"ବିଦୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ ଶୁଦ୍ଧି
୧ କ ଧାଡ଼ି:
{{ଛୋଟ|Vidura}}
ବିଦୁର (ସଂସ୍କୃତ: विदुर) [[ହିନ୍ଦୁ]] ମହାକାବ୍ୟ [[ମହାଭାରତ]]ର ଏକ ପ୍ରମୁଖ ଚରିତ୍ର । ତାଙ୍କୁ କୁରୁ ରାଜ୍ୟର ପ୍ରଧାନମନ୍ତ୍ରୀ ତଥା ପାଣ୍ଡବ ଏବଂ କୌରବଙ୍କ କକା (ପିତାଙ୍କ ଭ୍ରାତା) ଭାବରେ ବର୍ଣ୍ଣନା କରାଯାଇଛି ।<ref name="web.archieve.org">{{cite web |last1=Mani |first1=Vettam |title=Puranic encyclopaedia : a comprehensive dictionary with special reference to the epic and Puranic literature |url=https://archive.org/details/puranicencyclopa00maniuoft |website=www.archieve.org |publisher=Delhi : Motilal Banarsidass |accessdate=17 December 2020 |date=1975}}</ref> କୃଷ୍ଣଙ୍କୁ ବାଦ୍ ଦେଲେ ବିଦୁର ହିଁ ପାଣ୍ଡବଙ୍କ ପରାମର୍ଶଦାତା ଭାବରେ ଅଧିକ ସମ୍ମାନିତ ହୋଇଥିଲେ, ଯାହାକୁ ସେ ଦୁର୍ଯ୍ୟୋଧନଙ୍କ ଜତୁଗୃହ ଦାହ ଷଡଯନ୍ତ୍ର ବିଷୟରେ ଚେତାବନୀ ଦେଇଥିଲେ ।<ref name="nerdstravel">{{cite web |title=Lakshagraha of Mahabharat |url=https://www.nerdstravel.com/lakshagraha-of-mahabharat/ |website=Nerd's Travel |accessdate=17 December 2020 |date=7 August 2019}}</ref>
[[File:Vidura and Dhritarashtra.jpg|thumb|ଧୃତରାଷ୍ଟ୍ରଙ୍କ ସହ ବିଦୁର]]
== ଜନ୍ମ ==
ବ୍ୟାସଦେବ ଏବଂ ପରିଶ୍ରମୀଙ୍କ ପୁତ୍ରାର୍ଥେ ନିୟୋଗ ସମ୍ଭୋଗରୁ ବିଦୁରଙ୍କ ଜନ୍ମ । [[ଅମ୍ବିକା (ମହାଭାରତ)|ଅମ୍ବିକା]] ଏବଂ [[ଅମ୍ବାଳିକା]], ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ । ଉଭୟ ଅମ୍ବିକା ଏବଂ ଅମ୍ବଲିକାଅମ୍ବାଳିକା ହସ୍ତିନାପୁରାର ରାଜା ବିଚିତ୍ରବୀର୍ଯ୍ୟଙ୍କ ପତ୍ନୀ ଥିଲେ, ଯିଏ ନିଃସନ୍ତାନ ହୋଇ ମୃତ୍ୟୁ ବରଣ କରିଥିଲେ । ରାଜକୀୟ ବଂଶର ଉତ୍ତରାଧିକାରୀ ନିଶ୍ଚିତ କରିବାକୁ ବ୍ୟଗ୍ର ହୋଇ ମାତା ସତ୍ୟବତୀ ତାଙ୍କର ଅନ୍ୟ ଜଣେ ପୁତ୍ରଙ୍କୁପୁତ୍ର [[ବ୍ୟାସଦେବ]]<nowiki></nowiki>ଙ୍କୁ ଦୁଇ ବିଧବା ରାଣୀଙ୍କୁ ମାତୃତ୍ୱ ପ୍ରଦାନ କରିବାକୁ ଆକାଂକ୍ଷା କରି ବ୍ୟାସଦେବଙ୍କୁ ଡକାଇଲେ । ବ୍ୟାସଦେବ,ବ୍ୟାସଦେବଙ୍କ ଭଳି ଜଣେ ତପନିଷ୍ଠ ଋଷିଙ୍କ ତେଜରେ ଭୟଭୀତ ହୋଇ ଅମ୍ବିକା ତାଙ୍କୁ ଦେଖିବା ପରେ ଆଖି ବନ୍ଦ କରିଦେଲେ ଏବଂ ତାଙ୍କ ଭଉଣୀ ଅମ୍ବାଳିକା ଭୟଭୀତ ହୋଇ ଶେଠୁଆ ହୋଇଗଲେ । ଏଭଳି ସ୍ଥଳେ ବ୍ୟାସଦେବ ତାଙ୍କ ମାତାଙ୍କୁ ସୂଚନା ଦେଇଛନ୍ତି ଯେ ଫଳସ୍ୱରୂପ, ସେମାନେ ଜନ୍ମ କରିଥିବା ପୁଅମାନେ ଯଥାକ୍ରମେ ଅନ୍ଧ (ଧୃତରାଷ୍ଟ୍ର) ଏବଂ ପାଣ୍ଡୁର ବର୍ଣ୍ଣର (ପାଣ୍ଡୁ) ହୋଇଯିବେ ।
 
ଉଭୟ ସନ୍ତାନ ଯୋଗ୍ୟ ଉତ୍ତରାଧିକାରୀ ହେବେ ନାହିଁ ବୋଲି ଭୟରେ ତଥା ଏକ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଲୋଭରେ ମାତା ସତ୍ୟବତୀ ବ୍ୟାସଦେବଙ୍କୁ ଅମ୍ବିକାଙ୍କ ମାଧ୍ୟମରେ ଆଉ ଏକ ପୁତ୍ର ଦେବାକୁ କହିଥିଲେ । ପୂର୍ବ ଭୁଲକୁ ନ ଦୋହରାଇବା ପାଇଁ ସତ୍ୟବତୀଙ୍କ ବାରଣ ସତ୍ତ୍ଵେ ବ୍ୟାସଦେବଙ୍କୁ ଭୟ କରି ଅମ୍ବିକା ନିଜ ସ୍ଥାନରେ ତାଙ୍କ ଚାକରଣୀକୁ ବ୍ୟାସଦେବଙ୍କ ନିକଟକୁ ପଠାଇଲେ । ଏହି କର୍ତ୍ତବ୍ୟନିଷ୍ଠ ମହିଳା ବ୍ୟାସଦେବଙ୍କ ରୂପରେ ଭୟଭୀତ ହୋଇନଥିଲେ ଏବଂ ଜଣେ ସାଧାରଣ, ସୁସ୍ଥ, ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହିପରି ଭାବେ ବିଦୁରଙ୍କ ଜନ୍ମ । କୃଷ୍ଣଙ୍କୁ ବାଦ୍ ଦେଲେ ବିଦୁର ହିଁ ପାଣ୍ଡବଙ୍କ ପରାମର୍ଶଦାତା ଭାବରେ ଅଧିକ ସମ୍ମାନିତ ହୋଇଥିଲେ, ଯାହାକୁ ସେ ଦୁର୍ଯ୍ୟୋଧନଙ୍କ ଜତୁଗୃହ ଦାହ ଷଡଯନ୍ତ୍ର ବିଷୟରେ ଚେତାବନୀ ଦେଇଥିଲେ ।<ref name="nerdstravel">{{cite web |title=Lakshagraha of Mahabharat |url=https://www.nerdstravel.com/lakshagraha-of-mahabharat/ |website=Nerd's Travel |accessdate=17 December 2020 |date=7 August 2019}}</ref>
 
== ପଶାଖେଳ ==
ବିଦୁର ଯୁଧିଷ୍ଠିରଙ୍କୁ ପଶା ଖେଳରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କର ଏହି ପ୍ରୟାସର କୌଣସି ଲାଭ ହୋଇ ନଥିଲା । ରାଜକୁମାର ବିକର୍ଣ୍ଣ ବ୍ୟତୀତ ଏକମାତ୍ର ବିଦୁର ହିଁ କୌରବ ରାଜସଭାରେ ଦ୍ରୌପଦୀଙ୍କ ଅପମାନକୁ ବିରୋଧ କରିଥିଲେ । ସେହି ମୁହୂର୍ତ୍ତରେ ଦୁର୍ଯ୍ୟୋଧନ ବିଦୁରଙ୍କୁ ଭର୍ତ୍ସନା କରି ତାଙ୍କୁ କୃତଘ୍ନ ବୋଲି କହିଥିଲେ । ଦୁର୍ଯ୍ୟୋଧନ କକା ବିଦୁରଙ୍କୁ ଅପମାନିତ ଅକରନ୍ତେ, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ଭର୍ତ୍ସନା କରିବାକୁ ଯାଉଥିଲେ, କିନ୍ତୁ ଅତୀତରେ ଜଣେ ଅନ୍ଧ ରାଜା ହୋଇପାରିବ ନାହିଁ ବୋଲି ବିଦୁର କହିଥିବା କଥା ମନେ ପକାଇ ସେ ଦୁର୍ଯୋଧନଙ୍କୁ ଭର୍ତ୍ସନା କରିବା ବଦଲରେ ତାଙ୍କୁ ମାତ୍ର ରାଜ୍ୟର ମନ୍ତ୍ରୀଙ୍କୁ ଅପମାନିତ ନ କରିବାକୁ ତାଗିଦ କରି ଛାଡିଦେଇଥିଲେ । ଏହା ଘଟଣା ଯୋଗୁଁ ହିଁ ପରବର୍ତ୍ତୀ ସମୟରେ ବିଦୁର କୌରବଙ୍କ ସହ ସହ ସମ୍ପର୍କ ଛିନ୍ନ କରି କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭରେ ପାଣ୍ଡବଙ୍କ ପକ୍ଷ ରଖିଥିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ ଇତ୍ୟାଦିଙ୍କ ଯେପରି ହସ୍ତିନାପୁର କିମ୍ବା ଦୁର୍ଯ୍ୟୋଧନଙ୍କ ପ୍ରତି ଆନୁଗତ୍ୟ ଥିଲା, ବିଦୁରର କିନ୍ତୁ ଆନୁଗତ୍ୟ ଥିଲା କେବଳ ତାଙ୍କ ପରିବାର ପ୍ରତି । ଧୃତରାଷ୍ଟ୍ର ଏହି ସମ୍ପର୍କକୁ ସ୍ୱୀକାର କରୁନଥିବା ଶୁଣିବା ପରେ ବିଦୁର ଧର୍ମ ଏବଂ ପାଣ୍ଡବଙ୍କ ପକ୍ଷ ନେବାକୁ ବାଧ୍ୟ ହୋଇଥିଲେ ।<ref name="vyasaonline">{{cite web |title=Disagreement between Dhritarashtra and Vidura – Vyasa Mahabharata |url=http://www.vyasaonline.com/2018/04/04/disagreement-between-dhritarashtra-and-vidura/mahabharata/ |website=www.vyasaonline.com |accessdate=17 December 2020}}</ref>
"https://or.wikipedia.org/wiki/ବିଦୁର"ରୁ ଅଣାଯାଇଅଛି