"ପ୍ରଥମାଷ୍ଟମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୨୦୨୦ ତାରିଖ
ଟ୍ୟାଗ: 2017 source edit
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୬ କ ଧାଡ଼ି:
}}
'''ପ୍ରଥମାଷ୍ଟମୀ''' (ଅଥବା ''ପଢୁଆଁଷ୍ଟମୀ'', ''ପୋଢୁଆଁଷ୍ଟମୀ'') [[ମାର୍ଗଶିର]] ମାସ କୃଷ୍ଣ ପକ୍ଷର ଅଷ୍ଟମୀ [[ତିଥି]] ଦିନ ପାଳନ କରାଯାଏ I<ref>{{cite web |url= http://www.odishatv.in/static/orissa/festivals_all.html |title=OTV Expand / Collapse |first= |last= |work=odishatv.in |year=2009 |quote=The celebration falls on the eighth day of the dark fortnight of the lunar month of Margashira. |accessdate=3 December 2012}}</ref>
ଏହା [[ଓଡ଼ିଶା]]ର ଏକ [[ଓଡ଼ିଶାର ପର୍ବ ପର୍ବାଣୀ|ପାରମ୍ପାରିକପାରମ୍ପରିକ ପର୍ବ]] । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।<ref name="Mohapatra2013">{{cite book|author=J Mohapatra|title=Wellness In Indian Festivals & Rituals|url=http://books.google.com/books?id=UdpzAgAAQBAJ&pg=PA166|date=December 2013|publisher=Partridge Pub|isbn=978-1-4828-1690-7|pages=166–}}</ref>
ଅତୀତରେ, ମାର୍ଗଶିର [[ମାସ]]କୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ [[ଅଷ୍ଟମୀ]]କୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ <ref>{{cite web |url= http://www.webindia123.com/orissa/festivals/festivals%201.htm |title=webindia123.com-festivals of orissa-Prathamashtami |first= |last= |work=webindia123.com |quote=This festival is celebrated for the well being of the first born in the family, whether boy or girl |accessdate=3 December 2012}}</ref>ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ I ଏହା ଭୁବନେଶ୍ୱର [[ଲିଙ୍ଗରାଜ ମନ୍ଦିର|ଲିଙ୍ଗରାଜ]] ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ ।<ref>{{cite web |url= http://nilachakra.org/documents/News%20Letters/Prathamastami1.htm |title= Prathamastami |first= |last= |work=nilachakra.org |year=2010|quote=Prathamastami celebration is arriving with all it’s fragrance and aroma for the eldest child of the family. |accessdate=3 December 2012}}</ref></ref>