"ଚଷମା ଆଖି ପକ୍ଷୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Skumarm ପୃଷ୍ଠାଟିକୁ ଚସମା ଆଖି ପକ୍ଷୀରୁ ଚଷମା ଆଖି ପକ୍ଷୀକୁ ଘୁଞ୍ଚାଇଲେ: ଚଷମା ବନାନ ସଂଶୋଧନ
ଟିକେNo edit summary
୧୩ କ ଧାଡ଼ି:
* ''Burhinus oedicnemus indicus''
}}
'''ଚସମା ଆଖି ଚଢ଼େଇ''' ବା '''ଚଷମା ଆଖି ଚଢ଼େଇ''' (ଇଂରାଜୀରେ '''Indian stone-curlew''' ବା '''Indian thick-knee''', ଜୀବବିଜ୍ଞାନ ନାମ ''Burhinus indicus'') ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ ଚସମା ଆଖି ପକ୍ଷୀର ଏକ ଉପପ୍ରଜାତି କୁହାଯାଉଥିଲା । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ [[ଏସିଆ]]ର ସମତଳ ଅଞ୍ଚଳରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ । ଚସମା ଆଖି ପକ୍ଷୀର ଆଖିଗୁଡ଼ିକ ବଡ଼ । ଏହାର ଦେହ ମାଟିଆ ଓ ଫିକା ହଳଦିଆ ରଙ୍ଗର ହୋଇଥିବାରୁ ମାଟି ଓ ପଥର ପ୍ରଚ୍ଛଦରେ ଅପୂର୍ବ ଛଳାବରଣ ସୃଷ୍ଟି ହୋଇ ଏହି ପକ୍ଷୀକୁ ଠାବ କରିବା ଅତି କଷ୍ଟକର ହୋଇଥାଏ । ଏହି ପକ୍ଷୀ ଅନ୍ଧାରରେ ଅଧିକ ସକ୍ରିୟ । ଚସମା ଆଖି ପକ୍ଷୀର ଡାକରୁ ଏହାର ଇଂରାଜୀ ନାମ ''curlew''ର ସୃଷ୍ଟି । [[ଓଡ଼ିଶା]]ରେ ଲୋକେ ଏହି ପକ୍ଷୀକୁ '''ରାମା ଚଢ଼େଇ''' ଓ '''ବରସିରି''' ନାମରେ ମଧ୍ୟ ଡାକିଥାନ୍ତି ।
 
==ବିବରଣୀ==