"କାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୨ କ ଧାଡ଼ି:
 
୯୨୬ ଖ୍ରୀଷ୍ଟାବ୍ଦରେ, ଏଙ୍ଗିଶିକି (延喜式; ବା [[ଏଙ୍ଗି କାଳ]]ର ସ୍ଥାପକ) ପଚାଶଟି ପୁସ୍ତକରେ ପ୍ରଖ୍ଯାପିତ କରାଗଲା । ଏଥିରେ ଶିଣ୍ଟୋବାଦର ରୀତିନୀତି ତଥା [[ନୋରିତୋ]]ଗୁଡ଼ିକୁ ପ୍ରଥମ କରି ଲେଖାଯାଇଥିଲା ଯାହା ପରବର୍ତ୍ତୀ ଶିଣ୍ଟୋବାଦର ରୀତିନୀତିକୁ ଗଭୀର ପ୍ରବାଭିତ କରିଥିଲା । ଏଥିରେ ସେ କାଳର ସମସ୍ତ ୨,୮୬୧ ଟି ଶାଳର ସୂଚୀ ତଥା ୩,୧୩୧ ଜଣ କାମିଙ୍କର ସୂଚୀ ଆଦି ରହିଛି ।<ref>{{cite book|last1=Picken|first1=Stuart D.B.|title=Historical Dictionary of Shinto|date=2011|publisher=Rowman & Littlefield Publishing Group|location=Lanham|isbn=978-0-8108-7372-8|page=92|edition=2nd}}</ref> ତଦୋପରାନ୍ତ କାମିଙ୍କର ସଂଖ୍ଯା ବହୁତ ବଢି ଯାଇଛି । କେବଳ [[ଯାସୁକୁନି ଶାଳ]]ରେ ୨୪,୪୬,୦୦୦ ଜଣ କାମି ସ୍ଥାପିତ ଅଛନ୍ତି ।<ref>{{cite web|title=Deities|url=http://www.yasukuni.or.jp/english/about/deities.html|website=Yasukuni Shrine|access-date=2016-06-29|language=en}}</ref>
 
== ବିଶେଷ କାମି ==
{{Main|ଜାପାନୀ ଦେବତାମାନଙ୍କର ସୂଚୀ}}
* ସୂର୍ଯ୍ୟ ଦେବୀ [[ଆମାତେରାଶୁ|ଆମାତେରାଶୁ ଓମିକାମି]],
* [[ଏବିସୁ (କିମ୍ବଦନ୍ତୀ)|ଏବିସୁ]], [[ଭାଗ୍ୟ]]ର ସପ୍ତଦେବଙ୍କ ମଧ୍ଯରୁ ଜଣେ,
* [[ଫୁଜିନ]], ବାୟୁର ଦେବତା
* [[ହାଚିମାନ]], ଯୁଦ୍ଧର [[ଦେବ]]ତା
* [[ଇନାରୀ (କିମ୍ବଦନ୍ତୀ)|ଇନାରୀ ଓମିକାମି]], ଧାନ ଓ ଫସଲର ଦେବତା
* [[ଇଜାନାଗି]]ନୋ-ମିକୋତୋ, ପ୍ରଥମ ଦେବତା
* [[ଇଜାନାମି]]ନୋ-ମିକୋତୋ, ପ୍ରଥମ ଦେବୀ
* [[କୋତୋଆମାତ୍ସୁକାମୀ]], ମୁଖ୍ଯ ତ୍ରିକାମି
* [[ଓମିକାନେ (ଶିଣ୍ଟୋ)|ଓମିକାନେ]], ଜ୍ଞାନର ଦେବତା
* [[ସାରୁତାହିକୋ ଓକାମି]], ପୃଥିବୀର ଦେବତା
* [[ସୁସାନୋନୋ ମିକୋତୋ]], [[ସାଗର]] ଓ [[ଝଡ଼ବର୍ଷା]]ର ଦେବତା
* [[ତେଞ୍ଜିନ (କାମି)|ତେଞ୍ଜିନ]], ସଙ୍ଗୀତର ଦେବତା
* [[ତ୍ସୁକୁୟୋମୀ]], [[ଚନ୍ଦ୍ର]] [[ଦେବ]]ତା
* [[ରାଇଜିନ]], ବିଜୁଳି ଓ ଘଡ଼ଘଡ଼ି ଏବଂ ବର୍ଷାର ଦେବତା
* [[ରିଉଜିନ]], [[ଜାପାନୀ ଡ୍ରାଗନ]]
 
==ଆଧାର==
"https://or.wikipedia.org/wiki/କାମି"ରୁ ଅଣାଯାଇଅଛି