ଟିକେ
ପରଖ ଲେଖା ହଟାଗଲା, Adyaprana pradhan (ଆଲୋଚନା) ଙ୍କ ଦେଇ କରାଯାଇଥିବା 420596 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
ଟିକେ ପରଖ ଲେଖା ହଟାଗଲା, Adyaprana pradhan (ଆଲୋଚନା) ଙ୍କ ଦେଇ କରାଯାଇଥିବା 420596 ସଙ୍କଳନଟି ପଛକୁ ଫେରାଇନିଆଗଲା |
||
୧ କ ଧାଡ଼ି:
{{ଛୋଟ|Kanhucharan Mohanty}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = କାହ୍ନୁ ଚରଣ ମହାନ୍ତି
| image =
| imagesize =
| alt =
| caption =
| pseudonym =
| birth_name =
| birth_date = {{Birth date|df=y|1906|08|11}}
| birth_place = ନାଗବଳି, [[କଟକ]]
| death_date = {{Death date and age|df=y|1994|4|6|1906|08|11}}
| death_place =
| resting_place =
| occupation = ଲେଖକ
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater = [[ପ୍ୟାରୀମୋହନ ଏକାଡେମୀ]]
| period =
| genre =
| subject =
| movement =
| notableworks =
| spouse =
| partner =
| children =
| relatives = [[ଗୋପୀନାଥ ମହାନ୍ତି]] (ସାନ ଭାଇ)<ref name="George1992">{{cite book|author=K. M. George|title=Modern Indian Literature, an Anthology|url=http://books.google.com/books?id=m1R2Pa3f7r0C&pg=PA317|accessdate=3 November 2012|year=1992|publisher=Sahitya Akademi|isbn=978-81-7201-324-0|pages=317–}}</ref>
| influences =
| influenced =
| awards =
| signature =
| signature_alt =
| website =
| portaldisp =
}}
'''କାହ୍ନୁଚରଣ ମହାନ୍ତି''' (୧୧ ଅଗଷ୍ଟ ୧୯୦୬<ref name="SAF">{{cite web|url=http://sahitya-akademi.gov.in/sahitya-akademi/library/fellowship_pdf/Shri.%20Kanhu%20Charan%20Mohanty.pdf|title=Sahitya Akademi Fellowship: Late Kanhu Charan Mohanty|format=PDF|accessdate=11 April 2017|publisher=Sahitya Akademi}}</ref> - ୬ ଅପ୍ରେଲ ୧୯୯୪<ref>{{cite web|title='ବାଲିରାଜା'ର ସ୍ରଷ୍ଟା|url=http://www.sambadepaper.com/Details.aspx?id=345242&boxid=23728540|publisher=ସମ୍ବାଦ|accessdate=11 April 2017|date=6 April 2017}}</ref> ) ଜଣେ [[କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଅକାଦେମୀ]] ପୁରସ୍କାର ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]] ଔପନ୍ୟାସିକ ।<ref>{{cite web |url= http://orissa.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069 |title=Orissa Government Portal |first= |last= |work=orissa.gov.in |quote=Kanhu Charan Mohanty (1906-94) is the most prolific and indeed the most popular novelist of the post-independence period. |accessdate=3 November 2012}}</ref>
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
Line ୧୪୩ ⟶ ୪୪:
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।
=== ଉପନ୍ୟାସ ===
{{div col|
* ବାଲିରାଜା, ୧୯୩୨<ref>{{cite web|last1=ନାୟକ|first1=ଡ. ଅର୍ଚ୍ଚନା|title=କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ|url=http://online.fliphtml5.com/dblk/tcdr/#p=27|publisher=ସତ୍ୟବାଦୀ|accessdate=1 September 2016}}</ref>
* ହା ଅନ୍ନ (୧୯୩୫)
Line ୨୦୮ ⟶ ୧୦୯:
{{Reflist|30em}}
{{Authority control}}
[[ଶ୍ରେଣୀ:୧୯୦୬ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଆ ଔପନ୍ୟାସିକ]]
|