"ସିମେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Wiktionary|Vermicelli}}
[[File:Simei Palau Odia Cuisine.jpg|thumb|ସେମିଆସିମେଇ ଖେଚେଡ଼ି]]
'''ସେମିଆ''' ବା '''ସିମେଇ''' (ଭର୍ମିସେଲି/Vermicelli) ({{IPA-en|ˌvɜrmɨˈtʃɛli}}, {{IPA-it|vermiˈtʃɛlli|lang}}, ଆକ୍ଷରିକ ଅର୍ଥ, "ଛୋଟ ପୋକ") [[ମଇଦା]]ରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ [[ଖିରି]], [[ପଲଉ]] ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର [[ପାସ୍ତା]] ଓ [[ସ୍ପାଗେଟି]] ଠାରୁ ସରୁ ।<ref>{{Cite web
| last =
୧୯ କ ଧାଡ଼ି:
 
==ଏସିଆରେ ଇତିହାସ==
[[ଦକ୍ଷିଣ ଏସିଆ]]ରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା [[ଇଟାଲି]]ରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା [[ସେମୋଲିନା]]ରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡମଡରଡ଼ମ ଚୂନା (Durum)ରୁ <!--[[durum|durum wheat]]--> ତିଆରି । ଏଥିରୁ ତିଆରି ଖାଇବାକୁ [[ଓଡ଼ିଆ]]ରେ ସିମେଇ/ସେମିଆ, [[ହିନ୍ଦୀ]] ଓ [[ଉର୍ଦ୍ଦୁ]]ରେ ସେବାଇ କୁହାୟାଏ । [[ଗୁଜୁରାଟୀ ଭାଷା|ଗୁଜୁରାଟୀ]]ରେ "ସେବସେଓ", [[କନ୍ନଡ଼ ଭାଷା|କନ୍ନଡ଼]]ରେ "ସାବିଗେ" କୁହାଯାଇଥାଏ ।
 
==ରନ୍ଧା ଖାଦ୍ୟ==
*ସିମେଇ [[ଖିରି]]: ଏହ ଏକ ପ୍ରକାର [[ଖିରି]] ଯାହା ସିମେଇରେ ଚିନି, [[କେଶର]], [[କିସମିସ]] ଆଦି ପକାଇ ତିଆରି କରାଯାଇଥାଏ ।
*ସିମେଇ/ସେମିଆ [[ଖେଚେଡ଼ି]]/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
 
==ଦ୍ରଷ୍ଟବ୍ୟ==
"https://or.wikipedia.org/wiki/ସିମେଇ"ରୁ ଅଣାଯାଇଅଛି