"ୟାଓଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୬ କ ଧାଡ଼ି:
"ୟାଓଇ" କାହାଣୀମାନଙ୍କରେ କୌଣସି ନା କୌଣସି ରୂପରେ [[ଶ୍ରୌଧୀୟ ଯୌନ]] ବହୁଳ ପ୍ରଦର୍ଶିତ ହୋଇଥାଏ । ଏକ କାହାଣୀ ଯେଉଁଠାରେ ଉକେ ଶ୍ରୌଧୀୟ ଯୌନ ପାଇଁ କୁଣ୍ଠା ବୋଧ କରେ, ସମ୍ଭବତଃ ତାହା ପାଠକଙ୍କ ପ୍ରଥମଥର ଯୌନସମ୍ଭୋଗ କରିବା ପାଇଁ ଉତ୍ପନ୍ନ ହେଉଥିବା କୁଣ୍ଠା ବୋଧ ସହ ସମତୁଲ୍ୟ ।<ref name="revisited">Avila, K. [http://www.sequentialtart.com/archive/jan05/art_0105_1.shtml "Boy's Love and Yaoi Revisited"] {{Webarchive|url=https://web.archive.org/web/20070312201823/http://www.sequentialtart.com/archive/jan05/art_0105_1.shtml |date=12 March 2007 }}. ''Sequential Tart''. January 2005.</ref> ଜାଙ୍ଘେଲିନୀଙ୍କ ମତରେ ଶ୍ରୌଧୀୟ ଯୌନର ଚିତ୍ରଣରେ ସାଧାରଣତଃ [[ଶ୍ୱାନାସନ (ଯୌନାସନ)|ଶ୍ୱାନାସନ]] ପରିବର୍ତ୍ତେ ଚରିତ୍ର ଦ୍ୱୟ ପରସ୍ପର ଆଡକୁ ମୁହଁ କରିଥାନ୍ତି । ତା ସହ ଉକେ, ସେମେର [[ଲିଙ୍ଗାସ୍ୱାଦନ]] କରେ ନାହିଁ ବରଂ ସେମେଠାରୁ ଯୌନସୁଖ ଏବଂ ପ୍ରେମପୂର୍ଣ୍ଣ ଆଦର ପ୍ରାପ୍ତ କରିଥାଏ ।<ref name=Zanghellini/>
 
କାରୋଲା ବୌଏରଙ୍କ ମଦରେମତରେ ଉପର ବର୍ଣ୍ଣିତ [[ବଚ୍ଚ୍-ଫେମେ]] ସମ୍ପର୍କ ୧୯୯୯ର ପ୍ରକାଶିତ ବ୍ଯବସାୟିକ କାହାଣୀଗୁଡ଼ିକରେ ଅତି ଆବଶ୍ୟକ ହୋଇସାରିଥିଲା ।<ref name="Bauer p.82">{{cite book|last1=Bauer|first1=Carola|title=Naughty girls and gay male romance/porn : slash fiction, boys' love manga, and other works by Female "Cross-Voyeurs" in the U.S. Academic Discourses|date=2013|publisher=Anchor Academic Publishing|location=[S.l.]|isbn=978-3954890019|page=82}}</ref> ମ୍ଯାକ୍କଲେଲାଣ୍ଡଙ୍କ ମତରେ ଲେଖକମାନେ ସେମେ ଓ ଉକେ ମଧ୍ଯରେ ଥିବା ଭାବପ୍ରବଣତାକୁ ପରଖିବାକୁ ଚାହୁଁଛନ୍ତି ନା କି ଏହାର ବିରୋଧ କରିବାକୁ ।<ref name="WorldofYaoi">McLelland, Mark. [http://ro.uow.edu.au/cgi/viewcontent.cgi?article=1152&context=artspapers The World of Yaoi: The Internet, Censorship and the Global "Boys' Love" Fandom] {{Webarchive|url=https://web.archive.org/web/20080719063036/http://ro.uow.edu.au/cgi/viewcontent.cgi?article=1152&context=artspapers |date=19 July 2008 }} ''[[The Australian Feminist Law Journal]]'', 2005.</ref> ରୋଲ ବଦଳିବାର ସମ୍ଭାବନା, ଚରିତ୍ରମାନଙ୍କ ମଧ୍ଯରେ ଗେଲ ତଥା ଯୌନ ଉତ୍ସୁକତାକୁ ଜନ୍ମ ଦିଏ ।<ref name="Wood-06">{{cite journal | last1 = Wood | first1 = Andrea | year = 2006 | title = Straight" Women, Queer Texts: Boy-Love Manga and the Rise of a Global Counterpublic | url = | journal = [[WSQ: Women's Studies Quarterly]] | volume = 34 | issue = 1/2| pages = 394–414}}</ref> ବେଳେବେଳେ ଯୌନାନୁଗ୍ରହୀ ଚରିତ୍ରଟି ମଧ୍ଯ ସମ୍ବନ୍ଧରେ ସକ୍ରିୟ ଭୂମିକା ଗ୍ରହଣ କରେ {{refn|ଏହି ଚରିତ୍ରକୁ "ଓସୋଇ ଉକେ" (ଆକ୍ରାମକ ଉକେ) କୁହାଯାଏ । ଏହାକୁ ସାଧାରଣତଃ ଏକ "ହେତାରେ ସେମେ" (ଡରୁଆ ସେମେ) ସହ ସମ୍ବନ୍ଧିତ କରାଯାଇ ଥାଏ ।<ref name="fujyoshi glossary"/>|group=ବି.ଦ୍ର.}} କିମ୍ବା ଉଭୟ ନିଜର ଯୌନ ଭୂମିକା ବଦଳି ଦିଅନ୍ତି ।<ref>Manry, Gia. (16 April 2008) [http://www.escapistmagazine.com/articles/view/issues/issue_145/4629-It-s-A-Yaoi-Thing It's A Yaoi Thing: Boys Who Love Boys and the Women Who Love Them] {{Webarchive|url=https://web.archive.org/web/20080709014147/http://www.escapistmagazine.com/articles/view/issues/issue_145/4629-It-s-A-Yaoi-Thing |date=9 July 2008 }} ''The Escapist''</ref> ରିବା (リバ), ଇଂରାଜୀ ଶବ୍ଦ ''ରିଭର୍ସିବଲ୍ (reversible)''-ର ସଂକ୍ଷିପ୍ତୀକୃତ ରୂପ, ସେହି ୟାଓଇ ଯୋଡା ପାଇଁ ବ୍ଯବହାର କରାଯାଏ ଯେଉଁଥିରେ ଉଭୟ ସଦସ୍ଯ ନିଜ ଭୂମିକା ବଦଳି ଦେଲେ ମଧ୍ଯ ସମ୍ବନ୍ଧଟି ପ୍ରାକୃତିକ ଲାଗେ ।<ref name="fujyoshi glossary">{{cite web|url=http://fujyoshi.jp/fujyoshi_kouza0 |title=fujyoshi.jp |url-status=dead |archiveurl=https://web.archive.org/web/20080805194536/http://fujyoshi.jp/fujyoshi_kouza0 |archivedate=5 August 2008 |df=dmy-all }}</ref> ଆଉ କେତେକ ସ୍ଥଳରେ ଲେଖକ ଉଭୟ ସେମେ ଓ ଉକେକୁ ସମତୁଲ୍ୟ ସୌନ୍ଦର୍ଯ୍ୟର ଅଧିକାରୀ ଭାବେ ଚିତ୍ରଣ କରିଥାନ୍ତି । ଏହି ପରିସ୍ଥିତିରେ ଉଭୟଙ୍କ ମଧ୍ଯରୁ ଯିଏ ସାଧାରଣରେ ପ୍ରଭାବୀ ଥାଏ, ସେ କାମୋନ୍ମାଦ ବେଳେ ଉଦାସୀନ ଭୂମିକା ଗ୍ରହଣ କରେ ।<ref name="Suzuki 253"/>
 
===ସଙ୍କୁଚିତ ନାରୀ ଚରିତ୍ର===
"https://or.wikipedia.org/wiki/ୟାଓଇ"ରୁ ଅଣାଯାଇଅଛି