"ଅମ୍ବା (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ ଯୋଡିବା
୧ କ ଧାଡ଼ି:
{{ଛୋଟ|Amba (Mahabharata)}}
 
[[ହିନ୍ଦୁ]] ପୁରାଣ [[ମହାଭାରତ]]ର ବର୍ଣ୍ଣନା ଅନୁସାରେ '''ଅମ୍ବା''' ହେଉଛନ୍ତି କାଶୀରାଜାଙ୍କ ଜ୍ୟେଷ୍ଠା କନ୍ୟା ତଥା [[ଅମ୍ବିକା]] ଏବଂ [[ଅମ୍ବାଳିକା]]ଙ୍କ ଭଉଣୀ ।<ref name="mahabharataonline">{{cite web |title=The story of Amba {{!}} Mahabharata Stories, Summary and Characters from Mahabharata |url=https://www.mahabharataonline.com/stories/mahabharata_character.php?id=77 |website=www.mahabharataonline.com |accessdate=9 December 2020}}</ref> ଅମ୍ବା କୁରୁ ରାଜକୁମାର ଭୀଷ୍ମଙ୍କ ଦ୍ୱାରା ଅପହରଣ ହେବାପରେ ଏବଂ ତାଙ୍କ ଦୁର୍ଭାଗ୍ୟ ପାଇଁ ଭୀଷ୍ମଙ୍କୁ ହିଁ ଦାୟୀ କରିଥିଲେ । ଏହି ଅପମାନର ପ୍ରତିଶୋଧ ନେବା ହିଁ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହେଲା ଏବଂ ସେ ଏଥିପାଇଁ ବରପ୍ରାପ୍ତ ହେବାପାଇଁ ସେ କଠୋର ତପ ସାଧନା କରିଥିଲେ । ପରବର୍ତ୍ତୀ ସମୟରେ ସେ ବରପ୍ରାପ୍ତ ପୂର୍ବକ ରାଜା ଦ୍ରୁପଦଙ୍କ ଝିଅ ତଥା ଦ୍ରୌପଦୀଙ୍କ ଭଉଣୀ [[ଶୀଖଣ୍ଡି]] ଭାବରେ ଜନ୍ମ ହୋଇଥିଲେ ।