"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୩ କ ଧାଡ଼ି:
 
== ସମାଜସେବା ==
୧୯୪୦ ମସିହାରେ 'ବ୍ୟକ୍ତିଗତ ସତ୍ୟାଗ୍ରହ' ଆରମ୍ଭ ହେଲା । ଏଇ ଅବସରରେ ଗାନ୍ଧିଜୀ ରଚନାତ୍ମକ କର୍ମୀମାନଙ୍କୁ ସସମାଜରସମାଜର ଦଳିତ ବର୍ଗ ମାନଙ୍କ ପାଇଁ କାମ କରିବାକୁ ଆହ୍ବାନଆହ୍ଵାନ ଦେଲେ । ଏହି ନିର୍ଦ୍ଦେଶକୁ, କାର୍ଯ୍ୟକାରୀ କରିବା ପାଇଁ ଗୋପବନ୍ଧୁ ଚୌଧୁରୀ ବିଶ୍ଵନାଥ ପଟ୍ଟନାୟକଙ୍କୁ ରଚନାତ୍ମକ କର୍ମୀ ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁରକୁ (ବର୍ତ୍ତମାନ ବର୍ତମାନ[[ରାୟଗଡ଼ା ରାୟଗଡ଼। ଜିଲାଜିଲ୍ଲା]]) ପଠାଇବା ପାଇଁ ସ୍ଥିର କଲେ । ଆଦିବାସୀଙ୍କ ସେବା କରିବାକୁ ଆସିଥିବା ବିଶ୍ୱନାଥ ଆଦିବାସୀଙ୍କ ସହ ଘର ବାନ୍ଧିଲେ । ସେମାନଙ୍କର ମଧ୍ୟରେ ଦୁର୍ଲଭ ସରଳତାର ସନ୍ଧାନ ପାଇଲେ । ବିଶ୍ବନାଥ ପଟ୍ଟନାୟକ ଆଦିବାସୀ ଓ ଅଣଆଦିବାସୀଙ୍କ ନିକଟରେ 'ଆଜ୍ଞା' ନାମରେ ପ୍ରିୟ ହୋଇପାରିଲେ । ବିଶ୍ଵନାଥ କୁଜେନ୍ଦ୍ରୀ ତଥା ଆଖପାଖ ଅଞ୍ଚଳରେ ଥିବା ଆଦିବାସୀଙ୍କୁ ସେ ଦୁଇଟି ଆନ୍ଦୋଳନ ପାଇଁ ପ୍ରସ୍ତୁତ କରାଇଲେ । ଗୋଟିଏ ହେଲା ଦେଶର ସ୍ୱାଧୀନତା ପାଇଁ ଓ ଅନ୍ୟଟି ହେଲା ଶୋଷନରୁଶୋଷଣରୁ ମୁକ୍ତି ପାଇବା ପାଇଁ । ଗୋଟିଏ ହେଲା ସମାଜବାଦ ଆନ୍ଦୋଳନ ଏବଂ ଅନ୍ୟଟି ହେଲା [[ସର୍ବୋଦୟ ଆନ୍ଦୋଳନ]] ।<ref name="swadhikarepaper"></ref>
 
ପ୍ରଥମେ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତିଦ୍ୱାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ୱାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "'''ଆଜ୍ଞା'''" ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ [[ବିନୋବା ଭାବେ]]ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଲେ ବିଶ୍ୱନାଥ ପଟ୍ଟନାଯକ<ref>[http://orissa.gov.in/e-magazine/Orissareview/2012/August/engpdf/45-48.pdf " ଓଡ଼ିଶା ରିଭ୍ୟୁ- ଅଗଷ୍ଟ,୨୦୧୨"] ଓଡ଼ିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା</ref><ref>[http://orissa.gov.in/e-magazine/Orissareview/2013/Feb-Mar/engpdf/feb-march-or-13.pdf "Odisha Review, February - March - 2013,ପୃଷ୍ଠା-୧୧୦"]</ref> । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "'''କୋରାପୁଟିଆ ଗାନ୍ଧୀ'''" <ref>[http://www.thehindu.com/todays-paper/tp-national/tp-otherstates/koraput-gandhi-cremated/article738031.ece " ଦି ହିନ୍ଦୁ "] ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା</ref> ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।