"ଜାଭା (ପ୍ରୋଗ୍ରାମିଂ ଭାଷା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2409:4062:2319:B98B:7B3D:9AF8:5888:58FC (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ CommonsDelinkerଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ଟିକେ Regular Character Changes
୧୬ କ ଧାଡ଼ି:
| wikibooks = Java Programming
}}
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା।<ref>{{cite web|title=Java (programming language)|url=https://en.wikipedia.org/wiki/Java_(programming_language)#CITEREFGoslingJoySteeleBracha2014|accessdate=4 February 2018}}</ref> ଏହି ଭାଷା ମୁଖ୍ୟତଃ Applicationକୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere"ର ଅର୍ଥ, compile ହୋଇଥିବା ଜାଭା codeକୁ ଅନ୍ୟ ଯେ କୌଣସି platformରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ।<ref>{{cite web|title=The Java Language Environment|url=http://www.oracle.com/technetwork/java/intro-141325.html|accessdate=4 February 2018}}</ref> ଜାଭା Application ଗୁଡିକ compile ହେଲାପରେ ଏହା bytecodeକୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପୁଟରକମ୍ପ୍ୟୁଟର OSର JVM(Java Virtual Machine)ରେ run ହୋଇପାରିବ। ୯୦ ଲକ୍ଷ developerଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା।<ref>{{cite web|title=IS JAVA LOSING ITS MOJO?|url=https://www.wired.com/2013/01/java-no-longer-a-favorite/|accessdate=4 February 2018}}</ref><ref>{{cite web|title=The RedMonk Programming Language Rankings: January 2015|url=http://redmonk.com/sogrady/2015/01/14/language-rankings-1-15/|accessdate=4 February 2018}}</ref> ଜାଭାକୁ [[:en:Sun Microsystems|Sun Microsystems]]ରେ କାର୍ଯରତ [[ଜେମ୍ସ ଗସଲିଙ୍ଗ]] ଉନ୍ନତ କରିଥିଲେ ଓ ୧୯୯୫ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntax ଗୁଡିକ [[ସି (ପ୍ରୋଗ୍ରାମିଂ ଭାଷା)]] ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
 
ଜାଭା compiler,JVM,class libraries ଗୁଡିକ Sun Microsystems release କରିଥିଲା। Latest version ଜାଭା (Java 9) ୨୦୧୭ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ release ହୋଇଥିଲା।