"ଟେନ୍ସରଫ୍ଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ Regular Character Changes
 
୫ କ ଧାଡ଼ି:
==ଇତିହାସ==
===ଦିଷ୍ଟବିଲିଭ===
୨୦୧୧ ମସିହାରେ [[ଗୁଗଲ]] ଡିସ୍ଟବିଲିଭକୁ ଏକ ନିଜସ୍ୱ ମେସିନ ଲର୍ନିଙ୍ଗ ପଦ୍ଧତି ଭାବେ ଉନମୋଚନ କରିଥିଲା ଯାହା କି ଡିପ୍ ଳର୍ନିଙ୍ଗ ଉପରେ ଆଧାରିତ ଥିଲା । ଧିରେ ଧିରେ ଏହା ଆଲଫାବେଟର କମ୍ପାନି ଗୁଡିକରେ ବ‌ହୁଳ ବ୍ୟ‌ବ‌ହାର ହେବାରେ ଲାଗିଲା । ଏହାପାରେ ଗୁଗଲ ନିଜର ଅନେକ ଗୁଡିଏ କମ୍ପୁଟରକମ୍ପ୍ୟୁଟର ବିଜ୍ଞାନୀଙ୍କୁ ଦିଷ୍ଟବିଲିଭର ପ୍ରଶାରଣରେ ନିଯୁକ୍ତ କରିଥିଲେ । ଦିଷ୍ଟବିଲିଭରେ ଆହୁରି ଅନେକ ତଥ୍ୟ ଯୋଡ଼ାଯାଇ ଏହାକୁ ପରବର୍ତ୍ତୀକାଳରେ ଟେନ୍ସରଫ୍ଲୋ ନାମରେ ନାମିତ କରାଯାଇଥିଲା । ୨୦୦୯ ମସିହାରେ ଏହାକୁ ବ୍ୟବହାର କରି ଗୁଗଲର ସ୍ୱର ସନ୍ଧାନୀ ଏବଂ ଗୁଗଲ ସନ୍ଧାନୀରେ ଥିବା ୨୫ ପ୍ରତିଶତ ତ୍ରୁଟିକୁ ଠିକ କରାଯାଇଥିଲା ।
 
===ଟେନ୍ସରଫ୍ଲୋ===