"ସମୟମଣ୍ଡଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୨ କ ଧାଡ଼ି:
 
ଊନବିଂଶ ଶତାବ୍ଦୀରେ ଯେତେବେଳେ ନିୟନ୍ତ୍ରିତ ଯାନ୍ତ୍ରିକ ଘଣ୍ଟାଗୁଡ଼ିକ ପ୍ରସାର ଲାଭ କଲା,<ref>{{Cite book|url=https://www.springer.com/gb/book/9783642293078|url-access=subscription|title=The Mechanics of Mechanical Watches and Clocks|first1=Ruxu|last1=Du|last2=Xie|first2=Longhan|language=en|isbn=978-3-642-29307-8|publisher=Springer|year=2013|series=History of Mechanism and Machine Science|doi=10.1007/978-3-642-29308-5}}</ref><!-- is that the right date?--> ସେତେବେଳେ ପ୍ରତ୍ଯେକ ସହର ନିଜସ୍ବ ସ୍ଥାନୀୟ [[ହାରାହାରି ସୂର୍ଯ୍ୟକାଳ]] ବାହାର କରି ବ୍ଯବହାର କରିବାକୁ ଲାଗିଲେ । ଦୃଶ୍ୟମାନ ଓ ବାସ୍ତବ ସୂର୍ଯକାଳ ମଧ୍ଯରେ ପରସ୍ପରଠାରୁ ୧୫ ମିନିଟର ପାର୍ଥକ୍ଯ ରହିଲା ।
 
୧୬୭୫ ମସିହାରେ ସାମୁଦ୍ରିକ ନାବିକଙ୍କ ଦ୍ରାଘିମା ନିର୍ଣ୍ଣୟରେ ସହାୟତା ପାଇଁ [[ରୟାଲ ଅବ୍ଜର୍ଭେଟରୀ, ଗ୍ରିନ୍ୱିଚ|ରୟାଲ ଅବ୍ଜର୍ଭେଟରୀ]] ସ୍ଥାପନ କରାଗଲା । ଏଥିସହିତ [[ଗ୍ରିନ୍ୱିଚ ହାରାହାରି ସମୟ]] ନିର୍ଦ୍ଧାରିତ କରାଗଲା ।
 
=== ରେଳବାଇ ସମୟ ===
[[File:Time zone chicago.jpg|thumb|right|୧୮୮୩ ମସିହାରେ ଉତ୍ତର ଆମେରିକାରେ ରେଳବାଇ ସାଧାରଣ ସମୟ ନିର୍ଦ୍ଧାରଣ ପ୍ରଦର୍ଶନ କରୁଥିବା ଫଳକ]]
ରେଳ ଓ ଅନ୍ଯାନ୍ଯ ଯୋଗାଯୋଗର ଉନ୍ନତି ସହ ସ୍ଥାନୀୟ ସୌର୍ଯ୍ୟକାଳର ବ୍ଯବହାର ଅଧିକରୁ ଅଧିକ ଜଟିଳ ହୋଇଗଲା କାରଣ ପ୍ରତ୍ଯେକ ଦ୍ରାଘିମାରେ ଅବସ୍ଥିତ ସହରର ନିଜସ୍ବ ସମୟ ରହୁଥିଲା ଯାହା ଅନ୍ୟ ସହରର ସମୟଠାରୁ ଭିନ୍ନ ଥିଲା । ଉଦାହରଣ ସ୍ବରୂପ - ଇଂଲଣ୍ଡର [[ବ୍ରିଷ୍ଟୋଲ]], ଗ୍ରିନ୍ୱିଚଠାରୁ ୨.୫ ଡିଗ୍ରୀ ପଶ୍ଚିମରେ ଥିଲା ଅର୍ଥାତ୍ ଯେତେବେଳେ ବ୍ରିଷ୍ଟୋଲରେ ମଧ୍ଯାହ୍ନ ହୁଏ ସେତେବେଳେ ଲଣ୍ତନରେ ୧୦ ମିନିଟ ବିତି ସାରିଥାଏ ।<ref>{{cite web |title=Latitude and Longitude of World Cities |url=http://www.infoplease.com/ipa/A0001769.html |work=InfoPlease.com}}</ref> ସମୟ ମଣ୍ଡଳର ବ୍ଯବହାର ଏହି ଭିନ୍ନତାକୁ ଦୂରେଇ ଦିଏ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ଯରେ ସମୟ ସମାନ ରଖେ ।
 
== ଆଧାର ==
"https://or.wikipedia.org/wiki/ସମୟମଣ୍ଡଳ"ରୁ ଅଣାଯାଇଅଛି