"ହୋକାଇଦୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୦ କ ଧାଡ଼ି:
| tree = ''ଏଜୋମାତ୍ସୁ'' ([[ଯେଜୋ ସ୍ପ୍ରୁସ]], ''ପିକିଏ ଯେଜୋଏନ୍ସିସ'')
}}}}
 
'''ହୋକାଇଦୋ''' (北海道), ହେଉଛି [[ଜାପାନ]]ର [[ଜାପାନୀ ଦ୍ୱୀପପୁଞ୍ଜ|ଦ୍ୱିତୀୟ ବୃହତ୍ତମ ଦ୍ୱୀପ]] ଏବଂ ଏଥିରେ ଜାପାନର [[ଜାପାନର ରାଜ୍ଯ ସମୂହ|ବୃହତ୍ତମ ରାଜ୍ଯ]] ଅବସ୍ଥିତ ।<ref name="main-islands-japan">{{cite web |title=離島とは(島の基礎知識) (what is a remote island?) |publisher=[[Ministry of Land, Infrastructure, Transport and Tourism]] |url=http://www.mlit.go.jp/crd/chirit/ritoutoha.html |website= MLIT (Ministry of Land, Infrastructure, Transport and Tourism) |date=22 August 2015 |accessdate= 9 August 2019 |language=Japanese |format=website |quote=MILT classification 6,852 islands (main islands: 5 islands, remote islands: 6,847 islands) |archiveurl=https://web.archive.org/web/20071113053915/http://www.mlit.go.jp/crd/chirit/ritoutoha.html |archivedate=2007-11-13}}</ref> [[ତ୍ସୁଗାରୁ ପ୍ରଣାଳୀ]], ହୋକାଇଦୋକୁ [[ହୋଁଶୁ]]ଠାରୁ ଅଲଗା କରିଥାଏ ଏବଂ ଦ୍ୱୀପ ଦ୍ୱୟ ପରସ୍ପର ସହ ଏକ ସାଗରଗର୍ଭୀ ରେଳପଥ - [[ସେଇକାଁ ଜୁଇଦୋ]] ଦ୍ବାରା ସଂଯୁକ୍ତ ।
 
[[ସାପ୍ପୋରୋ-ଶୀ]] ହେଉଛି ହୋକାଇଦୋର ବୃହତ୍ତମ ସହର ତଥା ଏହାର ରାଜଧାନୀ । ଏହା ମଧ୍ଯ ହୋକାଇଦୋର ଏକମାତ୍ର [[ଜାପାନର ପ୍ରଶାସନିକ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର|ଆଦେଶ ନିର୍ଦ୍ଦେଶିତ ସହର]] । ଋଷିଆ ଦ୍ବାରା ପ୍ରଶାସିତ [[ସାଖାଲିଁ]], ହୋକାଇଦୋରୁ ୪୩ କି.ମି. ଦୂରରେ ଉତ୍ତର ଆଡକୁ ଅବସ୍ଥିତ ଏବଂ [[କୁରିଲ୍ ଦ୍ୱୀପପୁଞ୍ଜ]] ଏହାର ପୂର୍ବ ଓ ଐଶାନ୍ୟ ଦିଗରେ ଅବସ୍ଥିତ । କୁରିଲ୍ ଦ୍ୱୀପପୁଞ୍ଜର ଦକ୍ଷିଣତମ ଚାରୋଟି ଦ୍ୱୀପ ଉପରେ [[କୁରିଲ୍ ଦ୍ୱୀପପୁଞ୍ଜ ବିବାଦ|ଜାପାନର ଦାବି]] ରହିଛି । ପୂର୍ବରେ ହୋକାଇଦୋ, ''ଏଜୋ'', ''ୟେଜୋ'', ''ୟେସୋ'', ତଥା ''ୟେସ୍ସୋ'' ଆଦି ନାମରେ ଜଣାଶୁଣା ।<ref name="nussbaum343">[[Louis Frédéric|Nussbaum, Louis-Frédéric]]. (2005). "Hokkaido" in {{Google books|p2QnPijAEmEC|''Japan Encyclopedia'', p. 343|page=343}}</ref>
"https://or.wikipedia.org/wiki/ହୋକାଇଦୋ"ରୁ ଅଣାଯାଇଅଛି