"ନାଗାର୍ଜୁନ ବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପୌରାଣିକ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୫ କ ଧାଡ଼ି:
 
 
ନାଗା ସନ୍ଯାସୀମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ବା ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ [[ଶ୍ରୀମନ୍ଦିର|ମନ୍ଦିର]]ର ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ । ଅତୀତରେ ନାଗା ସନ୍ଯାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛାଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ ।
 
[[ପଦ୍ମ ପୁରାଣ]]ର ଉତ୍ତରଖଣ୍ଡ ବର୍ଣ୍ଣନାଅନୁସାରେ [[କାର୍ତ୍ତିକ]] [[ମାସ]] ହିଁ ଭଗବତ ଆରାଧନା, ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବ ଶ୍ରେଷ୍ଠ ଆଧ୍ଯାତ୍ମିକ ମାସ ରୂପରେ ପରିଗଣିତ ହୋଇଆସିଛି । [[ଆଶ୍ୱିନ]] ଶୁକ୍ଳ [[ଏକାଦଶୀ]]ଠାରୁ କାର୍ତ୍ତିକ [[ପୂର୍ଣ୍ଣିମା]] ଯାଏଁ [[ଶ୍ରୀମନ୍ଦିର]]ରେ ପ୍ରଭୁ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କର ବିଶେଷ ନୀତି ସହ ଆଶ୍ୱିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ [[ରାଧାଦାମୋଦର ବେଶ]]ରେ ପ୍ରଭୁ ଶୋଭା ପାଇଥାନ୍ତି କିନ୍ତୁ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ଯାଏଁ ବିଭିନ୍ନ ବେଶରେ ଜୀଉମାନଙ୍କୁ ଭକ୍ତମାନେ ଯଥାକ୍ରମେ : [[ଲକ୍ଷ୍ମୀ ନାରାୟଣ ବେଶ]], [[ବାଙ୍କଚୂଡ଼ା ବେଶ]],[[ତ୍ରିବିକ୍ରମ ବେଶ]], [[ଡାଳିକିଆ ବେଶ]] ଓ [[ସୁନାବେଶ]]ରେ ଦର୍ଶନ କରିଥାନ୍ତି ।