"କାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୩ କ ଧାଡ଼ି:
୯୨୬ ଖ୍ରୀଷ୍ଟାବ୍ଦରେ, ଏଙ୍ଗିଶିକି (延喜式; ବା [[ଏଙ୍ଗି କାଳ]]ର ସ୍ଥାପକ) ପଚାଶଟି ପୁସ୍ତକରେ ପ୍ରଖ୍ଯାପିତ କରାଗଲା । ଏଥିରେ ଶିଣ୍ଟୋବାଦର ରୀତିନୀତି ତଥା [[ନୋରିତୋ]]ଗୁଡ଼ିକୁ ପ୍ରଥମ କରି ଲେଖାଯାଇଥିଲା ଯାହା ପରବର୍ତ୍ତୀ ଶିଣ୍ଟୋବାଦର ରୀତିନୀତିକୁ ଗଭୀର ପ୍ରବାଭିତ କରିଥିଲା । ଏଥିରେ ସେ କାଳର ସମସ୍ତ ୨,୮୬୧ଟି ଶାଳର ସୂଚୀ ତଥା ୩,୧୩୧ ଜଣ କାମିଙ୍କର ସୂଚୀ ଆଦି ରହିଛି ।<ref>{{cite book|last1=Picken|first1=Stuart D.B.|title=Historical Dictionary of Shinto|date=2011|publisher=Rowman & Littlefield Publishing Group|location=Lanham|isbn=978-0-8108-7372-8|page=92|edition=2nd}}</ref> ତଦୋପରାନ୍ତ କାମିଙ୍କର ସଂଖ୍ଯା ବହୁତ ବଢି ଯାଇଛି । କେବଳ [[ଯାସୁକୁନି ଶାଳ]]ରେ ୨୪,୪୬,୦୦୦ ଜଣ କାମି ସ୍ଥାପିତ ଅଛନ୍ତି ।<ref>{{cite web|title=Deities|url=http://www.yasukuni.or.jp/english/about/deities.html|website=Yasukuni Shrine|access-date=2016-06-29|language=en}}</ref>
 
== ଶିଣ୍ଟୋ ବିଶ୍ବାସ ==
== Shinto belief ==
ଶିଣ୍ଟୋ ବିଶ୍ବାସରେ କାମି ହେଉଛନ୍ତି କେନ୍ଦ୍ରବିନ୍ଦୁ । ଜାପାନର ପ୍ରାଚୀନ ଜୀବବାଦୀ ଆଧ୍ଯାତ୍ମିକତା ହିଁ ଆଧୁନିକ ଶିଣ୍ଟୋର ଆରମ୍ଭ । ଏହା ପରେ ଆନୁଷ୍ଠାନିକ ରୂପ ନେଇ ଏକ ପରମ୍ପରା ଓ ଧାର୍ମିକ ସଂଘରେ ପରିଣତ ହେଲା । ଫଳରେ କାମି ଶବ୍ଦର ଅତି ସାଧାରଣ ଭାବରେ ପ୍ରାକୃତିକ ତଥା ପାରମ୍ପରିକ ଦିବ୍ଯଶକ୍ତିଙ୍କ ପାଇଁ ବ୍ଯବହାର କରାଗଲା ।
Kami are the central objects of worship for the [[Shinto]] belief. The ancient [[animistic]] spirituality of Japan was the beginning of modern Shinto, which became a formal spiritual institution later, in an effort to preserve the traditional beliefs from the encroachment of imported religious ideas. As a result, the nature of what can be called kami is very general and encompasses many different concepts and phenomena.
 
କେତେକ ଗୁଣ ଯଥା - ବୃଦ୍ଧି, ଉର୍ବରତା, ଉତ୍ପାଦନ; ପ୍ରାକୃତିକ ଘଟଣା ଯଥା - ପବନ, ଘଡଘଡି; ପ୍ରାକୃତିକ ପଦାର୍ଥ ଯଥା - [[ସୂର୍ଯ୍ୟ]], [[ପର୍ବତ]], [[ନଦୀ]], [[ଉଦ୍ଭିଦ]], [[ପ୍ରସ୍ତର]], କେତେକ [[ପଶୁପକ୍ଷୀ]] ତଥା [[ସୋରେଇ|ପୂର୍ବଜଙ୍କ ଆତ୍ମା]] ଆଦିଙ୍କୁ କାମି ଆଖ୍ୟା ଦିଆଯାଇଥାଏ ।<ref name="Yamakage" />
Some of the objects or phenomena designated as kami are qualities of growth, fertility, and production; natural phenomena like [[wind]] and [[thunder]]; natural objects like the [[sun]], [[mountain]]s, [[river]]s, [[tree]]s, and [[Rock (geology)|rocks]]; some [[animal]]s; and [[Sorei|ancestral spirits]]. Included within the designation of ancestral spirits are spirits of the ancestors of the [[Imperial House of Japan]], but also ancestors of noble families as well as the spirits of the ancestors of all people, which when they died were believed to be the guardians of their descendants.<ref name="Yamakage" />{{rp|150}}
 
There are other spirits designated as kami as well. For example, the guardian spirits of the land, occupations, and skills; spirits of Japanese heroes, men of outstanding deeds or virtues, and those who have contributed to civilization, culture, and human welfare; those who have died for the state or the community;{{Citation needed|date=January 2017}} and the pitiable dead. Not only spirits superior to man can be considered kami; spirits that are considered pitiable or weak have also been considered kami in Shinto.
"https://or.wikipedia.org/wiki/କାମି"ରୁ ଅଣାଯାଇଅଛି