"ହୋକାଇଦୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬୬ କ ଧାଡ଼ି:
 
[[ନାରା ଯୁଗ|ନାରା]] ଓ [[ହେଈଆଁ ଯୁଗ|ହେଈଆଁ]] କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ [[ଦେୱା ପ୍ରାନ୍ତ]] ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । [[ଜାପାନର ଇତିହାସ#ମଧ୍ଯଯୁଗୀୟ ଜାପାନ|ମଧ୍ଯଯୁଗରୁ]], ହୋକାଇଦୋର ଲୋକମାନେ [[ଏଜୋ]] ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷地; ଏଜୋଭୂମି) ବା ଏଜୋଗାଶିମା (蝦夷ヶ島; ଏଜୋ ଦ୍ୱୀପ) ହୋଇଗଲା ।<ref>{{cite book|last1=McClain|first1=James L.|title=Japan, A Modern History|date=2002|publisher=W.W. Norton & Company|location=New York, N.Y.|isbn=978-0-393-04156-9|page=[https://archive.org/details/japanmodernhisto00mccl/page/285 285]|edition=First|url-access=registration|url=https://archive.org/details/japanmodernhisto00mccl/page/285}}</ref> ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟ ଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।
 
==ନୈରୁକ୍ତଶାସ୍ତ୍ର==
[[File:Former government office, Hokkaido.JPG|thumb|[[ପୂର୍ବର ହୋକାଇଦୋ ପ୍ରଶାସନିକ କାର୍ଯ୍ୟାଳୟ]], [[ଚୁଓ-କୁ]]]]
[[ହୋକାଇଦୋ ବିକାଶ କମିଶନ|ବିକାଶ କମିଶନ]] ସ୍ଥାପନ କରିବା ସମୟରେ ମେଇଜୀ ପ୍ରଶାସନ ଏଜୋଚିର ନାମ ପରିବର୍ତ୍ତନ କରିବା ପାଇଁ ଚାହିଁଲେ । [[ମାତ୍ସୁଉରା ତାକେଶୀରୋ]], କାଇହୋକୁଦୋ (海北道) ତଥା ହୋକାଇଦୋ (北加伊道) ଆଦି, ଛଅଟି ପ୍ରସ୍ତାବ ଦାଖଲ କରିଥିଲେ ।
 
==ଆଧାର==
"https://or.wikipedia.org/wiki/ହୋକାଇଦୋ"ରୁ ଅଣାଯାଇଅଛି