"କାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୬ କ ଧାଡ଼ି:
ଶିଣ୍ଟୋ ବିଶ୍ବାସରେ କାମି ହେଉଛନ୍ତି କେନ୍ଦ୍ରବିନ୍ଦୁ । ଜାପାନର ପ୍ରାଚୀନ ଜୀବବାଦୀ ଆଧ୍ଯାତ୍ମିକତା ହିଁ ଆଧୁନିକ ଶିଣ୍ଟୋର ଆରମ୍ଭ । ଏହା ପରେ ଆନୁଷ୍ଠାନିକ ରୂପ ନେଇ ଏକ ପରମ୍ପରା ଓ ଧାର୍ମିକ ସଂଘରେ ପରିଣତ ହେଲା । ଫଳରେ କାମି ଶବ୍ଦର ଅତି ସାଧାରଣ ଭାବରେ ପ୍ରାକୃତିକ ତଥା ପାରମ୍ପରିକ ଦିବ୍ଯଶକ୍ତିଙ୍କ ପାଇଁ ବ୍ଯବହାର କରାଗଲା ।
 
କେତେକ ଗୁଣ ଯଥା - ବୃଦ୍ଧି, ଉର୍ବରତା, ଉତ୍ପାଦନ; ପ୍ରାକୃତିକ ଘଟଣା ଯଥା - ପବନ, ଘଡଘଡି; ପ୍ରାକୃତିକ ପଦାର୍ଥ ଯଥା - [[ସୂର୍ଯ୍ୟ]], [[ପର୍ବତ]], [[ନଦୀ]], [[ଉଦ୍ଭିଦବୃକ୍ଷ]], [[ପ୍ରସ୍ତର]], କେତେକ [[ପଶୁପକ୍ଷୀ]] ତଥା [[ସୋରେଇ|ପୂର୍ବଜଙ୍କ ଆତ୍ମା]] ଆଦିଙ୍କୁ କାମି ଆଖ୍ୟା ଦିଆଯାଇଥାଏ ।<ref name="Yamakage" />
 
There are other spirits designated as kami as well. For example, the guardian spirits of the land, occupations, and skills; spirits of Japanese heroes, men of outstanding deeds or virtues, and those who have contributed to civilization, culture, and human welfare; those who have died for the state or the community;{{Citation needed|date=January 2017}} and the pitiable dead. Not only spirits superior to man can be considered kami; spirits that are considered pitiable or weak have also been considered kami in Shinto.
"https://or.wikipedia.org/wiki/କାମି"ରୁ ଅଣାଯାଇଅଛି