"ବଡ଼ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଓ ଆଧାର
ଟିକେ ଆର୍କାଇଭ ଠିକଣା ସଂଶୋଧନ
୧୫ କ ଧାଡ଼ି:
|ends =
|date =
|date2019 =
|date2020 = ୨୮ ନଭେମ୍ବର (ଶନିବାର)
|date2021 =
|celebrations =
|observances = ପୂଜା, ବନ୍ଦାପନା
୨୨ କ ଧାଡ଼ି:
}}
 
'''ବଡ଼ଓଷା''' [[ଓଡ଼ିଶା]]ରେଓଡ଼ିଶାରେ ପାଳିତ ଏକ [[ଓଷା]] । ଏହା [[କାର୍ତ୍ତିକ|କାର୍ତ୍ତିକ ମାସର]] ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । [[ଧବଳେଶ୍ୱର ମନ୍ଦିର|ଧବଳେଶ୍ୱର ପୀଠରେ]] ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି ।<ref>{{cite web |title=ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ |url=https://www.samajalive.in/bada-osa-in-dhabaleswar/117340.html |website=www.samajalive.in |publisher=ସମାଜ |accessdate=28 November 2020 |archiveurl=http://web.archive.org/web/20201128074814/https://www.samajalive.in/bada-osa-in-dhabaleswar/117340.html |archivedate=28 November 2020}}</ref>
 
== ପୂଜାବିଧି ଓ ଉପଚାର ==
ଏହି ଅବସରରେ [[ଶିବ|ମହାଦେବଙ୍କୁ]] ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ ।<ref>{{cite web |title=ଆଜି ବଡ଼ ଓଷା, ଧବଳେଶ୍ୱର ପୀଠ ଚଳଚଞ୍ଚଳ |url=https://zeenews.india.com/hindi/zeeodisha/cuttack/bada-osha-rituals-performed-at-dhabaleswar/594955 |website=www.zeenews.india.com |publisher=ଜୀ ନ୍ୟୁଜ |accessdate=28 November 2020 |archiveurl=http://web.archive.org/web/20201128082907/https://zeenews.india.com/hindi/zeeodisha/cuttack/bada-osha-rituals-performed-at-dhabaleswar/594955 |archivedate=28 November 2020}}</ref> ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ । ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ । ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି । ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା ।<ref>{{cite web |title=ଧବଳେଶ୍ୱର ମନ୍ଦିରରେ ୧୪୪ ଧାରା; ବାବାଙ୍କ ଦୁର୍ଲଭ ବେଶ ଦେଖି ପାରିବେନି ଭକ୍ତ |url=https://khabar.odishatv.in/odisha/lord-shivas-kiratarjuna-besha-at-dhabaleswar-temple-after-25-years-1/228415/ |website=www.khabar.odishatv.in |publisher=ଓଡ଼ିଶା ଟେଲିଭିଜନ |accessdate=28 November 2020 |archiveurl=http://web.archive.org/web/20201128082110/https://khabar.odishatv.in/odisha/lord-shivas-kiratarjuna-besha-at-dhabaleswar-temple-after-25-years-1/228415/ |archivedate=28 November 2020}}</ref>
 
== କିମ୍ବଦନ୍ତି ==
[[ପଦ୍ମପୁରାଣ]]ରେ ଲେଖାଅଛି ଯେ, [[ବ୍ରହ୍ମା]]ଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ [[ଇନ୍ଦ୍ର]], ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ ଓଷା ବ୍ରତ ପାଳନ କରି [[କାର୍ତ୍ତିକ ପୂର୍ଣ୍ଣିମା]]ରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ ।<ref>{{cite web |title=ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା |url=https://www.dharitri.com/%E0%AC%8F%E0%AC%B8%E0%AC%AC%E0%AD%81-%E0%AC%AA%E0%AC%BE%E0%AC%87%E0%AC%81-%E0%AC%AA%E0%AC%BE%E0%AC%B3%E0%AC%A8-%E0%AC%95%E0%AC%B0%E0%AC%BE%E0%AC%AF%E0%AC%BE%E0%AC%8F-%E0%AC%AC%E0%AC%A1%E0%AC%BC/ |website=www.dharitri.com |publisher=ଧରିତ୍ରୀ |accessdate=28 November 2020 |archiveurl=https://wwwarchive.dharitri.com/%E0%AC%8F%E0%AC%B8%E0%AC%AC%E0%AD%81-%E0%AC%AA%E0%AC%BE%E0%AC%87%E0%AC%81-%E0%AC%AA%E0%AC%BE%E0%AC%B3%E0%AC%A8-%E0%AC%95%E0%AC%B0%E0%AC%BE%E0%AC%AF%E0%AC%BE%E0%AC%8F-%E0%AC%AC%E0%AC%A1%E0%AC%BCfo/ MkvLu|archivedate=28 November 2020}}</ref>
 
== ଆଧାର ==
"https://or.wikipedia.org/wiki/ବଡ଼ଓଷା"ରୁ ଅଣାଯାଇଅଛି