title-in-ten-years|archive-date=19 May 2015|url-status=dead}}</ref><ref>{{cite web |url=http://www.fcbarcelona.com/football/first-team/match-archive/2014-2015/copa-del-rey/final/athletic-club_fc-barcelona|title=Barca won 27th title of Copa Del Rey|publisher=FC Barcelona |date=30 May 2015 |access-date=30 May 2015}}</ref><ref>{{cite news |url= https://www.telegraph.co.uk/sport/football/competitions/champions-league/11652515/Champions-League-final-Juventus-vs-Barcelona-live.html|title=Barcelona crush Juventus in Champions League final: as it happened|date=6 June 2015 |newspaper=The Daily Telegraph |location=London |access-date=8 June 2015}}</ref> ଏହି ସମସ୍ତ ପ୍ରତିଯୋଗିତାରେ ବାର୍ସେଲୋନା ପକ୍ଷରୁ ମେସି, ସୁଆରେଜ୍ ଓ ନେମାର୍ ସର୍ବମୋଟ ୧୨୨ଟି ଗୋଲ କରିଥିଲେ ଏବଂ ସ୍ପେନୀୟ କ୍ଲବ ଫୁଟବଲ ଇତିହାସରେ ଏପରି ଆକ୍ରମଣକାରୀ ତ୍ରୟକର ଦୃଷ୍ଟାନ୍ତ ଅତି ବିରଳ ।<ref>{{cite news|url=https://www.theguardian.com/football/2015/jun/06/barcelona-luis-suarez-lionel-messi-juventus-champions-league-final|title=Barcelona's Luis Suárez, Leo Messi and Neymar too good for Juventus|date=6 June 2015|access-date=1 November 2015 |newspaper=The Guardian |location=London}}</ref>
 
 
 
ଆଥଲେଟିକ୍ ବିଲବାଓକୁ ୪-୧, ଏଲ୍ କ୍ଲାସିକୋରେ ରିଆଲ ମାଦ୍ରିଦକୁ ୬-୨ ଏବଂ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍‍କୁ ୨-୦ ଗୋଲରେ ପରାସ୍ତ କରି ବାର୍ସେଲୋନା ଯଥାକ୍ରମେ ୨୦୦୯ କୋପା ଡେଲ୍ ରେ, ୨୦୦୮-୦୯ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।<ref>{{cite web|url=http://soccernet.espn.go.com/columns/story?id=646187&sec=europe&root=europe&&cc=5739|title=One title closer to the treble|date=14 May 2009|publisher=ESPN|first=Eduardo|last=Alvarez|access-date=30 May 2009}}</ref><ref>{{cite news|url=http://news.bbc.co.uk/sport2/hi/football/europe/8060878.stm|title=Barcelona 2–0 Man Utd|date=27 May 2009|work=BBC Sport|access-date=30 May 2009}}</ref><ref>{{cite web|url=http://www.thesportreview.com/tsr/2009/05/pep-guardiola-barcelona/|title=Pep Guardiola's love affair with Barça continues|date=19 May 2009|publisher=Thesportreview.com|access-date=31 May 2009}}</ref> ୨୦୦୯ରେ ଆଥଲେଟିକ୍ ବିଲବାଓକୁ ହରାଇ ସୁପରକୋପା ଡି ଇସ୍ପାନା<ref>{{Cite news|title=Messi leads Barcelona to Spanish Supercup win |publisher=CNN Sports Illustrated. Associated Press |date=23 August 2009 |url=http://sports.sportsillustrated.cnn.com/gold/story.asp?i=20090823224656240000201 |access-date=25 December 2009 |url-status=dead |archive-url=https://web.archive.org/web/20110708171500/http://sports.sportsillustrated.cnn.com/gold/story.asp?i=20090823224656240000201 |archive-date=8 July 2011 }}</ref>, ଏଫ୍‍ସି ଶାଖ୍‍ତାର ଡୋନେସ୍କକୁ ହରାଇ ୨୦୦୯ ୟୁଇଫା ସୁପରକପ<ref>{{cite web|url=http://www.fcbarcelona.cat/web/english/futbol/temporada_09-10/arxiu_partits/supercopa_europa/final/jornada01/Barcelona_Shakhtar_Donetsk/partit.html |archive-url=https://archive.today/20120729184706/http://www.fcbarcelona.cat/web/english/futbol/temporada_09-10/arxiu_partits/supercopa_europa/final/jornada01/Barcelona_Shakhtar_Donetsk/partit.html |url-status=dead |archive-date=29 July 2012 |title=Barcelona vs Shakhtar Donetsk |publisher=FC Barcelona |access-date=13 March 2010}}</ref> ମଧ୍ୟ ବାର୍ସେଲୋନା ଦଳ ଜିତିଥିଲା । ୨୦୦୯ର ଫିଫା କ୍ଲବ ବିଶ୍ଵକପ ମଧ୍ୟ ବାର୍ସେଲୋନା ନିଜ ନାମରେ କରିନେଇଥିଲା ।<ref>{{cite news| url = http://news.bbc.co.uk/sport2/hi/football/8422908.stm | title = Barcelona beat Estudiantes to win the Club World Cup |work=BBC Sport | date = 19 December 2009|access-date=14 April 2010}}</ref>
[[File:FC Barcelona Team 2, 2011.jpg|thumb|left|୨୦୧୧ ଫିଫା କ୍ଲବ୍ ବିଶ୍ଵକପ ବିଜେତା ବାର୍ସେଲୋନା ଦଳ]]
 
ଲାପୋର୍ତାଙ୍କ ପରେ ସାଣ୍ଡ୍ରୋ ରୋସେଲ୍ ବାର୍ସେଲୋନାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।<ref>{{cite web|url=http://www.fcbarcelona.com/web/english/club/historia/presidents/sandrorosell.html|archive-url=https://archive.today/20120903143210/http://www.fcbarcelona.com/web/english/club/historia/presidents/sandrorosell.html|url-status=dead|archive-date=3 September 2012|title=Sandro Rosell i Feliu (2010–)|work=FC Barcelona|publisher=FC Barcelona|access-date=5 June 2011}}</ref> ରୋସେଲ୍ ୪ କୋଟି ୟୁରୋ ମୂଲ୍ୟରେ ଭାଲେନ୍ସିଆ ଦଳରୁ ଡେଭିଡ୍ ଭିୟା<ref>{{cite web|url=http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|archive-url=https://archive.today/20120802164009/http://www.fcbarcelona.cat/web/english/noticies/futbol/temporada09-10/05/19/n100519111099.html|url-status=dead|archive-date=2 August 2012|title=Barca agree Villa move with Valencia|date=19 May 2010 |publisher=FC Barcelona|access-date=4 June 2011}}</ref> ଏବଂ ୧.୯ କୋଟି ୟୁରୋ ମୂଲ୍ୟରେ ଲିଭର୍‍ପୁଲ୍ ଦଳରୁ ଜାଭିଅର୍ ମାଶେରାନୋଙ୍କୁ<ref>{{cite web|url=http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|archive-url=https://archive.today/20120731104643/http://www.fcbarcelona.cat/web/english/noticies/futbol/temporada10-11/08/27/n100827112582.html|url-status=dead|archive-date=31 July 2012|title=Deal with Liverpool to sign Mascherano|date=27 August 2010 |publisher=FC Barcelona|access-date=4 June 2011}}</ref> କ୍ରୟ କରିଥିଲେ । [[ଦକ୍ଷିଣ ଆଫ୍ରିକା]]ରେ ଖେଳା ଯାଇଥିବା ୨୦୧୦ ଫିଫା ବିଶ୍ଵକପରେ ବାର୍ସେଲୋନାର ଲା ମାସିଆରୁ ପ୍ରଶିକ୍ଷିତ ଯୁବ ଖେଳାଳୀଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସ୍ପେନ ଜାତୀୟ ଫୁଟବଲ ଦଳ ବିଶ୍ଵବିଜୟୀ ହୋଇପାରିଥିଲା ।<ref>{{cite news |url=https://www.telegraph.co.uk/sport/football/teams/spain/7895208/World-Cup-2010-Spains-battle-won-on-the-playing-fields-of-Barcelona.html |title=World Cup 2010: Spain's battle won on the playing fields of Barcelona |newspaper=The Daily Telegraph |location=London |date=17 July 2010}}</ref> ୨୦୧୦ ନଭେମ୍ଵରର ଏଲ୍ କ୍ଲାସିକୋରେ ବାର୍ସେଲୋନା ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହି ବର୍ଷ ବଲୁନ୍ ଡି’ଓର୍ ପୁରସ୍କାର ମେସି, ଇନିଏସ୍ତା ଓ ଜାଭିଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନି ଜଣ ଖେଳାଳୀ ଏକଦା ଲା ମାସିଆର ଛାତ୍ର ଥିଲେ ।<ref>{{cite web |url=https://www.fifa.com/ballondor/archive/edition=1999902010/news/newsid=1362416/ |title=Messi, Marta, Mourinho and Neid crowned as the best of 2010 |date=10 January 2011 |publisher=FIFA |access-date=10 January 2012}}</ref>
[[File:Luis Suarez FCB 2014.jpg|thumb|left|upright|ବାର୍ସେଲୋନାର ତତ୍କାଳୀନ ଦୁର୍ଦ୍ଧର୍ଷ ତ୍ରୟ-ଆକ୍ରମଣକାରୀ ମେସି, ସୁଆରେଜ୍ ଓ ନେମାରଙ୍କୁ ଏମ୍‍ଏସ୍‍ଏନ୍ (MSN) କୁହାଯାଉଥିଲା]]
{{football squad on pitch|align=right
| GK = '''ଟେର୍ ଷ୍ଟେଗେନ୍'''
Line ୧୫୭ ⟶ ୧୪୨:
| caption = ୨୦୧୫ ୟୁଇଫା ଚାମ୍ପିୟନ୍ସ ଲିଗ୍ ଫାଇନାଲରେ ବାର୍ସେଲୋନାର ପ୍ରାରମ୍ଭିକ ଖେଳାଳୀ ସଜ୍ଜା
}}
ଏହି କାଳରେ ବାର୍ସେଲୋନା ଫୁଟବଲ କ୍ଲବର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା :
* ଲା ଲିଗା ଟ୍ରଫି (୨୦୧୦-୧୧ କ୍ରୀଡ଼ାବର୍ଷ)ରେ ବିଜୟ<ref>[http://news.bbc.co.uk/sport2/hi/football/13368064.stm Barcelona secure La Liga Spanish title hat-trick] BBC Sport. Retrieved 30 May 2011.</ref>
* ୨୦୧୧ କୋପା ଡେଲ୍ ରେ ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ଓ ରିଆଲ ମାଦ୍ରିଦ ନିକଟରୁ ୦-୧ ଗୋଲରେ ପରାଜୟ<ref>[http://www.skysports.com/football/match_report/0,19764,11065_3365041,00.html Madrid clinch Copa del Rey] {{webarchive|url=https://web.archive.org/web/20110423012003/http://www.skysports.com/football/match_report/0%2C19764%2C11065_3365041%2C00.html |date=23 April 2011 }} Sky Sports. Retrieved 30 May 2011.</ref>
* ମ୍ୟାଞ୍ଚେଷ୍ଟ ୟୁନାଇଟେଡ଼୍‍କୁ ୩-୧ରେ ହରାଇ ୨୦୧୧ ୟୁଇଫା ଚାମ୍ପିୟନ୍ସ ଲିଗ<ref>{{cite news|url=http://news.bbc.co.uk/sport2/hi/football/13576522.stm |title=Barcelona 3–1 Man Utd |author=Phil McNulty|date=28 May 2011|work=BBC Sport |access-date=30 May 2011}}</ref>
* ୨୦୧୧ ମସିହାରେ ଲା ମାସିଆ ଛାତ୍ର ସେସ୍କ ଫାବ୍ରେଗାସ୍ ବାର୍ସେଲୋନା ଦଳରେ ସାମିଲ ହୋଇଥିଲେ । ଦଳକୁ ସେହି ବର୍ଷ ସ୍ପେନୀୟ ସୁପର କପରେ ରିଆଲ ମାଦ୍ରିଦ ବିରୁଦ୍ଧରେ ଜିତିବାରେ ସେ ସାହାଯ୍ୟ କରିଥିଲେ ।<ref>{{cite news |url=http://www.marca.com/2011/08/17/futbol/equipos/barcelona/1313608792.html |title=El Barça iguala en títulos al Real Madrid |newspaper=Marca (newspaper) |location=Madrid |access-date=18 August 2011}}</ref> ମେସି ଓ ଫାବ୍ରେଗାସ୍‍ଙ୍କ ଗୋଲ ବଳରେ ବାର୍ସେଲୋନା ସେହି ବର୍ଷ ୟୁଇଫା ସୁପର କପରେ ପୋର୍ତୋକୁ ୨-୦ ଗୋଲରେ ହରାଇଥିଲା ।<ref>{{cite news |url=http://www.sport.es/es/noticias/barca/2011/08/27/barca-madrid/1131109.shtml |title=El club azulgrana ya tiene más títulos que el Real |newspaper=Sport |location=Madrid |access-date=27 August 2011 |url-status=dead |archive-url=https://web.archive.org/web/20120110150632/http://www.sport.es/es/noticias/barca/2011/08/27/barca-madrid/1131109.shtml |archive-date=10 January 2012 }}</ref>
* ୨୦୧୧ ମସିହା ଡିସେମ୍ଵର ମାସରେ ବାର୍ସେଲୋନା ଫିଫା କ୍ଲବ ବିଶ୍ଵକପରେ ସାଣ୍ଟୋସକୁ ୪-୦ରେ ହରାଇ ବିଜୟୀ ହୋଇଥିଲା ।<ref>{{cite web|url=http://www.fcbarcelona.com/football/first-team/detail/article/santos-fcb-legendary-barca-0-4|title=SANTOS-FCB: Legendary Barça (0–4)|date=18 December 2011|work=FC Barcelona|access-date=18 December 2011|archive-url=https://web.archive.org/web/20111222010356/http://www.fcbarcelona.com/football/first-team/detail/article/santos-fcb-legendary-barca-0-4|archive-date=22 December 2011|url-status=dead}}</ref> ଏଥି ସହିତ ଗାର୍ଡିଓଲାଙ୍କ ପରିଚାଳନାରେ ଦଳ ଖେଳିଥିବା ୧୬ଟି ପ୍ରତିଯୋଗିତାରୁ ୧୩ଟି ଟ୍ରଫି ଜିତିଥିଲା ।<ref>{{cite web|url=http://www.fcbarcelona.com/football/first-team/detail/article/guardiola-winning-13-out-of-16-titles-is-only-possible-when-you-have-a-competitive-mentality|title=Guardiola: "Winning 13 out of 16 titles is only possible when you have a competitive mentality"|date=18 December 2011|work=FC Barcelona|access-date=18 December 2011|archive-url=https://web.archive.org/web/20120108011751/http://www.fcbarcelona.com/football/first-team/detail/article/guardiola-winning-13-out-of-16-titles-is-only-possible-when-you-have-a-competitive-mentality|archive-date=8 January 2012|url-status=dead}}</ref><ref>{{cite web|url=https://www.fifa.com/clubworldcup/matches/round=257437/match=300180901/summary.html|title=Santos humbled by brilliant Barcelona|date=18 December 2011|publisher=FIFA|access-date=18 December 2011}}</ref> ୨୦୧୧-୧୨ କୋପା ଡେଲ୍ ରେ ଗାର୍ଡିଓଲାଙ୍କ ପରିଚାଳିତ ବାର୍ସେଲୋନା ଦଳର ଚତୁର୍ଦ୍ଦଶ ଟ୍ରଫି ଥିଲା ।<ref>{{cite news|title=Pep Guardiola's 14 trophies at Barcelona – in pictures|url=https://www.theguardian.com/football/gallery/2012/apr/27/pep-guardiola-barcelona |newspaper=The Guardian |location=London |date=25 October 2015}}</ref>
 
ସେ ସମୟର ବାର୍ସେଲୋନା କ୍ଲବ ଦଳକୁ ବହୁ କ୍ରୀଡ଼ା ବିଶେଷଜ୍ଞ ବିଶ୍ଵର ଶ୍ରେଷ୍ଠ ଫୁଟବଲ ଦଳ ବୋଲି କହିଛନ୍ତି । ୨୦୧୧ ମସିହାର ସୌରେୟସ୍ ୱଲ୍ଡ ସ୍ପୋର୍ଟ୍ସ ଏୱାର୍ଡ୍‍ର “ଟିମ୍ ଅଫ୍ ଦ ଇୟର୍” ସମ୍ମାନ ବାର୍ସେଲୋନା ଜିତିଥିଲା ।<ref>{{Cite web | url = https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | publisher = FC Barcelona | access-date = 24 October 2017 | title = Laureus Award tops off a year of recognition | first = Anna | last = Segura | date = 7 February 2012 | url-status=live | archive-url = https://web.archive.org/web/20171024154021/https://www.fcbarcelona.com/football/first-team/news/2011-2012/laureus-award-tops-off-a-year-of-recognition | archive-date = 24 October 2017 }}</ref>
 
୨୦୧୧-୧୨ କ୍ରୀଡ଼ାବର୍ଷରେ ଚେଲ୍‍ସି ଏଫ୍‍ସି ଦଳଠାରୁ ଚାମ୍ପିୟନ୍ସ ଲିଗ୍ ସେମି-ଫାଇନାଲରେ ପରାସ୍ତ ହେବା ପରେ ଗାର୍ଡିଓଲାଙ୍କ ଖେଳାଳୀ ଚୟନ ଏବଂ ରଣନୀତିର ସମାଲୋଚନା କରାଯାଇଥିଲା ।<ref>{{cite web|url=http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|title=Barca 'not tired' on MSN Video|publisher=MSN|access-date=29 November 2012|archive-url=https://web.archive.org/web/20130507135809/http://video.uk.msn.com/watch/video/barca-not-tired/2i6en3os?cpkey=a70999a2-196d-4734-bf81-43688140eec8|archive-date=7 May 2013|url-status=dead}}</ref><ref>{{cite news| url=https://www.telegraph.co.uk/sport/football/competitions/champions-league/9230314/Pep-Guardiolas-reign-in-Spain-was-coming-to-an-end-according-to-all-the-signs.html |newspaper=The Daily Telegraph |location=London | first=Pete | last=Jenson | title=Pep Guardiola's reign in Spain was coming to an end, according to all the signs | date=26 April 2012}}</ref> ଟିଟୋ ଭିଲାନୋୱାଙ୍କୁ ଗାର୍ଡିଓଲାଙ୍କ ପରବର୍ତ୍ତୀ ପରିଚାଳକ ଭାବେ ନିଯୁକ୍ତି ଦିଆଗଲା ଓ ଗାର୍ଡିଓଲା ବିଦାୟ ନେଇଥିଲେ ।<ref>{{cite web|url=http://soccernet.espn.go.com/news/story/_/id/1055094/pep-guardiola-to-part-company-with-barcelona---reports?cc=5901 |title=Pep Guardiola to part company with Barcelona – reports|publisher=ESPN FC |date=26 April 2012 |access-date=29 November 2012}}</ref><ref>{{cite news| url=https://www.telegraph.co.uk/sport/football/teams/chelsea/9222641/Barcelona-v-Chelsea-Pep-Guardiola-keeps-calm-as-Nou-Camp-critics-question-selection-and-tactics.html |newspaper=The Daily Telegraph |location=London | title=Barcelona v Chelsea: Pep Guardiola keeps calm as Nou Camp critics question selection and tactics | date=24 April 2012}}</ref>
 
୨୦୧୪ରୁ ୨୦୧୬ କାଳରେ ଜୋସେଫ୍ ମାରିଆ ବାର୍ଟୋମ୍ୟୁ ଅଧ୍ୟକ୍ଷ ଦାୟିତ୍ତ୍ଵ ବହନ କରିଥିଲେ ଓ ବାର୍ସେଲୋନା ସମର୍ଥକ ଏହି ସମୟକୁ ବାର୍ଟୋମ୍ୟୁ ଯୁଗ ବୋଲି କହିଥାନ୍ତି ।
 
୨୦୧୩-୧୪ କ୍ରୀଡ଼ାବର୍ଷର ୟୁଇଫା ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଓ ଆଥଲେଟିକୋ ମାଦ୍ରିଦ ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ଅମିମାଂଶିତ ରହିବା ପରେ ଆଥଲେଟିକୋକୁ ବିଜୟୀ ଘୋଷିତ କରାଯାଇଥିଲା ।<ref>{{cite news|last=Martin|first=Richard|title=Barcelona 1 Atletico Madrid 1, La Liga: match report|url=https://www.telegraph.co.uk/sport/football/competitions/la-liga/10838338/Barcelona-v-Atletico-Madrid-La-Liga-live.html|access-date=17 May 2014 |newspaper=The Daily Telegraph |location=London |date=17 May 2014}}</ref> ବାର୍ସେଲୋନା ଦଳ ୨୦୧୪-୧୫ କ୍ରୀଡ଼ାବର୍ଷର ଲା ଲିଗା, କୋପା ଡେଲ୍ ରେ ଏବଂ ଚାମ୍ପିୟନ୍ସ ଲିଗରେ ବିଜୟୀ ହୋଇଥିଲା ।<ref name="second treble">[http://www.espnfc.com/blog/the-match/60/post/2479474/johan-cruyffs-influence-barcelona-win-champions-league "Johan Cruyff's influence endures as Barcelona complete the 'double-treble"]. ''ESPN FC''. Retrieved 8 June 2015.</ref><ref>{{cite web|url=http://www.fcbarcelona.com/football/first-team/detail/article/title-league-champions-fcbarcelona-atletico-madrid-2014-15|title=Barcelona are La Liga Champions|publisher=FC Barcelona|date=17 May 2015|access-date=17 May 2015|archive-url=https://web.archive.org/web/20150519225125/http://www.fcbarcelona.com/football/first-team/detail/article/title-league-champions-fcbarcelona-atletico-madrid-2014-15|archive-date=19 May 2015|url-status=dead}}</ref><ref>{{cite web|url=http://www.fcbarcelona.com/football/first-team/detail/article/fc-barcelona-s-seventh-league-title-in-ten-years|title=Seventh La Liga title in last ten years|publisher=FC Barcelona|date=17 May 2015|access-date=17 May 2015|archive-url=https://web.archive.org/web/20150519110212/http://www.fcbarcelona.com/football/first-team/detail/article/fc-barcelona-s-seventh-league-title-in-ten-years|archive-date=19 May 2015|url-status=dead}}</ref><ref>{{cite web |url=http://www.fcbarcelona.com/football/first-team/match-archive/2014-2015/copa-del-rey/final/athletic-club_fc-barcelona|title=Barca won 27th title of Copa Del Rey|publisher=FC Barcelona |date=30 May 2015 |access-date=30 May 2015}}</ref><ref>{{cite news |url= https://www.telegraph.co.uk/sport/football/competitions/champions-league/11652515/Champions-League-final-Juventus-vs-Barcelona-live.html|title=Barcelona crush Juventus in Champions League final: as it happened|date=6 June 2015 |newspaper=The Daily Telegraph |location=London |access-date=8 June 2015}}</ref> ଏହି ସମସ୍ତ ପ୍ରତିଯୋଗିତାରେ ବାର୍ସେଲୋନା ପକ୍ଷରୁ ମେସି, ସୁଆରେଜ୍ ଓ ନେମାର୍ ସର୍ବମୋଟ ୧୨୨ଟି ଗୋଲ କରିଥିଲେ ଏବଂ ସ୍ପେନୀୟ କ୍ଲବ ଫୁଟବଲ ଇତିହାସରେ ଏପରି ଆକ୍ରମଣକାରୀ ତ୍ରୟକର ଦୃଷ୍ଟାନ୍ତ ଅତି ବିରଳ ।<ref>{{cite news|url=https://www.theguardian.com/football/2015/jun/06/barcelona-luis-suarez-lionel-messi-juventus-champions-league-final|title=Barcelona's Luis Suárez, Leo Messi and Neymar too good for Juventus|date=6 June 2015|access-date=1 November 2015 |newspaper=The Guardian |location=London}}</ref>
 
 
ବାର୍ସେଲୋନା ସେଭିୟା ଏଫ୍‍ସିକୁ ହରାଇ ୨୦୧୫-୧୬ ୟୁରୋପୀୟ ସୁପରକପ ଓ କ୍ଲବ୍ ଆଥଲେଟିକୋ ରିଭର୍ ପ୍ଲେଟ୍‍କୁ ହରାଇ ୨୦୧୫ ଫିଫା କ୍ଲବ ବିଶ୍ଵକପ ଜିତିଥିଲା ।<ref>{{cite news|url=http://www.fcbarcelona.com/football/first-team/detail/article/iniesta-messi-and-suarez-make-up-club-world-cup-podium|title=Iniesta, Messi and Suárez make up Club World Cup Podium|date=20 December 2015|publisher=FC Barcelona|access-date=7 January 2016|archive-url=https://web.archive.org/web/20151222193357/http://www.fcbarcelona.com/football/first-team/detail/article/iniesta-messi-and-suarez-make-up-club-world-cup-podium|archive-date=22 December 2015|url-status=dead}}</ref><ref>{{cite web|title=International Cups Trivia |url=http://www.rsssf.com/miscellaneous/intcuprec.html | publisher=Rec.Sport.Soccer Statistics Foundation}}</ref><ref>{{cite web| title=FC Barcelona have the most international titles in world football| url=http://www.fcbarcelona.com/football/first-team/detail/article/fc-barcelona-have-the-most-international-titles-in-world-football| publisher=FC Barcelona| date=23 December 2015| access-date=8 January 2016| archive-url=https://web.archive.org/web/20151227085207/http://www.fcbarcelona.com/football/first-team/detail/article/fc-barcelona-have-the-most-international-titles-in-world-football| archive-date=27 December 2015| url-status=dead| df=dmy-all}}</ref> ୨୦୧୫ କ୍ରୀଡ଼ାବର୍ଷରେ ବାର୍ସେଲୋନା ନିଜ ସମସ୍ତ ଖେଳରେ ୧୮୦ଟି ଗୋଲ କରିଥିଲା ଯାହା ଏକ ରେକର୍ଡ ।<ref>{{cite news|url=http://www.fcbarcelona.com/football/first-team/detail/article/180-goals-and-51-wins-in-a-record-breaking-2015|title=180 Goals and 51 Wins in a record breaking 2015|date=31 December 2015|publisher=FC Barcelona|access-date=7 January 2016|archive-url=https://web.archive.org/web/20160104165240/http://www.fcbarcelona.com/football/first-team/detail/article/180-goals-and-51-wins-in-a-record-breaking-2015|archive-date=4 January 2016|url-status=dead}}</ref> ୨୦୨୦ ମସିହା ଅକ୍ଟୋବର ମାସରେ ବାର୍ଟୋମ୍ୟୁ ଇସ୍ତଫା ଦେଇଥିଲେ ।<ref>{{cite web |url=https://www.fcbarcelona.com/en/club/news/1878687/josep-maria-bartomeu-announces-the-resignation-of-the-board-of-directors|title=Josep Maria Bartomeu announces the resignation of the Board of Directors | date=27 October 2020|publisher=[[FC Barcelona]]}}</ref>