"ସମୟମଣ୍ଡଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫ କ ଧାଡ଼ି:
ଏକ '''ସମୟ ମଣ୍ଡଳ''' ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ [[ମାନକ ସମୟ]] ସମାନ ଥାଏ ।<ref>{{Citation|title=3. From National to Uniform Time around the Globe|date=2015-12-31|url=http://dx.doi.org/10.4159/9780674915992-003|work=The Global Transformation of Time|pages=75–98|publisher=Harvard University Press|isbn=978-0-674-91599-2|access-date=2020-11-01}}</ref> ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।
 
ଅଧିକାଂଶ ସମୟମଣ୍ଡଳଗୁଡ଼ିକ [[ନିୟନ୍ତ୍ରିତ ବୈଶ୍ୱିକ ସମୟ]] (UTC) ଠାରୁ ଏକ ପୂର୍ଣ୍ଣ ଘଣ୍ଟା ଆଧାରରେ ଆଗୁଆ ବା ପଛୁଆ ହୋଇଥାଏ; ବ୍ଯତିକ୍ରମ - [[ନବପ୍ରାପ୍ତଭୂମି ସମୟ ମଣ୍ଡଳ|ନବପ୍ରାପ୍ତଭୂମିର ମାନକ ସମୟ]] ହେଉଛି [[UTC−୦୩:୩୦]], [[ନେପାଳ ସମୟ|ନେପାଳ ମାନକ ସମୟ]] ହେଉଛି [[UTC+୦୫:୪୫]], [[ଭାରତୀୟ ମାନକ ସମୟ]] ହେଉଛି [[UTC+୦୫:୩୦]] ଏବଂ [[ବ୍ରହ୍ମଦେଶ ମାନକ ସମୟ]] ହେଉଛି [[UTC+୦୬:୩୦]])
 
କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ [[ଦିବାଲୋକ ବଚତ ସମୟ]]ର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।
"https://or.wikipedia.org/wiki/ସମୟମଣ୍ଡଳ"ରୁ ଅଣାଯାଇଅଛି