"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପର୍ବପର୍ବାଣୀ: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: Manual revert Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2409:4062:2382:8A65:79CD:2A1F:A10F:DCD7 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2409:4062:9C:BA0A:6142:1C9C:C0F0:43E1ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗସବୁ: Rollback Reverted
୩ କ ଧାଡ଼ି:
 
[[File:Cultural regional areas of India.png||thumb|ଭାରତ ''ଉପମହାଦ୍ୱୀପ''ର କ୍ଷେତ୍ରର ସାଂସ୍କୃତିକ ସୀମା , ସ୍ଥିରତା ଏବଂ ଐତିହାସିକ ସ୍ଥାୟୀତ୍ୱକୁ ପ୍ରଦର୍ଶିତ କରୁଥିବା ''ମାନଚିତ୍ର'']]
'''[[ଭାରତ]]ର [[ସଂସ୍କୃତି]]''', ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ(unique) ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା [[ବୈଦିକ ରୀତି|ବୈଦିକ ଯୁଗ]]ରେ ପ୍ରଭାବ , ଭାରତରେ [[ବୌଦ୍ଧ ଧର୍ମ]] , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ [[ଭାରତ]]ର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ [[ଧର୍ମ]] ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
 
<!--
୧୯ କ ଧାଡ଼ି:
* ସର୍ବାଙ୍ଗୀନତା , ବିଶାଳତା , ଉଦାରତା ଏବଂ ସହିଷ୍ଣୁତାର ଦୃଷ୍ଟିରେ ଅନ୍ୟ ସଂସ୍କୃତି ଅପେକ୍ଷା ଅଗ୍ରଣୀ ସ୍ଥାନ ରଖିଥାଏ ।
-->
 
==ଭାଷା==
[[file:South Asian Language Families.png|right|thumb|300px|ବୃହତ [[ଭାରତ]]ର ଭାଷା ପରିବାର]]
Line ୫୬୧ ⟶ ୫୬୦:
 
==ପର୍ବପର୍ବାଣୀ==
[[ଭାରତ]] ଏକ ବହୁ ସାଂସ୍କୃତିକ ଏବଂ ଧାର୍ମିକ ସମାଜ ହେବା କାରଣରୁ ବିଭିନ୍ନ ଧର୍ମର ପର୍ବପର୍ବାଣୀକୁ ପାଳନ କରାଯାଏକରିଥାନ୍ତି । ଭାରତରେ ତିନୋଟି ରାଷ୍ଟ୍ରୀୟ ଅବକାଶ(vacation) ([[:en:national holidays in India|national holidays in India]]) ରହିଛି; "ସ୍ୱତନ୍ତ୍ରତା ଦିବସ", "ଗଣତନ୍ତ୍ର ଦିବସ" ଓ "[[ଗାନ୍ଧୀ ଜୟନ୍ତୀ]]" ([[:en:Gandhi Jayanti|Gandhi Jayanti]]) ଏବଂ ଏହି ତିନିକୁ ହର୍ଷ(happy) ଉଲ୍ଲାସ ସହିତ ପାଳନ କରାଯାଏ । ଏହାଛଡା ଭାରତର ପ୍ରାନ୍ତ ଏବଂ ତାହାର ରାଜଧାନୀର କ୍ଷେତ୍ରରେ ପ୍ରମୁଖ ମୁଖ୍ୟ ଧର୍ମ ଓ ଭାଷାଗତ ଜନସାଂଖିକରେ ଆଧାରିତ ସ୍ଥାନିୟ ପର୍ବ ଓ ଲୋକାପ୍ରୀୟ ଧାର୍ମିକ ସଂସ୍କୃତିରେ ସାମିଲ ହୋଇଛି । ହିନ୍ଦୁମାନଙ୍କର "ଗଣେଷ ପୂଜା" ([[:en:Ganesh Chaturthi|Ganesh Chaturthi]]), "[[ହୋଲି]]", "[[ନବରାତ୍ରୀ]]", "[[ଜନ୍ମାଷ୍ଟମୀ]]", "[[ରଥଯାତ୍ରା]]", "ମହା ଶିବରାତ୍ରୀ", "[[ରଜ]]" "[[ରାକ୍ଷୀ ପୂର୍ଣ୍ଣିମା]]" ([[:en:Rakshabandhan|Rakshabandhan]]) ଏବଂ "[[ଦଶହରା]]" ([[:en:Dussehra|Dussehra]])। ଏହା ସହିତ ଚାଷୀ ଓ ଫସଲ ସହିତ ସଂଯୁକ୍ତ(connected) ([[:en:harvest festival|harvest festival]]); ଯେପରି "ସଂକ୍ରାନ୍ତି" ([[:en:Sankranthi|Sankranthi]]), "ପୋଙ୍ଗଲ"([[:en:Thai Pongal|Pongal]]) ଏବଂ "[[ଓନାମ]]" ([[:en:Onam|Onam]]) ଆଦି ପ୍ରାୟତଃ ଲୋକପ୍ରୀୟ ପର୍ବ ଅଟେ । "କୁମ୍ଭ ମେଳା" ([[:en:Kumb Mela|Kumb Mela]]) ପ୍ରତି ୧୨ ବର୍ଷ ପରେ ୪ଟି ଅଲଗା-ଅଲଗା ସ୍ଥାନରେ ପାଳନ କରାଯାଉ ଥିବା ଏକ ବହୁତ ବଡ ସାମୂହିକ ତୀର୍ଥ ଯାତ୍ରା ଅଟେ , ଯେଉଁଥିରେ କୋଟି କୋଟି ହିନ୍ଦୁ ମାନେ ଅଂଶ ଗ୍ରହଣ କରିଥାନ୍ତି । ଭାରତୀୟ ନବବର୍ଷ ବିଭିନ୍ନ କ୍ଷେତ୍ରରେ ଅଲଗା-ଅଲଗା ଶୈଳୀରେ ପାଳନ କରାଯାଏ । ଉଗାଡି, ବିହୂ, ବିଶୁବ ସଂକ୍ରାନ୍ତି ଆଦି ଭାରତର ବିଭିନ୍ନ ଅଞ୍ଚଳର ନବବର୍ଷର ପର୍ବ ହୋଇଥାଏ ।
 
ଭାରତରେ କିଛି ପର୍ବ ବହୁ ଧର୍ମଦ୍ୱାରା ପାଳନ କରାଯାଏ । ଉଲ୍ଲେଖନିୟ ଉଦାହରଣରେ "ଦୀପାବଳୀ" ସାମିଲ ରହିଛି, ଯାହାକୁ ସମଗ୍ର ଦେଶରେ ହିନ୍ଦୁ, ଶିଖ ଏବଂ ଜୈନ ମାନଙ୍କଦ୍ୱାରା ପାଳନ କରାଯାଏ । ବୁଦ୍ଧ ପୂର୍ଣ୍ଣିମା ଓ ଆମ୍ବେଦକର ଜୟନ୍ତି ପର୍ବ ବୌଦ୍ଧ ମାନଙ୍କଦ୍ୱାରା ପାଳନ କରାଯାଏ । ଶିଖ ପର୍ବ, ଯେପରି "ଗୁରୁ ନାଙ୍କ ଜୟନ୍ତି", "ବୈଶାଖି" ଆଦି ପାଳନ କରାଯାଏ । "ଡ଼୍ରୀ ପର୍ବ" ଭାରତର ଆଦୀବାସୀ ପର୍ବରୁ ଗୋଟିଏ ଅଟେ ଯାହା ଅରୁଣାଞ୍ଚଳ ପ୍ରଦେଶର ଜୀରୋ ଘାଟୀରେ ପାଳନ କରାଯାଏ । ଏହା ଭାରତର ପୂର୍ବୀ ରାଜ୍ୟ ଅଟେ । "ନାଉରୂଜ" ଭାରତର ପାରସୀ ସମୂଦାୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ।