"ଖଗେଶ୍ୱର ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing
୨୭ କ ଧାଡ଼ି:
}}
 
'''ଖଗେଶ୍ୱର ମହାପାତ୍ର''' (୨୭ ନଭେମ୍ବର ୧୯୩୩ - ୧୯ ଜୁଲାଇ ୨୦୧୭), ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ସାହିତ୍ୟିକ, ସମାଲୋଚକ, ଭାଷାତତ୍ତ୍ୱବିତ ଏବଂ ଆଦିବାସୀ ସଂସ୍କୃତିର ଗବେଷକ ଥିଲେ ।<ref name="RahmanVerma2005">{{cite book|author1=Syed Amanur Rahman|author2=Balraj Verma|title=The Beautiful India - Orissa|url=https://books.google.com/books?id=w2owAQAAIAAJ|date=6 December 2005|publisher=Reference Press|isbn=978-81-8405-005-9}}</ref>
ପ୍ରବନ୍ଧ ଓ ସମଲୋଚନାସମାଲୋଚନା କ୍ଷେତ୍ରରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।
 
== ଜୀବନୀ ==
ଶ୍ରୀ ମହାପାତ୍ରଖଗେଶ୍ୱର ୧୯୩୩ ମସିହା ନଭେମ୍ବର ୨୭ ତାରିଖରେ ଯାଜପୁର ଜିଲାର ବଲଦା ନିକଟସ୍ଥ ଖୋସଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite book|title=Orissa reference: glimpses of Orissa|url=https://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ [[ଓଡ଼ିଆ ଭାଷା]]ରେ ସ୍ନାତକୋତ୍ତର ହାସଲ କରିଥିଲେ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଥିଲେ ।<ref>{{cite web |title=Noted writer passes away |url=https://www.newindianexpress.com/states/odisha/2017/jul/20/noted-writer-passes-away-1631073--1.html |publisher=The New Indian Express |accessdate=27 November 2020}}</ref>
ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା-ସାହିତ୍ୟରେ ପ୍ରଥମସ୍ଥାନ ଅଧିକାରକରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ବିଶ୍ୱଭାରତୀ ଶାନ୍ତିନିକେତନରେ ସେ ଅଧ୍ୟାପନା କରିବା<ref name="(India)Senapati">{{cite book|author1=Orissa (India)|author2=Nilamani Senapati|author3=N. K. Sahu|title=Orissa District Gazetteers: Baleshwar|url=https://books.google.com/books?id=kV0KAQAAIAAJ|publisher=Superintendent, Orissa Government Press}}</ref> ସହ, ଓଡ଼ିଆ ଭାଷା ବିଭାଗ ଆରମ୍ଭ କରିଥିଲେ ।<ref>http://sarbasadharana.com/?p=39990</ref> ମୁଣ୍ଡା, କିଶାନ ପ୍ରଭୃତି ଭାଷା ଉପରେ ସେ ଗବେଷଣା କରି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ତାଙ୍କ ଉଦ୍ୟମରେ ଆଦିବାସୀଙ୍କ ଜୀବନଧାରା ଉପରେ ପର୍ଯ୍ୟବେସିତ ପ୍ରାମାଣିକ ଚଳଚ୍ଚିତ୍ର "ଅନ୍ତର୍ନିହିତ ଜ୍ୟୋତିଧାରା" ଓ "ବଣମଲ୍ଲୀର ମହକ" ନିର୍ମାଣ କରାଯାଇଥିଲା । [[ଓଡ଼ିଆ ଭାଷା ପ୍ରତିଷ୍ଠାନ]]ଦ୍ୱାରା ପ୍ରକାଶିତ ପୁସ୍ତକ ‘ଓଡ଼ିଆ ଭାଷାର ଇତିବୃତି’ ତାଙ୍କ ଅଧ୍ୟକ୍ଷତାରେ ସଂକଳିତ ହୋଇଥିଲା । ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ଓଡ଼ିଆ ଭାଷାର ଗୁଣାତ୍ମକ ମୂଲ୍ୟବୃଦ୍ଧି ସମ୍ପର୍କିତ ପ୍ରକଳ୍ପରେ ସେ ଅଧ୍ୟକ୍ଷତା କରିଥିଲେ । [[ଭୁବନେଶ୍ୱର]]ସ୍ଥିତ [[ଜନଜାତି ସଂଗ୍ରହାଳୟ]] ଓ ଆଦିବାସୀ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।
 
୨୦୧୭ ମସିହା ଜୁଲାଇ ୧୯ତାରିଖରେ ଶ୍ରୀଖଗେଶ୍ୱର ମହାପାତ୍ରଙ୍କର ଦେହାନ୍ତମୃତ୍ୟୁ ହୋଇଥିଲା ।<ref>http{{cite news |title=ପରଲୋକରେ ସାହିତ୍ୟିକ ଖଗେଶ୍ୱର ମହାପାତ୍ର |url=https://sambadwww.indharitri.com/newse-Paper/stateBhubaneswar/dr-khageswar-mohapatra-passes-away200717/65823p2.htmlhtm |accessdate=27 November 2020 |work=ଧରିତ୍ରୀ}}</ref>
 
== ରଚନାବଳୀ ==
Line ୪୪ ⟶ ୪୬:
=== ଅନୁବାଦ ===
* ରାଗ ଦରବାରୀ(ହିନ୍ଦୀ)
* ସ୍ୱାଧୀନତା ସଂଗ୍ରାମର ଇତିହାସ (ଇଂରାଜୀ)
* ଚିତ୍ରପ୍ରିୟା (ତାମିଲ)
* ଗ୍ରାମାୟାନ (ମାଲୟାଲାମ)
* ନୀଳକଣ୍ଠ ପାକ ସିର ସନ୍ଧାନେ (ବଙ୍ଗଳା)
* ତୁକାରାମ (ମରାଠୀ)
=== ସମ୍ପାଦିତ ===
* ପ୍ରେମଲତା
Line ୫୪ ⟶ ୫୬:
 
== ପୁରସ୍କାର ଓ ସମ୍ମାନ ==
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]]- ୧୯୮୫ (ସମାଲୋଚନାର ଦିଗ ଦିଗନ୍ତ ପାଇଁ)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/sahitya-award4.php |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=27 November 2020}}</ref>
* ଶ୍ରେଷ୍ଠ ଓଡ଼ିଆ ଛାତ୍ର(ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ)
* ଭକ୍ତକବି ସ୍ୱର୍ଣ୍ଣପଦକ
* ଭକ୍ତକବି ସ୍ୱର୍ଣ୍ଣପଦକ<ref>http://www.samajalive.in/post.php?ref=6512&post=%E0%AC%AA%E0%AC%B0%E0%AC%B2%E0%AC%95%E0%AC%B0-%E0%AC%AA%E0%AC%B0%E0%AC%AB%E0%AC%B8%E0%AC%B0-%E0%AC%96%E0%AC%97%E0%AC%B6%E0%AD%B1%E0%AC%B0-%E0%AC%AE%E0%AC%B9%E0%AC%AA%E0%AC%A4%E0%AC%B0</ref>
 
== ଆଧାର ==
{{ଆଧାରReflist|30em}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)}}
 
{{Authority control}}
[[ଶ୍ରେଣୀ:୧୯୩୩ ଜନ୍ମ]]
[[ଶ୍ରେଣୀ:୨୦୧୭ ମୃତ୍ୟୁ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ଲେଖକ]]