"ପରଶୁରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୧୭ କ ଧାଡ଼ି:
}}
 
'''ପରଶୁରାମ''' ([[ସଂସ୍କୃତ]]: परशुराम, [[IAST]]: Paraśurāma, ଜଣେ ପରଶୁଧାରୀ ରାମ) [[ହିନ୍ଦୁ ଧର୍ମ]]ରେ [[ବିଷ୍ଣୁ]]ଙ୍କର [[ଦଶାବତାର|ଷଷ୍ଠ ଅବତାର]] । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ [[କଳି ଯୁଗ]] ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର [[କଳ୍କୀ]]ଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ବିଷ୍ଣୁଙ୍କଯେତେବେଳେ ଅନ୍ୟପୃଥିବୀରେ ଅବତାରଅତ୍ୟଧିକ ପରିପାପ ତାଙ୍କୁବୃଦ୍ଧି ଏକହେଲା, ସମୟରେସେତେବେଳେ ପୃଥିବୀରେବିଷ୍ଣୁଙ୍କର ଅତ୍ୟଧିକପୃଥିବୀ ମନ୍ଦପୃଷ୍ଠରେ ସୃଷ୍ଟିପର୍ଶୁରାମ ହେଲାଅବତାର ପରେ ଉପସ୍ଥିତ ହେବାନେବା ପାଇଁ ଆଗରୁପୂର୍ବରୁ ଜଣାଯାଇଥିଲାଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ ଶକ୍ତିକ୍ଷମତା ସହିତଯୋଗୁଁ [[କ୍ଷତ୍ରିୟ]]ମାନେ ସେମାନଙ୍କର ଶକ୍ତିକ୍ଷମତାର ଅପବ୍ୟବହାର କରିବା, ଆରମ୍ଭଅନ୍ୟର କରିଥିଲାଜିନିଷକୁ ବଳପୂର୍ବକ ଶକ୍ତିଦ୍ୱାରାଗ୍ରହଣ ଯାହା ଅନ୍ୟମାନଙ୍କରକରିବା ଥିଲାଏବଂ ତାକୁ ଜୋର କରି ନେବା ସହିତ ଲୋକମାନଙ୍କ ଉପରେଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଥିଲାକରି ଦେଇଥିଲେପରଶୁରାମପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ଧ୍ୱଂସବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନକୁସନ୍ତୁଳନ ସମତୁଲରକ୍ଷା କରନ୍ତିକଲେ
ତାଙ୍କୁ କେତେକ ହିନ୍ଦୁ ଗ୍ରନ୍ଥରେ ରାମ ଜମାଦାଗ୍ନ୍ୟ, ରାମ ଭାର୍ଗବ ଏବଂ ବୀରରାମ ମଧ୍ୟ କୁହାଯାଏ। ପରଶୁରାମ [[ଭୀଷ୍ମ]], [[ଦ୍ରୋଣାଚାର୍ଯ୍ୟ]] ଏବଂ [[କର୍ଣ୍ଣ]] ଆଦିଙ୍କର ମଧ୍ୟ ଗୁରୁ ।<ref name="JonesRyan2006p324">{{cite book|author1=Constance Jones|url=https://books.google.com/books?id=OgMmceadQ3gC|title=Encyclopedia of Hinduism|author2=James D. Ryan|publisher=Infobase Publishing|year=2006|isbn=978-0-8160-7564-5|page=324}}</ref><ref name="Lochtefeld2002p500">{{cite book|author=James G. Lochtefeld|url=https://archive.org/details/illustratedencyc0000loch|title=The Illustrated Encyclopedia of Hinduism: N-Z|publisher=The Rosen Publishing Group|year=2002|isbn=978-0-8239-3180-4|pages=[https://archive.org/details/illustratedencyc0000loch/page/500 500]–501|url-access=registration}}</ref>
 
ତାଙ୍କୁ କିଛି ହିନ୍ଦୁ ପୁରାଣରେ ରାମ ଯମଦଗ୍ନି, ରାମ ଭାର୍ଗବ ଏବଂ ବୀରରାମ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି ।<ref name="Leslie2014p66"/>
"https://or.wikipedia.org/wiki/ପରଶୁରାମ"ରୁ ଅଣାଯାଇଅଛି