"ହନୁମାନ ଜୟନ୍ତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Hanuman Jayanti"
 
ଟିକେNo edit summary
ଟ୍ୟାଗ: 2017 source edit
୧ କ ଧାଡ଼ି:
{{ଛୋଟ|Hanuman Jayanti}}
 
{{Infobox holiday|type=ହିନ୍ଦୁ|longtype=ଆଧ୍ୟାତ୍ମିକ|image=A Hanuman temple at Haridwar.jpg|caption=ହରିଦ୍ୱାରର ଏକ ହନୁମାନ ମନ୍ଦିର|official_name=|nickname=|observedby=ହିନ୍ଦୁ|begins=ଚୈତ୍ର ପୂର୍ଣ୍ଣିମା|ends=ଚୈତ୍ର ପୂର୍ଣ୍ଣିମା|month=ଅପ୍ରେଲ|celebrations=ଗୋଟିଏ ଦିନ|observances=|relatedto=|frequency=ବାର୍ଷିକ}}'''ହନୁମାନ ଜୟନ୍ତୀ''' ହେଉଛି ଏକ ହିନ୍ଦୁ ଧାର୍ମିକ ପର୍ବ, ଯେଉଁଦିନ ହିନ୍ଦୁ ଭଗବାନ [[ହନୁମାନ|ହନୁମାନଙ୍କ]] ଜନ୍ମ ଉତ୍ସବ ପାଳନ କରାଯାଏ, ଯିଏକି [[ଭାରତ]] ଏବଂ [[ନେପାଳ|ନେପାଳରେ]] ବହୁତ ସମ୍ମାନିତ । ଏହି ପର୍ବ [[ଭାରତ|ଭାରତର]] ବିଭିନ୍ନ ସ୍ଥାନରେ ବିଭିନ୍ନ ଦିନରେ ପାଳନ କରାଯାଏ । <ref>{{Cite news|url=https://www.templepurohit.com/festival/hanuman-jayanti/|title=Hanuman Janam-Utsav 2017 - Hindu Festivals & Calendar {{!}} TemplePurohit|work=TemplePurohit - Your Spiritual Destination {{!}} Bhakti, Shraddha Aur Ashirwad|access-date=2017-12-16|language=en-US}}</ref> ଭାରତର ଅଧିକାଂଶ ରାଜ୍ୟରେ, ଚୈତ୍ର ପୂର୍ଣ୍ଣିମାରେ କିମ୍ବା ବୈଶାଖ ମାସରେ ଏହି ପର୍ବ ପାଳନ କରାଯାଏ କିମ୍ବା କିଛି ରାଜ୍ୟ ଯଥା [[କେରଳ]] ଏବଂ [[ତାମିଲନାଡୁ]]<nowiki/>ରେ ଏହା ଅନ୍ୟ ସମୟରେ (ଧନୁ ମାସରେ) ପାଳିତ ହୁଏ ।