"ବାର୍ସେଲୋନା ଫୁଟବଲ କ୍ଲବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୯୨ କ ଧାଡ଼ି:
୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ଵନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ଵସିତ ସମ୍ଵର୍ଦ୍ଧନା ଦେଇଥିଲେ ।<ref>{{cite news|url=https://www.independent.co.uk/sport/football/european/real-madrid-0-barcelona-3-bernabeu-forced-to-pay-homage-as-ronaldinho-soars-above-the-galacticos-516202.html|title=Real Madrid 0 Barcelona 3: Bernabeu forced to pay homage as Ronaldinho soars above the galacticos |work=The Independent|date=21 November 2005 |access-date=11 August 2010 | location=London | first=Patrick | last=McCurdy}}</ref> ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍‍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।<ref>{{cite news|url=http://news.bbc.co.uk/sport2/hi/football/europe/4773353.stm |title=Barcelona 2–1 Arsenal |work=BBC Sport |date=17 May 2006 |access-date=11 August 2010}}</ref>
 
ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳୀଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।<ref>{{cite news|url=http://news.bbc.co.uk/sport2/hi/football/africa/6353861.stm |title=Barcelona will not punish Eto'o |work=BBC Sport |date=14 February 2007 |access-date=11 August 2010}}</ref> Ronaldinho also admitted that a lack of fitness affected his form.<ref>{{cite web|url=https://int.soccerway.com/news/2007/August/03/barcelona-defends-asian-tour/ |title=Barcelona defends Asian tour |agency=Agence France-Presse |website=Soccerway|access-date=11 March 2010}}</ref> ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ତ୍ଵ ପ୍ରଦାନ କରାଯାଇଥିଲା ।<ref name="FC Barcelona">{{cite web|url=http://www.fcbarcelona.com/web/english/noticies/destacades/n080508104104.html|archive-url=https://archive.today/20121204141033/http://www.fcbarcelona.com/web/english/noticies/destacades/n080508104104.html|url-status=dead|archive-date=4 December 2012|title=Rijkaard until 30 June; Guardiola to take over|date=8 May 2008|access-date=8 May 2009|publisher=FC Barcelona}}</ref>
 
{{multiple image|align=left