"ମେଦଦ୍ୱିସ୍ତର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Regular Character Changes
୨ କ ଧାଡ଼ି:
[[ଫାଇଲ:Phospholipids_aqueous_solution_structures.svg|ଡାହାଣ|thumb|369x369_ପିକସେଲ|ଦ୍ରବଣରେ [[ଫୋସ୍ଫୋ-ମେଦ]] ନେଉଥିବା ତିନୋଟି ରୂପ; [[ଲିପୋଜମ୍]], [[ମିସେଲେ]] ଏବଂ ଦ୍ୱିସ୍ତର]]
 
'''ମେଦଦ୍ୱିସ୍ତର''' ବା ଫୋସ୍ଫୋ-ମେଦଦ୍ୱିସ୍ତର, ଏକ ପତଳା [[ପୋଲୀୟ ଝିଲ୍ଲୀ]] ଯାହା [[ମେଦାଣୁ|ମେଦାଣୁମାନଙ୍କର]] ଦୁଇଟି ସ୍ତର ଦ୍ବାରା ନିର୍ମିତ। ଏହି ଝିଲ୍ଲୀ ଗୁଡ଼ିକ ସମସ୍ତ କୋଷର କୋଷଜୀବକକୁ ଆବୃତ୍ତ କରି ରଖିଥାନ୍ତି। କୋଷଝିଲ୍ଲୀ ଠାରୁ ଆରମ୍ଭ କରି ସମସ୍ତ କୋଷାଙ୍ଗମାନଙ୍କର ଝିଲ୍ଲୀ (ଯଦି ଅଛି), ନ୍ଯଷ୍ଟିଝିଲ୍ଲୀ, ଏପରିକି [[ଭୂତାଣୁ|ଭୂତାଣୁମାନଙ୍କର]] ମଧ୍ଯ କେତେକ ଅଂଶ ଏହି ଦ୍ୱିସ୍ତରରେ ଗଠିତ। ଏହି ଦ୍ୱିସ୍ତର ବିଭିନ୍ନ ଅଣୁମାନଙ୍କର ଗତିରେ ଏକ ବାଧକ ପରି କାମ କରେ ଏବଂ ଆୟନ ଆଦିଙ୍କୁ ସେହି ସ୍ଥାନରେ ରଖିଥାଏ ଯେଉଁଠାରେ ସେମାନେ ଆବଶ୍ଯକ।ଆବଶ୍ୟକ। ପ୍ରସ୍ଥରେ କେତେକ ନାନୋମିଟର ଥିଲେ ମଧ୍ଯ<ref>Andersen, Olaf S.; Koeppe, II, Roger E. (June 2007). "Bilayer Thickness and Membrane Protein Function: An Energetic Perspective". ''Annual Review of Biophysics and Biomolecular Structure''. '''36''' (1): 107–130. doi:10.1146/annurev.biophys.36.040306.132643. <nowiki>PMID 17263662</nowiki>.</ref> ଉପରୋକ୍ତ କାମପାଇଁ ଏଗୁଡିକ ଯୋଗ୍ୟ ଅଟନ୍ତି କାରଣ ସେମାନେ ଜଳପ୍ରୀତିଅଣୁଗୁଡ଼ିକ ପାଇଁ ପାରଗମ୍ଯ ନୁହଁନ୍ତି ।
 
ଜୈବ-ଦ୍ୱିସ୍ତରଗୁଡ଼ିକ ସାଧାରଣତଃ [[ଉଭୟପ୍ରୀତିକ]] ଫୋସ୍ଫୋମେଦଗୁଡ଼ିକ ଦ୍ବାରା ଗଠିତ । ଫୋସ୍ଫୋମେଦଗୁଡ଼ିକର ଏକ [[ଜଳପ୍ରୀତିକ]] ଫୋସ୍ଫେଟ ଶିର ଏବଂ ଏକ [[ଜଳଭୀତିଅଣୁ|ଜଳଭୀତିକ]] ଲାଞ୍ଜ ଯାହା ଦୁଇଟି [[ମେଦାମ୍ଳ]] ଶୃଙ୍ଖଳଦ୍ୱାରା ଗଠିତ ।<ref name=Divecha1995>{{cite journal