"ଫକୀର ମୋହନ ସେନାପତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
ଟିକେ Adyaprana pradhan (ଆଲୋଚନା) ଙ୍କ ଦେଇ କରାଯାଇଥିବା 420597 ସଙ୍କଳନଟି ପଛକୁ ଫେରାଇନିଆଗଲା ଟ୍ୟାଗ: Undo |
||
୧ କ ଧାଡ଼ି:
{{ଛୋଟ|Fakir Mohan Senapati}}
{{Infobox writer <!-- for more information see [[:Template:Infobox writer]] -->
| name = ଫକୀରମୋହନ ସେନାପତି
|honorific_prefix=ବ୍ୟାସକବି| image = FakirMohan Senapati.jpg
| caption =
| birth_date = {{birth date|1843|01|13|df=y}}
| birth_place = [[ ବାଲେଶ୍ୱର]] , [[ଭାରତ]]
| death_date = {{death date and age|1918|06|14|1843|01|14|df=y}}
| occupation = ଗାଳ୍ପିକ, ଲେଖକ, କବି, ସାହିତ୍ୟିକ
|language=[[ଓଡ଼ିଆ]]| nationality = ଭାରତୀୟ
| period = ଊନବିଂଶ ଶତାବ୍ଦୀ
|notableworks=[[ଛ ମାଣ ଆଠ ଗୁଣ୍ଠ]]|signature=Autograph of Fakir Mohan Senapati.tif}}
'''ଫକୀର ମୋହନ ସେନାପତି''' (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ [[ରେବତୀ(କ୍ଷୁଦ୍ରଗଳ୍ପ)|ରେବତୀ]]ର ଲେଖକ ।<ref name="ଫକୀର ମୋହନ ସେନପତି ଜୀବନୀ">{{cite web|last=Jain|first=Bhushan|title=Short biography of Fakir Mohan Senapati|url=http://www.preservearticles.com/201104225819/short-biography-of-fakir-mohan-senapati.html|accessdate=20 July 2016}}</ref>
ଫକିର ମୋହନ ସେନାପତି, [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[କବିବର ରାଧାନାଥ ରାୟ]], [[ଗଙ୍ଗାଧର ମେହେର|ସ୍ୱଭାବ କବି ଗଙ୍ଗାଧର ମେହେର]]ଙ୍କ ସହ [[ଓଡ଼ିଆ ଭାଷା ଆନ୍ଦୋଳନ]]ର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
== '''ଜୀବନ କାଳ''' ==
|