"ବିଜୟ ମଲ୍ଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Bijaya Malla ପୃଷ୍ଠାଟି ବିଜୟ ମଲ୍ଲକୁ ଲେଉଟାଇଲେ
ରଚନାବଳୀ
୨୨ କ ଧାଡ଼ି:
}}
 
'''ବିଜୟ ମଲ୍ଲ''' (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର<ref name="sambad">{{cite news|title=ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ|url=http://sambad.in/metro/birthday-of-odia-wiki-pathagar-39467/|accessdate=9 April 2018|newspaper=ସମ୍ବାଦ|date=୪ ଡିସେମ୍ବର ୨୦୧୭}}</ref>, ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (''ରାଗ ଅନୁରାଗ'', ''ଛାନ୍ଦଧାରା, ଆଦି'') ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କ ସଙ୍ଗେ ସାକ୍ଷାତକାର କରନ୍ତି । ସେ, ରାଜ୍ୟ ଚଳଚ୍ଚିତ୍ର ସେନସର ବୋର୍ଡ଼ର ସଦସ୍ୟ, ଓଡ଼ିଶା ଯୁବ ଲେଖକ ସମ୍ମେଳନର ଯୁଗ୍ମ ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି
 
୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ରାନୀ ଧାରାବାହିକର ସଂଳାପ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଇଥିଲା ।<ref>{{cite news|title=ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା|url=http://www.dharitri.com/main/news/20722|accessdate=9 April 2018|newspaper=ଧରିତ୍ରୀ|date=୫ ଫେବୃଆରୀ ୨୦୧୮}}</ref>
୨୯ କ ଧାଡ଼ି:
 
୨୦୧୬ ମସିହାରେ ବିଜୟ ମଲ୍ଲଙ୍କ ଲିଖିତ ''ଛୁଟି'' ନାମକ ଗୀତିସଙ୍ଗ୍ରହ ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସଂଯୋଜିତ ହୋଇ ନମ୍ରତା ମହାନ୍ତିଙ୍କ କଣ୍ଠସ୍ୱରରେ ରେକର୍ଡ଼ କରାଯାଇଥିଲା ।<ref>''[http://www.dailypioneer.com/state-editions/bhubaneswar/now-you-can-listen-to-nazrul-geeti-in-odia.html Now you can listen to Nazrul Geeti in Odia]'', Sunday, 02 August 2015, Viraj Shukla (Cuttack), The Daily Pioneer (Bhubaneswar edition).</ref>
 
== ରଚନାବଳୀ ==
=== ଗଳ୍ପ ସଂକଳନ ===
* ଭ୍ରଷ୍ଟ ବୁମେରାଂ
* ସୁନୟନାମାନଙ୍କ ପାଇଁ
=== କବିତା ସଂକଳନ ===
* କୁହୁକ କବିତା
* କୁହୁଡ଼ି କାଳର ମେଘ
* ପ୍ରେମ କେବେ କେବେ
* ଏଇ ବୋଧେ ପ୍ରେମ<ref>{{cite journal |title=କଥା ଝରକା |journal=କଥା |issue=ଅକ୍ଟୋବର ୨୦୨୦ |page=୭୯ |url=https://web.archive.org/web/20201119071811/https://sambadepaper.com/imageview_179815_203350702_4_82_01-10-2020_79_i_1_sf.html |accessdate=19 November 2020}}</ref>
 
== ଆଧାର ==