"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ added reference
୨୮ କ ଧାଡ଼ି:
}}
 
'''ବିଶ୍ୱନାଥ ପଟ୍ଟନାଯକ''' ହେଉଛନ୍ତି [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା <ref name="swadhikarepaper">{{cite web |title=Swadhikar e-Paper - Odisha's leading daily Odia newspaper Page: 4 |url=http://www.swadhikar.in/epaper/epaper/edition/1406/swadhikar-e-paper---odisha-s-leading-daily-odia-newspaper/page/4 |website=swadhikar |accessdate=16 November 2020}}</ref>। [[କୁଜେନ୍ଦ୍ରି]] ଏବଂ [[ବାଲିଗୁଡ଼ା]] ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ୱାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି<ref>[http://www.jamnalalbajajfoundation.org/awards/archives/2008/constructive-work/biswanath-pattnaik "Jamnalal Bajaj awards-2008"] ଜମୁନାଲାଲ ବଜାଜ ସମ୍ମାନ 2008</ref> ।
== ପ୍ରାଥମିକ ଜୀବନ ==
[[ଗଞ୍ଜାମ ଜିଲ୍ଲା]]ର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ୱନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ ବିଶିଷ୍ଟ ଗାନ୍ଧୀବାଦୀ ନେତା [[ଗୋପବନ୍ଧୁ ଚୌଧୁରୀ]]ଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।