"କାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୧ କ ଧାଡ଼ି:
* ସମସ୍ତ କାମିଙ୍କର କର୍ତ୍ତବ୍ଯ ଭିନ୍ନ ଥାଏ । ଯେପରି ଲୋକମାନେ କାମିଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ କାର୍ଯ୍ୟ କରିଥାନ୍ତି, କାମିଙ୍କୁ ମଧ୍ଯ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ପାଇଁ ପଡ଼ିଥାଏ ।
 
କାମି ଏକ ଚିର ପରିବର୍ତ୍ତନୀୟ ଚିନ୍ତାଧାରା କିନ୍ତୁ ଜାପାନୀ ଲୋକଙ୍କ ମନରେ ତାଙ୍କର ଅସ୍ତିତ୍ବ ସନାତନ ଓ ଅପରିବର୍ତ୍ତନୀୟ ଅଟେ । ପ୍ରାରମ୍ଭରେ କାମିଙ୍କୁ ପ୍ରାକୃତିକ ଶକ୍ତି ଭାବେ ବିବେଚନା କରାଯାଉଥିଲା ଯିଏ ପ୍ରାଥମିକ [[ଶିକାରୀ-ସଂଗ୍ରହାକ]]ମାନଙ୍କୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିଲେ । ସେମାନଙ୍କୁ ପୃଥିବୀ (ପର୍ବତ) ଓ ସାଗରର ଦେବତା ରୂପେ ପୂଜା କରାଯାଉଥିଲା । ଜାପାନରେ ଧାନଚାଷ ଓ ଅମଳର ମହତ୍ତା ବୃଦ୍ଧି ପାଇବା ସହ କାମିଙ୍କ ସ୍ୱରୂପ ଅଧିକ ପୋଷକରୂପକୁ ପ୍ରାପ୍ତ ହେଲା ଯାହା ସିଧାସଳଖ ଚାଷ ସହ ସମ୍ବନ୍ଧ ରଖିଲା, ଯେପରି ବର୍ଷା କରାଇବା, ଅଧିକ ଅମଳ ହେବା ଇତ୍ୟାଦି ।<ref name="Jones" /> ପ୍ରାଥମିକ ଜାପାନୀ ଲୋକ ଏବଂ କାମିଙ୍କ ମଧ୍ଯରେ ଉତ୍ପନ୍ନ ଏହି ସମ୍ବନ୍ଧ ପରେ ବିଭିନ୍ନ ରୀତିନୀତିର ରୂପ ନେଲା ଯାହାର ଉଦ୍ଦେଶ୍ଯ କାମିଙ୍କୁ ସନ୍ତୁଷ୍ଟ କରିବା ଏବଂ ଅଧିକ ଫସଲ କରାଇବା ପାଇଁ ଅନୁରୋଧ କରିବା । ଏହି ରୀତିନୀତି ସବୁ, ସେ ବେଳର ସମ୍ରାଟଙ୍କ ପାଇଁ କ୍ଷମତା ଓ ଶକ୍ତିର କାମ କଲା ।<ref name="Ohnuki-Tierney">{{cite journal|last1=Ohnuki-Tierney|first1=Emiko|title=The Emperor of Japan as Deity (Kami)|journal=Ethnology|date=July 1991|volume=30|issue=3|pages=199–215|doi=10.2307/3773631|jstor=3773631|s2cid=102344236|url=https://semanticscholar.org/paper/03cd0717a333653c04f8a8783d7cad1652c246db}}</ref>
କାମି ଏକ ଚିର ପରିବର୍ତ୍ତନୀୟ ଚିନ୍ତାଧାରା କିନ୍ତୁ ଜାପାନୀ ଲୋକଙ୍କ ମନରେ ତାଙ୍କର ଅସ୍ତିତ୍ବ ସନାତନ ଅଟେ ।
 
ଜାପାନୀ ଶିଣ୍ଟୋବାଦରେ କିମ୍ବଦନ୍ତୀ-ଇତିହାସର ଏକ ସୁଦୃଢ଼ ପରମ୍ପରା ରହିଆସିଛି । ସେହିପରି ଏକ କିମ୍ବଦନ୍ତୀ [[ଆମାତେରାଶୁ]]ଙ୍କ ନାତି ବା ଜାପାନର ପ୍ରଥମ ସମ୍ରାଟଙ୍କ ଆବିର୍ଭାବ ବିଷୟରେ କହିଥାଏ । ଯେତେବେଳେ ଆମାତେରାଶୁ ନିଜ ନାତିଙ୍କୁ ଏହି ଧରାକୁ ପଠାଇଲେ, ସେତେବେଳେ ସେ ତାଙ୍କୁ ସ୍ୱର୍ଗର କ୍ଷେତରେ ([[ତାକାମାଗାହାରା]]ରେ) ଉତ୍ପନ୍ନ ଧାନର ପାଞ୍ଚଟି ଦାନା ଦେଇଥିଲେ । ଜାପାନର ଅନୁର୍ବରତାକୁ ସମାପ୍ତ କରି ଉର୍ବରତାରେ ପରିଣତ କରିବାରେ ଏହି ଧାନ ତାଙ୍କର ସାହାଯ୍ୟ କଲା ।<ref name="Ohnuki-Tierney" />
 
Social and political strife have played a key role in the development of new sorts of kami, specifically the goryō-shin (the sacred spirit kami). [[Goryō]] are the vengeful spirits of the dead whose lives were cut short, but they were calmed by the devotion of Shinto followers and are now believed to punish those who do not honor the kami.<ref name="Ohnuki-Tierney" />
 
The pantheon of kami, like the kami themselves, is forever changing in definition and scope. As the needs of the people have shifted, so too have the domains and roles of the various kami. Some examples of this are related to health, such as the kami of [[smallpox]] whose role was expanded to include all contagious diseases, or the kami of boils and growths who has also come to preside over [[cancer]]s and [[cancer treatments]].<ref name="Ohnuki-Tierney" />
 
In the ancient animistic religions, kami were understood as simply the divine forces of nature. Worshippers in ancient Japan revered creations of nature which exhibited a particular beauty and power such as [[waterfalls]], mountains, boulders, animals, trees, grasses, and even [[rice]] paddies. They strongly believed the spirits or resident kami deserved respect.
 
In 927 CE, the {{Nihongo||延喜式|''[[Engi-shiki]]''|extra=literally, Procedures of the [[Engi (era)|Engi Era]]}} was promulgated in fifty volumes. This, the first formal codification of Shinto rites and ''[[norito]]'' (liturgies and prayers) to survive, became the basis for all subsequent Shinto liturgical practice and efforts. It listed all of the 2,861 [[Shinto shrine]]s existing at the time, and the 3,131 official-recognized and enshrined kami.<ref>{{cite book|last1=Picken|first1=Stuart D.B.|title=Historical Dictionary of Shinto|date=2011|publisher=Rowman & Littlefield Publishing Group|location=Lanham|isbn=978-0-8108-7372-8|page=92|edition=2nd}}</ref> The number of kami has grown and far exceeded this figure through the following generations as there are over 2,446,000 individual kami enshrined in Tokyo's [[Yasukuni Shrine]] alone.<ref>{{cite web|title=Deities|url=http://www.yasukuni.or.jp/english/about/deities.html|website=Yasukuni Shrine|access-date=2016-06-29|language=en}}</ref>
 
==ଆଧାର==
"https://or.wikipedia.org/wiki/କାମି"ରୁ ଅଣାଯାଇଅଛି