"ବିଦୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ୍ ତିଆରି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୧୧ କ ଧାଡ଼ି:
 
== ଅତିଥି ରୂପେ କୃଷ୍ଣ ==
କୃଷ୍ଣଙ୍କ ଅନୁଯାୟୀ ବିଦୁରଙ୍କୁ ଧର୍ମରାଜ ଭାବରେ ବିବେଚନା କରାଯାଉଥିଲା, ଯାହାର ଅର୍ଥ ହେଉଛି ସତ୍ୟ ଏବଂ ଧର୍ମର ପ୍ରଭୁ । ଲୋକଙ୍କ କଲ୍ୟାଣ ପ୍ରତି ତାଙ୍କର ଭକ୍ତି ଏବଂ ଜ୍ଞାନର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପାଇଁ କୃଷ୍ଣ ବିଦୁରଙ୍କୁ ବହୁତ ସମ୍ମାନ କରୁଥିଲେ । ଯେତେବେଳେ କୃଷ୍ଣ ପାଣ୍ଡବଙ୍କର ଶାନ୍ତି ଦୂତ ଭାବରେ ହସ୍ତିନାପୁର ଗମନ କରିଥିଲେ, ସେତେବେଳେ ସେ ଦୁର୍ଯ୍ୟୋଧନଙ୍କ ରାଜପ୍ରାସାଦରେ ରହିବାକୁ ଦେଇଥିବା ପ୍ରସ୍ତାବକୁ ଏଡ଼ାଇ ଯାଇ କୌରବ ରାଜଦରବାରର ଏକମାତ୍ର ନିରପେକ୍ଷ ବ୍ୟକ୍ତି ବିଦୁରଙ୍କ ଘରକୁ ଯିବାକୁ ପସନ୍ଦ କରିଥିଲେ । କୃଷ୍ଣ ଦୁର୍ଯ୍ୟୋଧନଙ୍କ ବଦଳରେ ବିଦୁରଙ୍କ ଗୃହରେ ଆତିଥେୟ ସ୍ଵୀକାର କରିବାର କାରଣ ହେଉଛି ସେମାନଙ୍କ ଚିନ୍ତାଧାରା ଏବଂ ସେମାନଙ୍କ ମାନସିକାତାର ପାର୍ଥକ୍ୟ । ଦୁର୍ଯ୍ୟୋଧନଙ୍କର ଉଦ୍ଦେଶ୍ୟ ଥିଲା କୃଷ୍ଣଙ୍କକୃଷ୍ଣଙ୍କୁ ଉପରେଯେ ବିଳାସପୂର୍ଣ୍ଣତାକୌଣସି ଏବଂଉପାୟରେ ତାଙ୍କୁ କୌରବଙ୍କକୌରବ ପକ୍ଷରେ ଯୁଦ୍ଧ ସମୟରେ ଯୋଗଦେବାକୁ ମନାଇବା । ଦୁର୍ଯ୍ୟୋଧନଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ଜାଣିପାରି କୃଷ୍ଣ ମନା କରିଦେଲେ । କୃଷ୍ଣ ଜାଣିଥିଲେ ଯେ ବିଦୁର ଏବଂ ତାଙ୍କ ପତ୍ନୀ ତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିବା ଖାଦ୍ୟ କୌଣସି ଉଦ୍ଦେଶ୍ୟ ରହିତ ସାଙ୍ଗକୁ ପ୍ରେମ ଏବଂ ସ୍ନେହରେ ପରିପୂର୍ଣ୍ଣ ହୋଇଥିଲା ।<ref name="Thehindu">{{cite web |title=Vidura’s humility |url=https://www.thehindu.com/society/faith/viduras-humility/article19840623.ece |website=The Hindu |accessdate=17 December 2020 |language=en-IN |date=11 October 2017}}</ref>
 
== ମୃତ୍ୟୁ ==
"https://or.wikipedia.org/wiki/ବିଦୁର"ରୁ ଅଣାଯାଇଅଛି