"ଝୁମ୍ପୁରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୦ କ ଧାଡ଼ି:
୨୦୧୧ ଜନଗଣନା<ref>http://www.census2011.co.in/data/town/385564-jhumpura-orissa.html</ref> ସମୟରେ ଏହି ସହରର ଲୋକ ସଂଖ୍ୟା ବୃଦ୍ଧି ଘଟି ୬୦୬୪ ହେଇଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୩୧୫୩ ହେଇଥିବା ବେଳେ ମହିଳା ସଂଖ୍ୟା ୨୯୧୧ ଥିଲା ଓ ୬ ବର୍ଷରୁ କମ ଆବାଦୀ ୧୨.୮୦% ରହିଥିଲା । ସାକ୍ଷରତା ହାରରେ ମଧ୍ୟ ଉନ୍ନତି ଘଟି ତାହା ୮୨.୭୩ ହେଇଥିଲା ଯାହା ଜାତୀୟ ହାର ଠାରୁ ଅଧିକ । ଏଠାରେ ୧୩୨୩ଟି ପରିବାର ରହୁଥିବାର ଗଣନା କରାଯାଇଥିଲା । ଏହି ଜନସଂଖ୍ୟା ଭିତର ୩୯.୩୬% ମୁସଲିମ ଥିଲେ । କିଛି ସଂଖ୍ୟାରେ ଶିଖ ଓ ଖ୍ରୀଷ୍ଟିୟାନ ଥିଲେ ମଧ୍ୟ ବାକି ସମସ୍ତେ ହିନ୍ଦୁ ଥିଲେ ।
 
==ଶିକ୍ଷାନୁଷ୍ଠାନ==
== ଶିକ୍ଷା ==
* ଗ୍ରୀନ୍ଫିଲ୍ଡ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
ଏଠାରେ ଏକ ଡିଗ୍ରୀ କଲେଜ<ref>{{cite web |title=MAYURBHANJ DISTRICT GENERAL COLLEGES |url=http://www.nou.nic.in/Affiliated_Colleges.htm |website=www.nou.nic.in |publisher=ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ |accessdate=17 August 2019}}</ref> ସହ ହାଇସ୍କୁଲ ଓ ଇଂରାଜୀ ମିଡିୟମ ସ୍କୁଲ ମାନ ରହିଛି । 
* [[ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଝୁମ୍ପୁରା]]
* ପଞ୍ଚାୟତ ସମିତି ବିଦ୍ଯାଳୟ
* କେରଲା ଇଂରାଜୀ ମାଧ୍ୟମ ବିଦ୍ଯାଳୟ
* ମିଶବାହ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
* ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଝୁମ୍ପୁରା
* ଝୁମ୍ପୁରା ମକ୍ତବ
 
== ଆଧାର ==
"https://or.wikipedia.org/wiki/ଝୁମ୍ପୁରା"ରୁ ଅଣାଯାଇଅଛି