"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୨ କ ଧାଡ଼ି:
 
==ଆଧୁନିକ ଯୁଗ (୧୯୭୮ରୁ ବର୍ତ୍ତମାନ)==
[[File:La Masia (Can Planas) (Barcelona) - 1.jpg|thumb|rightleft|ଯୁବ ଖେଳାଳୀଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ୧୭୦୨ ମସିହାର ଏକ ପୁରାତନ ଅଟ୍ଟାଳିକାରେ ୧୯୭୯ ମସିହାରେ ଲା ମାସିଆର ସ୍ଥାପନା କରାଗଲା<ref>{{cite book |last=Lowe |first=Sid |title=Fear and Loathing in La Liga: Barcelona vs Real Madrid (Page 373)|year=2013 |publisher=Random House |isbn=978-02-2409-178-7 |url=https://books.google.com/books?id=2l6zHv_reuUC&pg=PA373}}</ref><ref>{{Cite news|last=Rogers |first=Iain |url=http://uk.reuters.com/article/idUKTRE59L02D20091022 |title=Barca talent farm marks 30 years of success |agency=Reuters |date=22 October 2009|newspaper=Reuters }}</ref>]]
 
ସ୍ପେନ ୧୯୭୪ ମସିହାରେ ଗଣତନ୍ତ୍ର ହେବା ପରେ ୧୯୭୮ ମସିହାରେ ଜୋସେଫ୍ ଲୁଇ ନୁନ୍ୟେଜ୍ ବାର୍ସେଲୋନା କ୍ଲବ୍‍ର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ହୋଇଥିଲେ । ନିଜ ୨୨ ବର୍ଷର କାର୍ଯ୍ୟକାଳରେ ବାର୍ସେଲୋନାକୁ ଏକ ବିଶ୍ଵ ସ୍ତରୀୟ କ୍ଲବରେ ରୂପାନ୍ତରିତ କରିବା ପାଇଁ ନୁନ୍ୟେଜ୍ ସ୍ଥାୟିତ୍ଵ ପାଇଁ ଚେଷ୍ଟା କଲେ । ସେ ଖେଳାଳୀଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।<ref name="fcbarcelona4">{{cite web |url=http://www.fcbarcelona.com/web/english/club/historia/etapes_historia/etapa_4.html |archive-url=https://archive.today/20121204143800/http://www.fcbarcelona.com/web/english/club/historia/etapes_historia/etapa_4.html |url-status=dead |archive-date=4 December 2012 |title=History part IV |publisher=FC Barcelona |access-date=15 March 2010 }}</ref><ref>Ball, Phil p. 85</ref>
୬୯ କ ଧାଡ଼ି:
 
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍‍ସନ୍‍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ତ୍ଵ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍‍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।<ref name="Ronaldo"/> ସଫଳତା ସତ୍ତ୍ଵେ ଲୁଇ ଭାନ୍‍ ଗାଲ୍ ଉପଲବ୍ଧ ହେବା ପରେ ରବ୍‍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।<ref name="fcbarcelona5">{{cite web |url=http://www.fcbarcelona.com/web/english/club/historia/etapes_historia/etapa_5.html |archive-url=https://archive.today/20121204192124/http://www.fcbarcelona.com/web/english/club/historia/etapes_historia/etapa_5.html |url-status=dead |archive-date=4 December 2012 |title=History part V |publisher=FC Barcelona |date=15 June 2003 |access-date=12 March 2010 }}</ref> ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ [[ଇଣ୍ଟର ମିଲାନ]] ଦଳରେ ଯୋଗ ଦେଇଥିଲେ ।<ref name="Ronaldo">{{cite news|last1=Smyth|first1=Rob|title=Ronaldo at 40: Il Fenomeno's legacy as greatest ever No9, despite dodgy knees|url=https://www.theguardian.com/football/blog/2016/sep/17/ronaldo-40-birthday-brazil-greatest-ever-striker|newspaper=The Guardian|date=17 September 2016|access-date=31 August 2018}}</ref> କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳୀମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳୀ ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳୀ ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।<ref name="fcbarcelona5"/>
[[File:Centenari Logotip.JPG|thumb|rightleft|220px|ବାର୍ସେଲୋନାର ଶତ-ବାର୍ଷିକୀ ଫଳକ]]
ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳୀ ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ଵନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍‍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ଵାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।<ref>Ball, Phil. p. 19</ref>
 
୧୫୮ କ ଧାଡ଼ି:
}}
ବାର୍ସେଲୋନା ସେଭିୟା ଏଫ୍‍ସିକୁ ହରାଇ ୨୦୧୫-୧୬ ୟୁରୋପୀୟ ସୁପରକପ ଓ କ୍ଲବ୍ ଆଥଲେଟିକୋ ରିଭର୍ ପ୍ଲେଟ୍‍କୁ ହରାଇ ୨୦୧୫ ଫିଫା କ୍ଲବ ବିଶ୍ଵକପ ଜିତିଥିଲା ।<ref>{{cite news|url=http://www.fcbarcelona.com/football/first-team/detail/article/iniesta-messi-and-suarez-make-up-club-world-cup-podium|title=Iniesta, Messi and Suárez make up Club World Cup Podium|date=20 December 2015|publisher=FC Barcelona|access-date=7 January 2016|archive-url=https://web.archive.org/web/20151222193357/http://www.fcbarcelona.com/football/first-team/detail/article/iniesta-messi-and-suarez-make-up-club-world-cup-podium|archive-date=22 December 2015|url-status=dead}}</ref><ref>{{cite web|title=International Cups Trivia |url=http://www.rsssf.com/miscellaneous/intcuprec.html | publisher=Rec.Sport.Soccer Statistics Foundation}}</ref><ref>{{cite web| title=FC Barcelona have the most international titles in world football| url=http://www.fcbarcelona.com/football/first-team/detail/article/fc-barcelona-have-the-most-international-titles-in-world-football| publisher=FC Barcelona| date=23 December 2015| access-date=8 January 2016| archive-url=https://web.archive.org/web/20151227085207/http://www.fcbarcelona.com/football/first-team/detail/article/fc-barcelona-have-the-most-international-titles-in-world-football| archive-date=27 December 2015| url-status=dead| df=dmy-all}}</ref> ୨୦୧୫ କ୍ରୀଡ଼ାବର୍ଷରେ ବାର୍ସେଲୋନା ନିଜ ସମସ୍ତ ଖେଳରେ ୧୮୦ଟି ଗୋଲ କରିଥିଲା ଯାହା ଏକ ରେକର୍ଡ ।<ref>{{cite news|url=http://www.fcbarcelona.com/football/first-team/detail/article/180-goals-and-51-wins-in-a-record-breaking-2015|title=180 Goals and 51 Wins in a record breaking 2015|date=31 December 2015|publisher=FC Barcelona|access-date=7 January 2016|archive-url=https://web.archive.org/web/20160104165240/http://www.fcbarcelona.com/football/first-team/detail/article/180-goals-and-51-wins-in-a-record-breaking-2015|archive-date=4 January 2016|url-status=dead}}</ref> ୨୦୨୦ ମସିହା ଅକ୍ଟୋବର ମାସରେ ବାର୍ଟୋମ୍ୟୁ ଇସ୍ତଫା ଦେଇଥିଲେ ।<ref>{{cite web |url=https://www.fcbarcelona.com/en/club/news/1878687/josep-maria-bartomeu-announces-the-resignation-of-the-board-of-directors|title=Josep Maria Bartomeu announces the resignation of the Board of Directors | date=27 October 2020|publisher=[[FC Barcelona]]}}</ref>
 
 
== ପୋଷାକ ଓ ଦଳର ଚିହ୍ନ ==