"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୩ କ ଧାଡ଼ି:
ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି)କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।
== ପର୍ବପର୍ବାଣୀ ==
* [[ବୈଶାଖ]] ପୂର୍ଣ୍ଣମୀପୂର୍ଣ୍ଣିମା: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
* [[ଶ୍ରାବଣ]] ପୂର୍ଣ୍ଣମୀପୂର୍ଣ୍ଣିମା: [[ରାକ୍ଷୀ ପୂର୍ଣ୍ଣିମା]], ଗହ୍ମା ପୂର୍ଣ୍ଣିମା : [[ବଳରାମ]] (ବଳଦେବ)ଙ୍କର ଜନ୍ମଦିନ ।
* [[ଭାଦ୍ରବ]] ପୂର୍ଣ୍ଣିମା:[[ଇନ୍ଦୁ ପୂର୍ଣ୍ଣିମା]], [[ଭାଗବତ ଜନ୍ମ]], [[ଭୋଦେଇ ଓଷା]]
: ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀ[[କୃଷ୍ଣ]] ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ [[ମାସ]] [[ନବମୀ]] ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ।
: ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ।
* [[ଆଶ୍ୱିନ]] ପୂର୍ଣ୍ଣମୀପୂର୍ଣ୍ଣିମା: [[କୁମାର ପୂର୍ଣ୍ଣିମା]] ବା କୁଆଁର ପୁନିଅଁ ବା କୋଜାଗର ପୂର୍ଣ୍ଣିମା
: ପୌରାଣିକ ମତେ ଏ ଦିନ ରାତିରେ [[ଲକ୍ଷ୍ମୀ]] ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
* [[କାର୍ତ୍ତିକ ପୂର୍ଣ୍ଣିମା]]: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ ପୂର୍ଣ୍ଣମୀ]] ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା ବା, ଅଇଘରା ପୂର୍ଣ୍ଣିମା ବା, ଅଗିରା ପୂର୍ଣ୍ଣିମା ଓ [[ଅଇଘରା]] ନାମରେ ମଧ୍ୟ ଜଣା
* [[ଚଇତଚୈତ୍ର ପୁନେଇଁପୂର୍ଣ୍ଣିମା]]: (ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । [[ହନୁମାନ ଜୟନ୍ତୀ]] ପାଳନ<ref name="Verma2013">{{cite book|author=Manish Verma|title=Fasts and Festivals of India|url=https://books.google.com/books?id=z4gzFFLdBoYC&pg=PA19|year=2013|publisher=Diamond Pocket Books (P) Ltd.|isbn=978-81-7182-076-4|pages=19–}}</ref>
 
== ଆଧାର ==