"ଜୟ ଜଗନ୍ନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୪ କ ଧାଡ଼ି:
* [[ରତନ ମେହେର]]
* [[ମୋହିନୀ ଶିଳାଲିପୀ]]
==ସାର ଅ°ଶ==
 
ଏହି ଚଳଚ୍ଚିତ୍ର ପୁରାତନ ଗ୍ରନ୍ଥ ଲକ୍ଷ୍ମୀ ପୁରାଣ ଉପରେ ଆଧାରିତ. ସେହି ସମୟରେ ଅଛୁ°ଆ ଲୋକ ମାନେ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା. ଶ୍ରିୟା, ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର, ପୂଜା କରିବା ପାଇ° ଚେଷ୍ଟା କରୁଛି ଆଉ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଛି. ପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ରଙ୍କ କଥା ମାନି ମାତାଙ୍କୁ ଘରୁ ବିତଡିତ କରୁଛନ୍ତି.
 
 
==ଦ୍ରଷ୍ଟବ୍ୟ==