"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
The date, 24 December,2020, Thursday
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫ କ ଧାଡ଼ି:
|longtype = ଧାର୍ମିକ
|image =
|caption =ଓଡ଼ିଆ ଙ୍କ ସୁଦଶା ବ୍ରତ
|official_name =
|nickname =
୧୧ କ ଧାଡ଼ି:
|date = [[ପକ୍ଷ|ଶୁକ୍ଳ]] [[ଦଶମୀ]] ଓ [[ଗୁରୁବାର]]
|frequency = ଅନିୟମିତ
|duration =୨୪ ଡିସେମ୍ବର ୨୦୨୦
|date2015 = ୨୯ ଜାନୁଆରୀ, <br/>୨୮ ମଇ
|date2016 = ୧୪ ଜୁଲାଇ, <br/> ୧୦ ନଭେମ୍ବର
୧୯ କ ଧାଡ଼ି:
|relatedto =
}}
ଶୁକ୍ଳପକ୍ଷ [[ଦଶମୀ]] [[ତିଥି]] [[ଗୁରୁବାର]]ରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । <ref>{{cite web |url= http://www.orissaonline.co.in/2011/05/sudasha-brata-6-oct/ |title=Sudasha Brata &#124; Orissa Online |first= |last=|work=orissaonline.co.in |quote=When there is a rare combination of Shukla Paksha, Thursday and Dasami in Oriya Calendar Sudash Brata is observed. |accessdate=6 24 December 2012}}</ref>ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
 
ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ [[ମୁରୁଜ]], ଦଶମୁଖୀ ଦୀପ, ଦଶମୁଠି [[ଚାଉଳ]], ଦଶମେଞ୍ଚା [[କଦଳୀ]], ଦଶଗୋଟି [[ମଣ୍ଡା ପିଠା|ମଣ୍ଡା]] ଓ [[ଲକ୍ଷ୍ମୀ]]ଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ।<!-- (ମହାଲକ୍ଷ୍ମୀ, କମଳା, ହରିପ୍ରିୟା, ପଦ୍ମାଳୟା, ଦାରିଦ୍ର୍ୟ ଭଞ୍ଜନ, କୌମଦକୀ, ଗଜ ବାହିନୀ, ଚଞ୍ଚଳା, କୋକମାତା ଓ ରୁଙ୍କୁଣୀ) ମତାନ୍ତରେ(ଆଦି ମାତା, ବିଘ୍ନ ସେନି, ମାହେଶ୍ୱରୀ, ବାରାହୀ, କୋକଧାତ୍ରୀ, ଅନ୍ନପୂର୍ଣ୍ଣା, କାମାକ୍ଷୀ, ଉଗ୍ରତାରା, ମହାଲକ୍ଷ୍ମୀ, କମଳିନୀ) -->