"ହଳଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୮ କ ଧାଡ଼ି:
 
== ହଳଦୀ ଚାଷ ==
ହଳଦୀର ବୈଜ୍ଞାନିକ ନାମ, "କୁରକୁମାଲଙ୍ଗାକୁର୍କୁମା ଲଙ୍ଗା"। ଏହା ଅଦା ପରିବାର ଅର୍ଥାତ ଜିଞ୍ଜି ବରେସି ପରିବାରର ଗୁଳ୍ମ। ଏକ ଭୁନିମ୍ନସ୍ଥ କନ୍ଦ ( rhizome) ବା ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ଅତିବେଶୀରେ ୪ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ବଢୁଥିବା ଏହି ପାଦପର ଏକ କ୍ଷୁଦ୍ର କାଣ୍ଡ ଓ ସେଥିରୁ ଗୋଛାଏ ସିଧା ପତ୍ର ବାହାରିଥାଏ । ପତ୍ର ଫୁଟେରୁ ଅଧିକ ଦୈର୍ଘ୍ୟ ଓ ୪-୫ ଇଞ୍ଚ ପ୍ରସ୍ଥ ବିଶିଷ୍ଟ । ସମାନ୍ତରାଳ ଶିରାବିନ୍ୟାସ । ଧଳା ଓ ଆଂଶିକ ହଳଦିଆ ରଙ୍ଗର ଫୁଲଗୁଡ଼ିକ ଏକ ସ୍ତବକରୁ ବାହାରିଥାଆନ୍ତି । ଏହାର ଫଳ ହୋଇନଥାଏ । କନ୍ଦରୁ ହିଁ ବଂଶବିସ୍ତାର ହୋଇଥାଏ । ଏହି କନ୍ଦକୁ ଆମେ ହଳଦି ଆକାରରେ ବ୍ୟବହାର କରିଥାଉ। ବିଷୁବ ମଣ୍ଡଳୀୟ ଦକ୍ଷିଣ ଏସିଆ ମୁଖ୍ୟତଃ ଭାରତ ହିଁ ହଳଦିର ଆଦି ଜନ୍ମଭୂମି।ଅବଶ୍ୟ ଆମ ଦେଶକୁ ବାଦଦେଲେ ଶ୍ରୀଲଙ୍କା, ଚୀନ, ଜାଭା, ଅଷ୍ଟ୍ରେଲିଆ, ପେରୁ ଏବଂ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ହଳଦିଚାଷ କରାଯାଏ । କିନ୍ତୁ ସାରା ପୃଥିବୀର ହଳଦି ଉତ୍ପାଦନର ପାଖାପାଖି ୯୦ ଭାଗ ଅର୍ଥାତ ୧ ଲକ୍ଷ ଟନ ପରିମାଣର ହଳଦି ଆମ ଦେଶରେ ଉତ୍ପନ୍ନ ହେବା ସହିତ ଏହାର ୮୦ ପ୍ରତିଶତ ନିଜ ଦେଶ ମଧ୍ୟରେ ବ୍ୟବହୃତ ହୋଇଥାଏ। ଆମ ରାଜ୍ୟର ଫୁଲବାଣୀ ଓ କନ୍ଧମାଳ ଜିଲ୍ଲାରେ ପ୍ରଚୁର ହଳଦି ଚାଷ କରାଯାଇଥାଏ ।
 
== ହଳଦିରେ ଥିବା ଜୈବରାସାୟନିକ ପଦାର୍ଥ<ref>http://www.orissabigyanacademy.nic.in/pdf/Bigyan-Diganta-January-2012.pdf Monthly Odia magazine "Bigyan Diganta"(January,2012 )</ref> ==
"https://or.wikipedia.org/wiki/ହଳଦୀ"ରୁ ଅଣାଯାଇଅଛି