"ଗଜପତି ମହାରାଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
→‎ସେବା ଓ ବିଧିବିଧାନ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୯ କ ଧାଡ଼ି:
== ସେବା ଓ ବିଧିବିଧାନ ==
{{main|ଜଗନ୍ନାଥଙ୍କ ସେବକ}}
ମହାପ୍ରଭୁଙ୍କ ସେବା କିମ୍ବା ଦର୍ଶନ ପାଇଁ ଗଜପତି ମହାରାଜା [[ଶ୍ରୀମନ୍ଦିର]]କୁ ଗଲେ କେତେକ ବିଶେଷ ବିଧିବିଧାନ ପାଳନ କରାଯାଇଥାଏ । ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଯିବାକୁ ହେଲେ ଗଜପତି ମହାରଜା ଶ୍ରୀନଅରରୁ ତାମଜାନରେତାମଯାନରେ ବିଜେକରି କଳାଛତି, ଧଳାଛତି, ବାଦ୍ୟବାଜଣା ସହ ପଟୁଆରରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଥାନ୍ତି । ତାମଜାନ [[ଅରୁଣ ସ୍ତମ୍ଭ]] ପାଖରେ ରୁହେ ।ଗଜପତି ସେଠାରୁ ଖାଲି ପାଦରେ ଚାଲି ସିଂହଦ୍ୱାର ଗୁମୁଟରେ ପତିତପାବନ ଏବଂ ବାଇଶିପାହାଚରେ [[କାଶୀ ବିଶ୍ୱନାଥ ମନ୍ଦିର|କାଶୀ ବିଶ୍ୱନାଥ]]ଙ୍କୁ ଦର୍ଶନକରି କୂର୍ମବେଢାରେ ପ୍ରବେଶ କରନ୍ତି । କଳ୍ପବଟ ତଳେ ବଟଗଣେଶ ଏବଂ ବଟମଙ୍ଗଳାଙ୍କୁ ଦର୍ଶନ କରି ସାତପାହାଚ ବାଟେ ନାଟମଣ୍ଡପରେ ପ୍ରବେଶ କରନ୍ତି । [[ଗରୁଡ଼ସ୍ତମ୍ଭ]] ପାଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଦର୍ଶନ କରନ୍ତି । ନାଟମଣ୍ଡପରୁ ଜୟବିଜୟ ଦ୍ୱାର ଦେଇ ଜଗମୋହନକୁ ଯାଇ କଳାହାଟ ଦ୍ୱାର ବାଟ ଦେଇ ଗର୍ଭଗୃହ ମଧ୍ୟକୁ ସେବାନୀତି ପାଳନ ପାଇଁ ଯାଇଥାନ୍ତି । ରତ୍ନ ସିଂହାସନ ସମ୍ମୁଖରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଗଜପତି ମହାରାଜା ଦଣ୍ଡ ପ୍ରଣାମ କରନ୍ତି । ପରମ୍ପରା କ୍ରମେ ବିଧି ପୂର୍ବକ କର୍ପୂର ଆଳତି, ଆଲଟ ସେବା, ଚାମର ସେବା, ପୁଷ୍ପାଞ୍ଜଳି, ବନ୍ଦାପନା ଆଦି ନୀତି ସମ୍ପାଦନ କରି ଗଜପତି ରତ୍ନ ସିଂହାସନ ଚତୁଃପାର୍ଶଚତୁଃପାର୍ଶ୍ଵ ସମାର୍ଜନ କରି '''ରାଜନୀତି''' ପାଳନ କରନ୍ତି । ଗଜପତି ମହାରାଜା ସେବା ନୀତି ପାଳନ କରିଥିବା ସମୟରେ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥାଏ । ସେବା ନୀତି ସମାପନ କରି ଗଜପତି ଜଗମୋହନରେ ଭଣ୍ଡାର ଲୋକନାଥଙ୍କୁ ଦର୍ଶନ ପରେ ବେହେରଣ ଦ୍ୱାର ଦେଇ ମନ୍ଦିର ବାହାରକୁ ଆସି ଦକ୍ଷିଣ ଘରେ ବିଜେ ପ୍ରତିମାଙ୍କୁ ଏବଂ ନୃସିଂହ ମନ୍ଦିର ନୃସିଂହଙ୍କୁ ପ୍ରଣାମ କରି ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଶିର୍ବାଦ ଗ୍ରହଣ କରନ୍ତି । ତା ପରେ [[ବିମଳା ମନ୍ଦିର|ବିମଳା]] , [[ସରସ୍ୱତୀ]], [[ଭୁବନେଶ୍ୱରୀ]] ଏବଂ [[ଲକ୍ଷ୍ମୀ|ମହାଲକ୍ଷ୍ମୀ]]ଙ୍କୁ ଦର୍ଶନ କରି ଶ୍ରୀନଅରକୁ ତାମଜନରେତାମଯାନରେ ଫେରି ଆସନ୍ତି ।
 
== ନୀତି ==