"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨ କ ଧାଡ଼ି:
 
==ଆଧୁନିକ ଯୁଗ (୧୯୭୮ରୁ ବର୍ତ୍ତମାନ)==
[[File:La Masia (Can Planas) (Barcelona) - 1.jpg|thumb|leftright|ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ୧୭୦୨ ମସିହାର ଏକ ପୁରାତନ ଅଟ୍ଟାଳିକାରେ ୧୯୭୯ ମସିହାରେ ଲା ମାସିଆର ସ୍ଥାପନା କରାଗଲା<ref>{{cite book |last=Lowe |first=Sid |title=Fear and Loathing in La Liga: Barcelona vs Real Madrid (Page 373)|year=2013 |publisher=Random House |isbn=978-02-2409-178-7 |url=https://books.google.com/books?id=2l6zHv_reuUC&pg=PA373}}</ref><ref>{{Cite news|last=Rogers |first=Iain |url=http://uk.reuters.com/article/idUKTRE59L02D20091022 |title=Barca talent farm marks 30 years of success |agency=Reuters |date=22 October 2009|newspaper=Reuters }}</ref>]]
 
ସ୍ପେନ ୧୯୭୪ ମସିହାରେ ଗଣତନ୍ତ୍ର ହେବା ପରେ ୧୯୭୮ ମସିହାରେ ଜୋସେଫ୍ ଲୁଇ ନୁନ୍ୟେଜ୍ ବାର୍ସେଲୋନା କ୍ଲବ୍‍ର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ହୋଇଥିଲେ । ନିଜ ୨୨ ବର୍ଷର କାର୍ଯ୍ୟକାଳରେ ବାର୍ସେଲୋନାକୁ ଏକ ବିଶ୍ଵ ସ୍ତରୀୟ କ୍ଲବରେ ରୂପାନ୍ତରିତ କରିବା ପାଇଁ ନୁନ୍ୟେଜ୍ ସ୍ଥାୟିତ୍ଵ ପାଇଁ ଚେଷ୍ଟା କଲେ । ସେ ଖେଳାଳୀଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।<ref name="fcbarcelona4">{{cite web |url=http://www.fcbarcelona.com/web/english/club/historia/etapes_historia/etapa_4.html |archive-url=https://archive.today/20121204143800/http://www.fcbarcelona.com/web/english/club/historia/etapes_historia/etapa_4.html |url-status=dead |archive-date=4 December 2012 |title=History part IV |publisher=FC Barcelona |access-date=15 March 2010 }}</ref><ref>Ball, Phil p. 85</ref>
{{football squad on pitch|align=rightleft
 
| GK = '''ଜୁବିଜାରେଟା (ଅ)'''
| LB = '''ହୁଆନ କାର୍ଲୋସ'''
| RCB = '''କୋନ୍‍ମାନ୍'''
| LCB = '''ନାଣ୍ଡୋ'''
| RB = '''ଫେରର୍'''
| RM = '''ବାକେରୋ'''
| RCM = '''ଅଏସେବିଓ'''
| LCM = '''ଗାର୍ଡିଓଲା'''
| LM = '''ଲାଉଡ୍ରୁପ'''
| RCF = '''ସାଲିନାସ'''
| LCF = '''ଷ୍ଟୋଇଚକୋଭ୍'''
| caption = ୧୯୯୨ ୟୁରୋପୀୟ କପ ଫାଇନାଲ ପ୍ରାରମ୍ଭିକ ସଂରଚନା
}}
୧୯୭୯ ମସିହା ମଇ ୧୬ ତାରିଖରେ ବାର୍ସେଲୋନା ଦଳ ଫୋର୍ଚ୍ୟୁନା ଡୁସେଲଡୋର୍ଫ ଦଳକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ୟୁଇଫା କପ ୱିନର୍ସ କପ ଜିତିଥିଲେ । ସେହି ବର୍ଷ ନୁନ୍ୟେଜ୍ ପ୍ରତିଭାବାନ ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ବାର୍ସେଲୋନାର ଲା ମାସିଆ ଅନୁଷ୍ଠାନର ସ୍ଥାପନା କରିଥିଲେ ।<ref>{{cite web|url=http://www.fcbarcelona.com/web/english/club/club_avui/territori_barca/la_Masia/lamasia.html |title=La Masia |access-date=30 July 2010 |publisher=FC Barcelona |url-status=dead |archive-url=http://arquivo.pt/wayback/20091003171950/http://www.fcbarcelona.com/web/english/club/club_avui/territori_barca/la_Masia/lamasia.html |archive-date= 3 October 2009 }}</ref>
[[File:Maradona Barcelona shirt.jpg|thumb|leftright|ଏଫ୍‍ସି ବାର୍ସେଲୋନା ସଂଗ୍ରହାଳୟରେ ଡିଏଗୋ ମାରାଡୋନାଙ୍କ ବ୍ଲାଉଗ୍ରାନା ପୋଷାକ]]
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।<ref>Dobson, Stephen; Goddard, John A. p. 180</ref> କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।<ref>Spaaij, Ramón pp. 291–292</ref>
[[File:Cruyff_a_la_banqueta_del_Camp_Nou.jpg|thumb|left|200px|ବାର୍ସେଲୋନା ଡ୍ରିମ୍ ଟିମ୍‍ର ପ୍ରଶିକ୍ଷକ ୟୋହାନ କ୍ରଏଫ୍]]
Line ୫୧ ⟶ ୬୪:
}}</ref>
 
 
{{football squad on pitch|align=right
| GK = '''ଜୁବିଜାରେଟା (ଅ)'''
| LB = '''ହୁଆନ କାର୍ଲୋସ'''
| RCB = '''କୋନ୍‍ମାନ୍'''
| LCB = '''ନାଣ୍ଡୋ'''
| RB = '''ଫେରର୍'''
| RM = '''ବାକେରୋ'''
| RCM = '''ଅଏସେବିଓ'''
| LCM = '''ଗାର୍ଡିଓଲା'''
| LM = '''ଲାଉଡ୍ରୁପ'''
| RCF = '''ସାଲିନାସ'''
| LCF = '''ଷ୍ଟୋଇଚକୋଭ୍'''
| caption = ୧୯୯୨ ୟୁରୋପୀୟ କପ ଫାଇନାଲ ପ୍ରାରମ୍ଭିକ ସଂରଚନା
}}
ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।<ref>{{cite news|url=http://www.timesonline.co.uk/tol/sport/football/european_football/article5950195.ece |author=Hawkey, Ian |work=The Times |access-date=30 July 2010|title=Novelty factor adds spice to clash of giants|date=22 March 2009 | location=London}}</ref>
କ୍ରଏଫଙ୍କ ତତ୍ତ୍ଵାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରଏଫଙ୍କ ସମୟରେ ବାର୍ସେଲୋନା ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।<ref name=honours>{{cite web|url=http://www.fcbarcelona.com/web/english/futbol/palmares/palmares.html |archive-url=http://arquivo.pt/wayback/20091003163828/http://www.fcbarcelona.com/web/english/futbol/palmares/palmares.html |url-status=dead |archive-date=3 October 2009 |title=Honours |publisher=FC Barcelona |access-date=12 March 2010 }}</ref> ପରେ କ୍ରଏଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।<ref name="fcbarcelona4"/> କ୍ରଏଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“<ref>{{cite news|title=The inventor of modern football|url=http://www.ft.com/cms/s/0/9eb4d622-0a31-11e5-a6a8-00144feabdc0.html|work=Financial Times|date=25 October 2015}}</ref> ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।<ref>{{cite news|title=Joan Laporta on Barcelona, Beckham, Mourinho, Guardiola and Messi|url=http://www1.skysports.com/watch/tv-shows/revista-de-la-liga/news/8713233/joan-laporta-on-barcelona-beckham-mourinho-guardiola-and-messi|publisher=Sky Sports|date=21 March 2015}}</ref>