"ଅମ୍ବାଳିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ଲିଙ୍କ ତିଆରି
୧ କ ଧାଡ଼ି:
'''ଅମ୍ବାଳିକା''' [[ମହାଭାରତ]]ରେ କାଶୀରାଜାଙ୍କ ପୁତ୍ରୀ ଥିଲେ ।<ref name="Princess Amba comes alive">{{cite web|title=ଅମ୍ବାଙ୍କ ଉଦୟ|url=http://www.highbeam.com/doc/1G1-247391578.html|publisher=Star of Mysore (Highbeam)|accessdate=20 ଏପ୍ରିଲ 2012}}</ref> ଅମ୍ବାଳିକାଙ୍କ ଦୁଇଜଣ ବଡ଼ ଭଉଣୀ ଥିଲେ । ସେମାନେ ହେଲେ ''' [[ଅମ୍ବା (ମହାଭାରତ)|ଅମ୍ବା]], ଅମ୍ବିକା '''। ଅମ୍ବା, ଅମ୍ବିକା ଏବଂ ଅମ୍ବାଳିକାଙ୍କ ସ୍ୱୟମ୍ବର ହେବାକୁ ଥିଲା । ସେମାନଙ୍କ ସ୍ୱୟମ୍ବରକୁ [[ଭୀଷ୍ମ]] ଏକୁଟିଆ ଆସି ସମସ୍ତ ରାଜା ମାନଙ୍କୁ ପରାସ୍ତ କରିଥିଲେ ଏବଂ ତିନି କନ୍ୟାଙ୍କୁ ହରଣ କରି ହସ୍ତୀନାପୁର ନେଇଯାଇଥିଲେ । ସେଠାରେ ସେ ତିନି କନ୍ୟାଙ୍କୁ ସତ୍ୟବତୀଙ୍କ ସାମ୍ନାରେ ପ୍ରସ୍ତୁତ କରିଥିଲେ ଯାହାଦ୍ୱାରା ସେମାନଙ୍କ ବିବାହ ହସ୍ତୀନାପୁରର ରାଜା ଏବଂ ସତ୍ୟବତୀଙ୍କ ପୁତ୍ର ବିଚିତ୍ରବିର୍ଯ୍ୟଙ୍କ ସହ ସମ୍ପନ୍ନ ହୋଇଯାଉ । ଅମ୍ବିକା ଏବଂ ଅମ୍ବାଳିକା ବିଚିତ୍ରବିର୍ଯ୍ୟଙ୍କ ପତ୍ନୀ ହୋଇଥିଲେ ।<ref>Law, B.C. (1973). Tribes in Ancient India, Poona: Bhandarkar Oriental Research Institute, p.105</ref> କିନ୍ତୁ ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ ସେ ଦୁଇଜଣ ନିଃସନ୍ତାନ ରହିଗଲେ । ଭୀଷ୍ମ ପ୍ରଥମରୁ ବ୍ରହ୍ମଚାର୍ଯ୍ୟ ବ୍ରତର ଶପଥ ନେଇଥିଲେ ଏବଂ ଏବେ ଦୁଇ ପୁତ୍ର, ଚିତ୍ରାଙ୍ଗଦ ତଥା ବିଚିତ୍ରବିର୍ଯ୍ୟଙ୍କ ଅକାଳ ମୃତ୍ୟୁ କାରଣରୁ କୁରୁବଂଶର ବଂଶ ଅସୁବିଧାରେ ଥିଲା । ଏହି ସମୟରେ ସତ୍ୟବତୀ ନିଜର ସବୁଠାରୁ ବଡ଼ପୁଅ ବେଦବ୍ୟାସଙ୍କୁ ମନେ ପକେଇଲେ ଏବଂ ଅମ୍ବିକା ଓ ଅମ୍ବାଳିକା ଙ୍କର ଗର୍ଭାଧାନ କରାଇଥିଲେ । <br />ସତ୍ୟବତୀ ଅମ୍ବାଲିକାଙ୍କୁ ନିର୍ଦ୍ଦେଶ ଦେଲେକି, ସେ ଅମ୍ବିକାଙ୍କ ପରି ନିଜ ଆଖି ବନ୍ଦ ନ କରନ୍ତୁ । ଯେତେବେଳେ ବେଦବ୍ୟାସ ଅମ୍ବାଳିକାଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲେ ତ ଅମ୍ବାଳିକା ଲଜ୍ଜା କାରଣରୁ ହଳଦିଆ ପଡିଗଲେ ଏବଂ ଏହି କାରଣରୁ ଯେତେବେଳେ ତାଙ୍କ କୋଳରୁ '''ପାଣ୍ଡୁ'''ଙ୍କ ଜନ୍ମ ହେଲା, ସେତେବେଳେ ସେ ଜନ୍ମରୁ ହିଁ ଦଣ୍ଡିସି ରୋଗରେ ଗ୍ରସ୍ତ ଥିଲେ । <ref>{{cite book| last = Rajagopalachari| first = Chakravarti | title = ମହାଭାରତ| editor = Jay Mazo| publisher= International Geeta Society|date =|pp160-163|accessdate = 2012-05-11}}</ref>
 
== ଆଧାର==