"ହୋକାଇଦୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୯ କ ଧାଡ଼ି:
===ପ୍ରାକ୍-ଇତିହାସ===
{{historical populations|13=1721|14=15,615|15=1750|16=21,807|17=1786|18=26,310|19=1798|20=28,711|21=1822|22=61,948|23=1834|24=67,862|25=1846|26=70,887|27=1873|28=123,668
|29=1890|30=414,430|31=1903|32=1,089,503|33=1920|34=2,359,183|35=1930|36=2,812,335|37=1940|38=3,272,718|39=1950|40=4,295,567|41=1960|42=5,039,206|43=1970|44=5,184,287|45=1980|46=5,575,989|47=1990|48=5,643,647|49=2000|50=5,683,062|51=2010|52=5,506,419|53=2020|54=5,281,297|percentages=pagr|footnote=source:<ref>[http://www.stat.go.jp/english/index.html Statistics Bureau of Japan]</ref><ref>[[Demographic history of Japan before the Meiji Restoration|Hokkaido Population during Tokugawa Shogun]]</ref>}}
 
୧୫,୦୦୦ ବର୍ଷ ପୂର୍ବେ ହୋକାଇଦୋରେ [[ଯୋମୋନ ଯୁଗ|ଯୋମୋନ]] ସଂସ୍କୃତି ଏବଂ ସମ୍ବନ୍ଧିତ [[ଶୀକାର-ସଂଗ୍ରହ]] ଜୀବନଶୈଳି, ବିସ୍ତୃତ ଲାଭ କରିଥିଲା । ହୋଁଶୁ ଦ୍ୱୀପର ବିପରୀତ, ଏହି ଯୁଗରେ ହୋକାଇଦୋରେ କୌଣସି ପ୍ରକାରର ଯୁଦ୍ଧ ହୋଇ ନ ଥିଲା । ଆଇନୁ ଆଧ୍ଯାତ୍ମବାଦର ଉତ୍ପତ୍ତି, ପ୍ରାକୃତିକ ଆଲୌକିକ ଶକ୍ତି ଉପରେ ଯୋମୋନମାନଙ୍କ ବିଶ୍ବାସରୁ ହୋଇଥିଲା ବୋଲି ଗ୍ରହଣ କରାଯାଇଛି । ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଏହି ଦ୍ୱୀପଟିରେ [[ୟାୟୋଇ ଯୁଗ|ୟାୟୋଇ]] ଲୋକମାନେ ବସତି ସ୍ଥାପନ କଲେ । ଫଳରେ ଦ୍ୱୀପରେ ରହୁଥିବା ଅନେକ ଲୋକ ଶୀକାର-ସଂଗ୍ରହ ଜୀବନଶୈଳି ତ୍ଯାଗ କରି କୃଷିକାର୍ଯ୍ୟ ଆଡ଼କୁ ମନ ଦେଲେ ।<ref name=":0">{{Cite web|url=https://www.hkd.mlit.go.jp/ky/ki/renkei/ud49g70000000mki-att/en_all.pdf|title=A Journey into the culture and history of Hokkaido.|website=hkd.mlit.go.jp }}</ref>
୬୬ କ ଧାଡ଼ି:
 
[[ନାରା ଯୁଗ|ନାରା]] ଓ [[ହେଈଆଁ ଯୁଗ|ହେଈଆଁ]] କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ [[ଦେୱା ପ୍ରାନ୍ତ]] ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । [[ଜାପାନର ଇତିହାସ#ମଧ୍ଯଯୁଗୀୟ ଜାପାନ|ମଧ୍ଯଯୁଗରୁ]], ହୋକାଇଦୋର ଲୋକମାନେ [[ଏଜୋ]] ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷地; ଏଜୋଭୂମି) ବା ଏଜୋଗାଶିମା (蝦夷ヶ島; ଏଜୋ ଦ୍ୱୀପ) ହୋଇଗଲା ।<ref>{{cite book|last1=McClain|first1=James L.|title=Japan, A Modern History|date=2002|publisher=W.W. Norton & Company|location=New York, N.Y.|isbn=978-0-393-04156-9|page=[https://archive.org/details/japanmodernhisto00mccl/page/285 285]|edition=First|url-access=registration|url=https://archive.org/details/japanmodernhisto00mccl/page/285}}</ref> ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟ ଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।
 
==ଆଧାର==
{{ଆଧାର}}
"https://or.wikipedia.org/wiki/ହୋକାଇଦୋ"ରୁ ଅଣାଯାଇଅଛି