"କାନ୍ନୁଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬ କ ଧାଡ଼ି:
ଜଣେ '''କାନ୍ନୁଶୀ''' ([[wiktionary:神主|神主]], ଈଶ୍ବର ସ୍ୱାମୀ, ମୂଳ ଉଚ୍ଚାରଣ - ''କାମୁନୁଶୀ'') ବା '''ଶିନ୍ଶୋକୁ''' (神職, ଅର୍ଥାତ୍ ଈଶ୍ବରଙ୍କ ସେବକ) ହେଉଛନ୍ତି ଏକ [[ଶିଣ୍ଟୋଶାଳ]]ର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ପ୍ରାପ୍ତ ବ୍ଯକ୍ତି । ଏହାଛଡା ସେ, ସେହି ଶାଳରେ ଥିବା [[କାମି]]ଙ୍କର ପୂଜାକାର୍ଯ୍ୟ ମଧ୍ଯ ସମ୍ପାଦନ କରିଥାନ୍ତି ।<ref>Kannushi (in Japanese), Iwanami Kōjien (広辞苑) Japanese dictionary, 6th Edition (2008), DVD version. </ref> କାନ୍ନୁଶୀର [[ଚିତ୍ରଲିପି]]ଗୁଡ଼ିକୁ ଯିନ୍ଶୁ ବୋଲି ମଧ୍ଯ ପଢାଯାଇଥାଏ ।
 
ପ୍ରଥମେ କାନ୍ନୁଶୀଙ୍କୁ କାମିଙ୍କର ମାଧ୍ଯମ ବୋଲି ଧରାଯାଉଥିଲା । ଅର୍ଥାତ୍ କାନ୍ନୁଶୀମାନେ କାମିଙ୍କର ଇଚ୍ଛାକୁ ମାନବ ମଧ୍ଯରେ ପ୍ରକାଶ କରାଇ ପାରୁଥିଲେ ।<ref>Nishimuta, Takao (2007-03-28). "Kannushi". Encyclopedia of Shinto. Kokugakuin. Retrieved 2009-10-16.</ref> ଜଣେ ''କାନ୍ନୁଶୀ'' ହେଉଛନ୍ତି ଏକ ଲୋକ ଯେ ଆଲୌକିକ କାର୍ଯ୍ୟ କରିପାରନ୍ତି କିମ୍ବା ଏକ ପବିତ୍ର ଲୋକ ଯେ ନିଜର [[ହାରାଏ|ପବିତ୍ରକରଣ କାର୍ଯ୍ୟ]] ଯୋଗୁଁ କାମିଙ୍କର ମାଧ୍ଯମ ରୂପେ କାର୍ଯ୍ୟ କରିପାରନ୍ତି । ପରେ ଏହି ଶବ୍ଦଟି ଶିନ୍ଶୋକୁ ଶବ୍ଦର ସମାନାର୍ଥକ ହୋଇଗଲା, ଯାହାର ଅର୍ଥ ଏକ ଲୋକ ଯେ ଶାଳରେ କାମକରେ ଏବଂ ସେଠାରେ ଧାର୍ମିକ ସଂସ୍କାର ପାଳନ କରେ ।<ref>Moriyasu, Jin. name="IKKannushi"/>. Nihon Hyakka Zensho (in Japanese). Shogakukan. Archived from the original on 2012-09-14. Retrieved 2009-10-16.</ref name="ya">
{{cite web |last = Moriyasu |first = Jin |title = Kannushi |language = Japanese |work = Nihon Hyakka Zensho |publisher = Shogakukan |url = http://100.yahoo.co.jp/detail/%E7%A5%9E%E4%B8%BB/ |accessdate = 2009-10-16 |url-status = dead |archiveurl = https://www.webcitation.org/6AfIob8e3?url=http://100.yahoo.co.jp/detail/%E7%A5%9E%E4%B8%BB/ |archivedate = 2012-09-14 }}</ref>
 
ପ୍ରାଚୀନ କାଳରେ, ଏକ ବଂଶରେ ସାଧାରଣତଃ ଧାର୍ମିକ ଏବଂ ରାଜନୈତିକ ସାମର୍ଥ୍ଯ ଜଣଙ୍କ ହାତରେ ଥାଏ ଯିଏ ସେହି ବଂଶର ମୁଖ୍ଯ ହୋଇଥାନ୍ତି ।<ref name="ya"/> ପରେ ସେହି ପଦବୀ ଏକ ଭିନ୍ନ ଏବଂ ଅଧିକ ଶକ୍ତିଶାଳୀ ରୂପରେ ରୂପାନ୍ତରିତ ହେଲା । ଏହି ଶବ୍ଦଟି ଉଭୟ [[କୋଯିକୀ]] (୬୮୦ ଖ୍ରୀଷ୍ଟାବ୍ଦ) ଏବଂ [[ନିହୋଁ ଶୋକି]]ରେ (୭୨୦ ଖ୍ରୀଷ୍ଟାବ୍ଦ) ମିଳିଥିଲା । ଏଥିରେ [[ସାମ୍ରାଜ୍ଞୀ ଜିଙ୍ଗୁ]] ଏବଂ [[ସମ୍ରାଟ ସୁଯିନ୍]] ''କାନ୍ନୁଶୀ'' ପଦ ଧାରଣ କରିଥିଲେ ।
"https://or.wikipedia.org/wiki/କାନ୍ନୁଶୀ"ରୁ ଅଣାଯାଇଅଛି