"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୫ କ ଧାଡ଼ି:
 
==ପ୍ରକାର==
[[File:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]]
*ପଞ୍ଚୁବର୍ଣ ଖେଚେଡ଼ି
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
*କାଦୁଆ ଖେଚେଡ଼ି
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
*ସିମେଇ [[ଖେଚେଡ଼ି]]/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
 
==ପ୍ରଣାଳୀ==
"https://or.wikipedia.org/wiki/ଖେଚେଡ଼ି"ରୁ ଅଣାଯାଇଅଛି